ଆଜିଠୁ କଟନ୍‌ ଫ୍ୟାବ୍‌ ହସ୍ତତନ୍ତ ମେଳା

ଭୁବନେଶ୍ଵର, (ଓଟି): ଦେଶର ବିଭିନ୍ନ ରାଜ୍ୟର ହସ୍ତତନ୍ତ କାରିଗରଙ୍କ ଉତ୍ପାଦକୁ ସିଧାସଳଖ କିଣିବାର ସୁଯୋଗ ପୁଣିଥରେ ସୃଷ୍ଟି ହେବାକୁ ଯାଉଛି ଭୁବନେଶ୍ଵରରେ। ଉତ୍ତର ପ୍ରଦେଶର ଅୱଧ ଅସ୍ତକର୍ଗା, ହସ୍ତଶିଳ୍ପ ଏବଂ ଗ୍ରାମୋଦ୍ୟୋଗ ସମିତି ପକ୍ଷରୁ ଏହିକ୍ରମରେ ଆୟୋଜନ ହେବାକୁ ଯାଉଛି ୧୧ତମ … Read More

ଧର୍ମେନ୍ଦ୍ରଙ୍କ ପାରିବାପଣିଆ : ପ୍ରଶିକ୍ଷଣ ପାଇଁ ଦୁଇ ବର୍ଷରେ ମାତ୍ର ୫୪ଜଣଙ୍କ ଜାପାନ ଗସ୍ତ

ଭୁବନେଶ୍ୱର,(ଓଟି): ଗତ ୨୦୧୭ରେ କୌଶଳ ବିକାଶ ମନ୍ତ୍ରାଳୟ ଭାରତ-ଜାପାନ ଟେକ୍ନିକାଲ ଇଣ୍ଟର୍ଣ୍ଣ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେତେବେଳେ ଏହି ବିଭାଗର ମନ୍ତ୍ରୀ ଥିବା ତଥା ବର୍ତ୍ତମାନର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇ କହିଥିଲେ, ଆଗାମୀ ୫ବର୍ଷ ମଧ୍ୟରେ ୩ଲକ୍ଷ … Read More

୨ରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ଵର, (ଓଟି): ସେପ୍ଟେମ୍ବର ୨ତାରିଖରୁ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ। ରାଜ୍ୟର ପଅତି ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ଏଥିବାଇଁ ସ୍ଵତନ୍ତ୍ର ଆୟୋଜନ ହେବ। ଅକ୍ଟୋବର ୩୧ ତାରିଖ ଯାଏ ଏହି ଅଭିଯାନ ଚାଲିବ ବୋଲି ବିଜେଡି … Read More

ପୁଲିସ- ମାଓବାଦୀ ଗୁଳି ବିନିମୟ: କୁଖ୍ୟାତ ମାଓ କମାଣ୍ଡର ରାକେଶ ସୋଦି ମୃତ

ଭୁବନେଶ୍ଵର, (ଓଟି): ଛତିଶଗଡ଼ ସୀମାନ୍ତ ମାଲକାନଗିରି ଜିଲ୍ଲାର ପାକ୍‌ନାଗୁଡ଼ି ଘଞ୍ଚ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳି ବିନିମୟ ହେତୁ ମାଓ କମାଣ୍ଡର ରାକେଶ ସୋଦିଙ୍କ ମୃତ୍ୟୁ ହୋଇଛି। ସେ ଆନ୍ଦ୍ର-ଓଡ଼ିଶା ସୀମାନ୍ତ ସ୍ଵତନ୍ତ୍ର ଜୋନାଲ୍‌ କମିଟି ( ଏଓବିଏସ୍‌,ଜଡ୍‌ସି)ର କମାଣ୍ଡର ଭାବେ କାର୍ଯ୍ୟ … Read More

ଦରମା ଓ ପେନ୍‌ସନ୍‌ ମିଳିବ ୩୧ରେ

ଭୁବନେଶ୍ଵର, (ଓଟି): ଏଥର ସରକାରୀ କର୍ମଚାରୀଙ୍କୁ ୩୧ ତାରିଖରେ ଦରମା ମିଳିବ। ଯେହେତୁ ସେପ୍ଟେମ୍ବର ପ୍ରଥମ ସପ୍ତାହର ପ୍ରଥମ ତିନି ଦିନ ଉତ୍ସବ ଓ ଛୁଟି ଦିନ ରହୁଛି ସରକାର ଅଗଷ୍ଟ ୩୧ ତାରିଖରେ ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। … Read More

ସରକାରଙ୍କ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ହେଲେ ମାନସ ମଙ୍ଗରାଜ

ଭୁବନେଶ୍ଵର, (ଓଟି): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ଶିଳ୍ପ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ … Read More

ଦେଶର ଦ୍ଵିତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳଷ୍ଟେସନ୍‌ ହେଲା ସମ୍ବଲପୁର

ଦେଶର ଦ୍ଵତୀୟ ପ୍ଲାଷ୍ଟିକ୍‌ ବର୍ଜିତ ରେଳ ଷ୍ଟେସନ୍‌ ଭାବେ ସମ୍ବଲପୁର ରେଳ ଷ୍ଟେସନ୍‌କୁ ମାନ୍ୟତା ଦେଇଛନ୍ତି ରେଳବାଇ କର୍ତ୍ତୃପକ୍ଷ।   ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଡ଼.ଜୟଦୀପ ଗୁପ୍ତାଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀ, ସ୍କୁଲ ଛାତ୍ର ଛାତ୍ରୀ, … Read More

ବିଜୁ ସମାଧି ନାଁ ନେଇ ସ୍ଵର୍ଗଦ୍ଵରରେ ମୁଖ୍ୟମନ୍ତ୍ରୀଙ୍କ ଜବରଦଖଲ!

ଭୁବନେଶ୍ଵର, (ଓଟି): ପୁରୀରେ ରାଜ୍ୟ ସରକାର ଆତଙ୍କରାଜ ଚଳାଇଛନ୍ତି। ତ୍ୟାଗ କରିବା ଦ୍ଵାହି ଦେଇ ସରକାର ଐତିହ୍ୟସମ୍ପନ୍ନ କୋଠାବାଡ଼ିକୁ ଭାଙ୍ଗିରୁଜି ଚୁନା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି କଳିଙ୍ଗସେନା ଅଧ୍ୟକ୍ଷ ହେମନ୍ତ ରଥ। ଅପରପକ୍ଷେ ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ଵର୍ଗଦ୍ଵାରରେ ଜବରଦଖଲ କରିଛନ୍ତି … Read More

ବିଶ୍ଵ ଦକ୍ଷତା ପ୍ରତିଯୋଗୀତାରେ ଓଡ଼ିଶାର ଅଶ୍ଵଥ ନାରାୟଣଙ୍କୁ ସ୍ଵଣ୍ଣ, ଭାରତକୁ ୪ ପଦକ

ଭୁବନେଶ୍ଵର, (ଓଟି):  ଋଷିଆର କାଜାନ ସହରରେ  ଆୟୋଜିତ୪୫ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶଶରେ ପାଠ ପଢ଼ୁଥିବା ବିଟେକ୍‌ ଛାତ୍ର ଅଶ୍ଵଥ ନାରାୟଣଙ୍କୁ ସ୍ଵଣ୍ଣ ପଦକ ମିଳିଛି। ୱାଟର ଟେକ୍ନୋଲୋଜି କ୍ଷେତ୍ରରେ ଉନ୍ନତ ଦକ୍ଷତା ପ୍ରଦର୍ଶନ ହେତୁ ତାଙ୍କୁ ଏହି ପୁରସ୍କାର ମିଳିଛି। … Read More

ତଥାପି ସମ୍ବେଦନଶୀଳ ପ୍ରସବକାଳୀନ ମା’ ଓ ନବଜାତ ଶିଶୁଙ୍କ ଜୀବନ

ଭୁବନେଶ୍ୱର, (ଓଟି): ଓଡ଼଼ିଶାରେ ପ୍ରସବକାଳୀନ ମା’ ଓ ଶିଶୁ ଆଜି ବି ନିରାପଦ ନୁହନ୍ତି । ଏବେ ବି ଏ ପ୍ରସବ ସମୟରେ ଏକ ଲକ୍ଷ ମା’ଙ୍କ ଭିତରୁ ୧୮୦ ଜଚ୍ଚଙ୍କ ମୃତ୍ୟୁ ଘଙ୍କୁଛି । ସେହିପରି ପ୍ରତି ଏକ ହଜାର … Read More