କଶ୍ମୀରରେ ଅସ୍ଥିରତାର କାରଣ କ’ଣ ?

ଗତକିଛି ଦିନ ଧରି କାଶ୍ମୀରରେ ଏକ ଅସ୍ଥିର ପରିସ୍ଥିତି ସୃଷ୍ଟି ହୋଇଛି। ଆଉ ଏହି ଅସ୍ଥିରତାର ଧାରା ଦିଲ୍ଲୀ ରାଜନୀତିରେ ମଧ୍ୟ ଦେଖିବାକୁ ମିଳିଲାଣି। ଶୁକ୍ରବାର ଅମରନାଥ ଯାତ୍ରା ରୋକିବାର ନିଷ୍ପତ୍ତି ପରେ ଲାଗୁଛି କିଛି ବଡ଼ ଘଟଣା ଘଟିପାରେ କାଶ୍ମୀରରେ। … Read More

ପୁଣି ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍ !

ବିଶେଷ ସୂତ୍ରରୁ ଆସୁଥିବା ଖବର ଅନୁସାରେ ଭାରତୀୟ ସେନା ପାକ୍ ଅଡଧିକୃତ କାଶ୍ମୀରର ୩୦ କିମି ଭିତରକୁ ଯାଇ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ଉଗ୍ରପନ୍ଥୀ ଓ ପାକିସ୍ତାନୀ ସେନା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନରେ ୫ରୁ ୭ଜଣ … Read More

ବୀରବଲଙ୍କ କାଉ ଓ ରାଜ୍ୟ ସରକାରଙ୍କ ଭିକାରୀ ଗଣନା

ହାଲକୁ ଦେଶରେ ବାଘ ଗଣନା ରିପୋର୍ଟ ପ୍ରକାଶ ପାଇଛି। ଓଡ଼ିଶାରେ ବାଘ ସଂଖ୍ୟା ଯେଉଁ ୨୮ କି ସେଇ ୨୮। ଏଠି ସିଂହମାନଙ୍କର ଉପିାତ ଏତେ ଅଧିକ ଯେ ବାଘମାନଙ୍କ ବଂଶ ବଢ଼ିପାରୁନି। ସରକାରଙ୍କ ଅବହେଳା କାରଣରୁ ସୁରକ୍ଷା ନପାଇ ହାତୀବଂଶଙ୍କ … Read More

ନିଗମ ଆଶାରେ ବିଜେଡି ନେତାଙ୍କ ଆଖିରେ ନିଦ ନାହିଁ

ବଜେଟ ଅଧିବେଶନ ଏବେ ସରିବା ସରିବା ଉପରେ। ବିଧାନସଭାର ଚଳିତ ଅଧିବେଶନ ଭାରି ମାନ୍ଦା ଲାଗୁଛି। କାରଣ ଶାସକ ବିଜୁ ଜନତା ଦଳକୁ ବିଭିନ୍ନ ପ୍ରସଙ୍ଗରେ ବିରୋଧି ବିଜେପି ଓ କଂଗ୍ରେସ ଘେରିବା ପରିବର୍ତ୍ତେ ଅଧିକାଂଶ ସମୟରେ ନିଜ ନିଜ ଭିତରେ … Read More

ଖଣି ନିଲାମ ପ୍ରକ୍ରିୟା ଆରମ୍ଭ : ୭ଟି ଖଣି ପାଇଁ ଟେଣ୍ଡର ଆହ୍ୱାନ

ଚଳିତ ଆଥିର୍କ ବର୍ଷରେ ୪୦ଟି ଖଣି ନିଲାମ କରିବା ପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସେଥିମଧ୍ୟରୁ ୭ଟି ଖଣି ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ୭ଟି ଖଣିର ଟେଣ୍ଡର ଅନ‌୍‍ଲାଇନ‌୍‍ ମାଧ୍ୟମରେ ସରକାର ଆହ୍ୱାନ … Read More

ଆଇଆଇଟି ପାଠ ପ୍ରତି ଛାତ୍ରଙ୍କ ମୋହଭଙ୍ଗ

୨୪୬୧ଜଣ ଛାତ୍ର ଆଇଆଇଟି ଛାତ୍ର ଅଧାରୁ ପାଠ ଛାଡ଼ିଲେ ଭବନେଶ୍ୱରରୁ ୩୯ଜଣ ଆଇଆଇଟିରେ ଇଞ୍ଜିନିୟରିଂ ପାଠ ପଢ଼ିବାକୁ ପ୍ରତ୍ୟେକ ଛାତ୍ରର ମନରେ ସ୍ୱପ୍ନ ଥାଏ। କିନ୍ତୁ ଏବେ ଏହି ଆଇଆଇଟି ପାଠପଢ଼ା ପ୍ରତି ଛାତ୍ରଛାତ୍ରୀମାନଙ୍କର ମୋହଭଙ୍ଗ ହେବାରେ ଲାଗିଛି। ଫଳରେ ଗତ … Read More

ଏବେ ତ୍ରିରଙ୍ଗାରୁ ଫୁଟିବ ଫୁଲ ଓ କ୍ୟାଲେଣ୍ଡରରୁ ଫଳିବ ପରିବା

ଅଗଷ୍ଟ ୧୫ରେ ପ୍ରତିବର୍ଷ ସ୍ୱାଧିନତା ଦିବସରେ ସ୍କୁଲ ପିଲା, ଗାଡ଼ି କିମ୍ୱା ଅଟୋରେ ପ୍ଲାଷ୍ଟିକରେ ନିର୍ମିତ ତ୍ରିରଙ୍ଗା ପତାକା ଲାଗିଥିବା ଦେଖିବାକୁ ମିଳିଥାଏ। ଅଗଷ୍ଟ ୧୫ ପରଦିନ ଏହି ସବୁ ରାସ୍ତାରେ ପଡ଼ିଥିବା ସହିତ ପରିବେଶକୁ ନଷ୍ଟ କରିଥାଏ। ପରିବେଶକୁ ସୁରକ୍ଷା … Read More

ଟ୍ରିପଲ୍‌ ତଲାକ୍‌-ଏକ ଫୌଜଦାରୀ ଅପରାଧ: ଆବଶ୍ୟକ ବିଧେୟକକୁ ସଂସଦର ଅନୁମୋଦନ

ଏଣିକି ତଲାକ୍‌, ତଲାକ୍‌ ତଲାକ୍‌ ବୋଲି କହି ତତ୍‌କ୍ଷଣାତ୍‌ କୌଣସି ପୁରୁଷ ନିଜର ବିବାହିତ ପତ୍ନୀଠାରୁ ଅଲଗା ହୋଇପାରିବ ନାହିଁ। ଏହା ଏକ ଫୌଜଦାରୀ ଅପରାଧ ଭାବେ ବିବେଚନା ହେବ। ଯାହାଫଳରେ ସମ୍ପୃକ୍ତ ‘ସ୍ଵାମୀ’କୁ ଜେଲ୍‌ ଦଣ୍ଡ ବି ହୋଇପାରେ। ଏହିଭଳି … Read More

ଦଳବଦଳ ଇତିହାସ : ୧୯୬୭ରୁ କଂଗ୍ରେସ ଦ୍ୱାରା ଆରମ୍ଭ

ଏବେ ଦେଶର ରାଜନୀତିରେ ଗୋଟିଏ ବଡ଼ ଋତୁ ଆରମ୍ଭ ହୋଇଛି; ତାହା ହେଲା ରାଜନୈତିକ ନେତା, ସାଂସଦ, ବିଧାୟକମାନଙ୍କର ଦଳବଦଳ ଋତୁ। ନିକଟରେ ଗୋଆ, କର୍ଣ୍ଣାଟକ, ଅରୁଣାଞ୍ଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସାଂସଦ ଓ ବିଧାୟକମାନେ କ୍ଷମତା ଲାଳସା … Read More

ଶାସ୍ତ୍ରରେ ହଜିଗଲା ଶାସ୍ତ୍ରୀୟ ମାନ୍ୟତା: ପରିହାସ କରୁଛନ୍ତି ସରକାର

ଭୁବନେଶ୍ୱର, (ଓଟି): ମାର୍ଚ୍ଚ୧୧, ୨୦୧୫ । ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ଏହିଦିନ ଓଡ଼ିଆ ଭାଷା ସାହିତ୍ୟର ଔଜ୍ଜଲ୍ୟମୟ ଅତୀତକୁ ସାରା ଭାରତବର୍ଷ ସ୍ୱୀକାର କଲା । ଭାରତର ଗେଜେଟ୍‍ରେ ଲିପିବଦ୍ଧ ହେଲା ଯେ … Read More