ମୋଟର ଯାନ ଆଇନ: ତିନିମାସର ମହଲତ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର, (ଓଟି): ଜନସାଧାରଣଙ୍କୁ ତିନିମାସର ମହଲତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁ ଗାଡ଼ି ଚାଳକଙ୍କ ପାଖରେ ଆବଶ୍ୟକ କାଗଜପତ୍ର ନାହିଁ ସେମାନେ ସମୟରେ କାଗଜପତ୍ର ପ୍ରସ୍ତୁତ କରିନେବାକୁ ସୁଯୋଗ ଦିଆଯାଇଛି। ଏହି ସମୟ ଭିତରେ ରୂପାୟନ ଏଜେନ୍ସୀମାନଙ୍କୁ ଅତି ଉତ୍ସାହିତ … Read More











