ପୁରୀ ବିକାଶ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର, (ଓଟି): ପୁରୀକୁ ବିଶ୍ଵ ଐତିହ୍ୟ ସହରରେ ରୂପାନ୍ତର କରିବାର ସ୍ଵପ୍ନକୁ ସାକାର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହିତିନୋଟି ପ୍ରକଳ୍ପ ଭିତରେ ରହିଛି ଭଙ୍ଗାଯାଇଥିବା ରଘୁନନନ୍ଦନ ଲାଇବ୍ରେରୀର ପୁନଃ ନିର୍ମାଣ। ଏହି … Read More

ଜିଓ ଫାଇବର ସେବା ଆରମ୍ଭ

ଭୁବନେଶ୍ୱର, (ଓଟି): ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ଫାଇବର ଟୁ ହୋମ ସେବା ଜିଓ ଫାଇବରର ଶୁଭାରମ୍ଭ ଘୋଷଣା କରାଯାଇଛି । ସମଗ୍ର ଦେଶର ୧୬୦୦ ସହରରେ ଏହି ସେବା ଉପଲବ୍ଧ ହୋଇଛି। ଏହି ସେବା ଦ୍ଵାରା ୧୦୦ … Read More

ମଠ ଭଙ୍ଗା ପ୍ରସଙ୍ଗ: ବେଆଇନ ବୋଲି ଦର୍ଶାଇଲେ ପୁରୀ ସୁରକ୍ଷା ମଞ୍ଚ

ଭୁବନେଶ୍ଵର, (ଓଟି): ପୁରୀରେ ଚାଲିଥିବା ସୌନ୍ଦର୍ଯ୍ୟକରଣ ତଥା ଶ୍ରୀମନ୍ଦିରକୁ ସୁରକ୍ଷିତ କରିବା ଅଭିଯାନକୁ ବିରୋଧ କରି ଗଢ଼ା ଯାଇଛଇ ପୁରୀ ସୁରକ୍ଷା ମଞ୍ଚ। ପ୍ରଶାସନର ଏହି କାର୍ଯ୍ୟକୁ ବେଆଇନ ବୋଲି କହିବା ସହ ପ୍ରସ୍ତାବକୁ ପ୍ରଥମେ ସରକାର ସର୍ବସାଧାରଣଙ୍କ ଆଲୋଚନା ପାଇଁ … Read More

ସପ୍ତମ ବେତନ କମିଶନଙ୍କ ସୁପାରିସି ଲାଗୁ: ବିଶ୍ଵବିଦ୍ୟାଳୟ ଶିକ୍ଷକଙ୍କ ଦରମା ବୃଦ୍ଧି

ଭୁବନେଶ୍ଵର: ବିଶ୍ଵବିଦ୍ୟାଳୟ ଶିକ୍ଷକଙ୍କ ଲାଗି ସରକାର ସପ୍ତମ ବେତନ କମିଶନଙ୍କ ସୁପାରିସି ଲାଗୁ କରିଛନ୍ତି। ଏହାଫଳରେ ଦେଶବ୍ୟାପୀ ବିଭିନ୍ନ ବିଶ୍ଵବିଦ୍ୟାଳୟରେ କାର୍ଯ୍ୟ କରୁଥିବା ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଆସୋସିଏଟ୍‌ ପ୍ରଫେସରଙ୍କ ଦରମା ବୃଦ୍ଧି ପାଇଛି। ବିଶ୍ଵବିଦ୍ୟାଳୟ ଶିକ୍ଷକ ମହାସଂଘର ଦୀର୍ଘଦିନର … Read More

ସେଲିବ୍ରିଟିଙ୍କ ଗହଣରେ ଗଣେଶ ଚତୁର୍ଥୀ ପାଳିଲେ ଅମ୍ବାନୀ ପରିବାର

ଭୁବନେଶ୍ଵର, (ଓଟି): ମୁମ୍ବାଇଠାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପରିବାର ବେଶ୍‌ ଜାକଜମକରେ ଗଣେଶ ପୂଜା ପାଳନ କରିଛନ୍ତି। ତାଙ୍କ ବାସଭବନ ଆଣତଟିଲିଆଠାରେ ଏହି ଉତ୍ସବ ପାଳନ ପାଇଁ ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା। ଫିଲ୍ମ ଓ ଖେଳ ସୁପରଷ୍ଟାରମାନେ ଏହି ଅବସାରରେ ଯୋଗ … Read More

ଆଧାର କାର୍ଡ଼ ନଦେଲେ ମଦ ପିଇବା ମନା

ଭୁବନେଶ୍ୱର, (ଓଟି): ମଦୁଆମାନଙ୍କ ପାଇଁ ବଡ଼ ଖରାପ ଖବର। ଏଣିକି ଯେଉଁମାନେ ମଦ କିଣିବେ ସେମାନେ ନିଜର ପରିଚୟ ପତ୍ର ଆଧାର କାର୍ଡ଼ ଓ ମୋବାଇଲ ନମ୍ୱର ଦୋକାନୀକୁ ଦେବାକୁ ପଡ଼ିବ। ଏଭଳି ଏକ ନିୟମ କେନ୍ଦ୍ର ସରକାର କରିବାକୁ ଯାଉଛନ୍ତି। … Read More

ପୁରୀ ପାଇଁ କ୍ଷତିପୂରଣ ପ୍ୟାକେଜ୍‌: ଘର ପାଇଁ ଏକକାଳୀନ ୩୦ ଲକ୍ଷ

ଭୁବନେଶ୍ଵର, (ଓଟି): ପୁରୀରେ ପ୍ରସ୍ତାବିତ ସୁରକ୍ଷା ଜୋନ୍‌ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ଵତନ୍ତ୍ର ପୁନର୍ବାସ ଓ ପୁନଃଥଇଥାନ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଅନୁସାରେ ଗୋଟିଏ ପରିବାରକୁ ଏକକାଳୀନ ୩୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ … Read More

ପୁରୀରେ ଚାଲିଛି ‘କଳାପାହାଡ଼’ ଆତଙ୍କ: ବିଶର ମହାନ୍ତିଙ୍କୁ ଖୋଜ

ଭଙ୍ଗା ଚାଲିଛି ପୁରୀର ପ୍ରାଚୀନ କିର୍ତ୍ତିରାଜୀସବୁ। କେଉଁଠି ତାହା ୫୦୦ ବର୍ଷ ପୁରୁଣା ତ କେଉଁଠି ୮୦୦ ବର୍ଷ। କେଉଁଠି ଶ୍ରୀମନ୍ଦିରର ନିରାପତ୍ତାକୁ ଆଡ଼କରି ଏହି କିର୍ତ୍ତିରାଜୀ ଭାଙ୍ଗିବାକୁ ଯଥାର୍ଥ ବୋଲି କୁହାଯାଇଛି ତ କେଉଁଠି କୋଠାଗୁଡ଼ିକ ଅସୁରକ୍ଷିତ ବୋଲି କହି … Read More

ଦୁର୍ନୀତି ଅଭିଯୋଗରେ ୬ କର୍ମଚାରୀ ବହିଷ୍କୃତ

 ଭୁବନେଶ୍ଵର, (ଓଟି):  ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ୬ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର ଆଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ୪ ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି। କିଛିଦିନ … Read More

ପ୍ରମୋଦ ଭଗତଙ୍କୁ ୩୦ ଲକ୍ଷ ୯୫ ହଜାର

ଭୁବନେଶ୍ଵର, (ଓଟି): ବିଡବ୍ଲୁ ଏଫ୍‌ ପାରା ବ୍ୟାଡ୍‌ ମିଣ୍ଟନ ଚମ୍ପିୟାନଶିପ୍‌ରେ ସ୍ଵଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ତାଙ୍କୁ ଯୁବ ସଭାଜର ଆଦର୍ଶ ବୋଲି ବଣ୍ଣନା କରିବା ସହ ତାଙ୍କୁ ୩୦ ଲକ୍ଷ … Read More