ଆଶୀର୍ବାଦ ବେହେରା ଗିରଫ
ଭୁବନେଶ୍ଵର, (ଓଟି): ତତ୍ତ୍ଵ ଚିଟ୍ଫଣ୍ଡ ମାମଲାରେ ଗିରଫ ହୋଇଛନ୍ତି ଓଡ଼ିଶା କ୍ରିକେଟ୍ ଏକାଡେମୀର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଓଡ଼ିଶା ପଅିମିୟର ଲିଗ୍ ଆୟୋଜନ ସମୟରେ ଅର୍ଥତତ୍ତ୍ଵ ଗ୍ରୁପ୍ରୁ ସେ ବେଆଇନ ଅର୍ଥ ଆଣିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ … Read More











