କେନ୍ଦ୍ରାପଡ଼ାରେ ବାଂଲାଦେଶୀ ଭୟ: ଲାଗୁ ହେବ ଏନ୍ଆର୍ସି
ଭୁବନେଶ୍ଵର, (ଓଟି): ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଏକଦା ଭୋଟ୍ ବ୍ୟାଙ୍କ୍ ସାଜିଥିବା ସନ୍ଦିଗ୍ଧ ବାଂଲାଦେଶୀ ସମ୍ପ୍ରଦାୟଙ୍କ ଲାଗି ଅଡ଼ୁଆ ବଢ଼ିଛି। ଆସାମ ଢାଞ୍ଚାରେ ଏଠାରେ ଜାତୀୟ ନାଗରିକ ସଂହିତା ( ଏନ୍ଆର୍ସି) ପ୍ରଚଳନ କରାଯିବା ପାଇଁ ଗୃହ ମନ୍ତ୍ରଣାଳୟ ଭାରତର ରେଜିଷ୍ଟାର୍ … Read More











