ଗୁରୁବାରଠୁ କମିଯିବ ଷ୍ଟେଟ୍‌ବ୍ୟାଙ୍କ୍‌ରେ ସୁଧହାର, ଜାଣନ୍ତୁ କାହା ପାଇଁ ସୁଧ କେତେ ହେବ

ଭୁବନେଶ୍ଵର, (ଓଟି): ଗୁରୁବାରଠାରୁ ଷ୍ଟେଟ୍‌ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସୁଧହାର କମ୍‌ କରାଯିବ। ଏନେଇ ବ୍ୟାଙ୍କ୍‌ ବୁଧବାରଦିନ ଘୋଷଣା କରିଛନ୍ତି। ସେଉଁ ଋଣ ତଥା ସଞ୍ଚୟ ରେପୋ ଲିଙ୍କ୍‌ ନୁହେଁ ସେଗୁଡ଼ିକ ପାଇଁ ଏହା ଲାଗୁ ହେବ। ବ୍ୟାଙ୍କ ମାର୍ଜିନାଲ୍‌ କଷ୍ଟ ଅଫ୍‌ … Read More

୧୧ରେ ଜି- ଜୀନ୍‌ପିଙ୍ଗ୍‌ଙ୍କ ଅନୌପଚାରିକ ଭାରତ ଗସ୍ତ: କୂଟନୀତିକ ଆଲୋଚନା ସମ୍ଭାବନା

ଭୁବନେଶ୍ଵର, (ଓଟି): ଆସନ୍ତା ୧୧ ତାରିଖରେ ଚୀନ୍ ରାଷ୍ଟ୍ରପତି ଜି-ଜିନ୍‌ପିଙ୍ଗ୍‌ ଭାରତଗସ୍ତ କରିବେ। ଏହା ଏକ ଅନୌପଚାରିକ ଗସ୍ତ ରହିବ। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହା … Read More

ଚାଷୀଙ୍କୁ ଦେବାକୁ ପଡ଼ିବନି ଆଧାର

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗ ଲାଭ ପାଇଁ ଚାଷୀଙ୍କୁ ଆଧାର ପ୍ରଦାନ କରିବା ବାଧ୍ୟତାମୂଳକ ହେବ ନାହିଁ। ନଭେମ୍ବର-୩୦ ତାରିଖ ଯାଏ ଏହି ନିୟମକୁ ପାଳନ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ ପ୍ରକାଶ ଜାବଡ଼େକର … Read More

ଦୀପାବଳୀ ଉପହାର ଦେଲେ କେନ୍ଦ୍ର ସରକାର: ମହଙ୍ଗା ଭତ୍ତାରେ ୫% ବୃଦ୍ଧି

ଭୁବନେଶ୍ଵର, (ଓଟି): କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଖୁସି ଖବର। ସେମାନେ ପାଉଥିବା ଦରମା ତଥା ପେନ୍‌ସନ୍‌ ଜୁଲାଇ-୨୦୧୯ରୁ ବୃଦ୍ଧି ପାଇବ। ଏନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ଵାରା ପ୍ରାୟ ୫୦ ଲକ୍ଷ କାର୍ଯ୍ୟରତ କର୍ମଚାରୀ ଓ … Read More

ଚିତ୍ର ଭିତରୁ ପସନ୍ଦ କେଉଁଟି କହିବା କଷ୍ଟକର: ନନ୍ଦିତା ଦାସ

ମୁମ୍ବାଇ ସ୍ଥିତ ଏସିଆନ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଏକ ନୂଆ ଜନ୍ମ ପାଇଛନ୍ତି ସୁରୀଲ୍‌ ଦେଶାଇ। ଦୁଇବର୍ଷ ତଳେ ଏହି ହସ୍‌ପିଟାଲ୍‌ରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ଯାହାପରଠୁ ସେ ହଠାତ୍‌ ସୃଜନଶୀଳ ହୋଇ ଉଠିଲେ। ମନର ଭାବନାକୁ ଚିତ୍ର ମାଧ୍ୟମରେ ସଜାଇବା … Read More

‘ମୁଁ ନବୀନ ପଟ୍ଟନାୟକ କହୁଛି’- ଆରମ୍ଭ ହେଲା ‘ମୋ ସରକାର’ ଅଭିଯାନ

ଭୁବନେଶ୍ଵର, (ଓଟି): ‘ମୁଁ ନବୀନ ପଟ୍ଟନାୟକ କହୁଛି।’ ଚମକିବା ଦରକାର ନାହିଁ, ଆପଣଙ୍କ ଫୋନ୍‌କୁ ବି ଏମିତି କଲ୍‌ କେତେବେଳେ ଆସିପାରେ। ପୁଣି ଏହାକୁ ସ୍ପାମ୍‌ ଭାବି କେବେ ଏଡ଼ାଇବାର ଆବଶ୍ୟକ ନାହିଁ। କାରଣ ଏହା କୌଣସି ନିର୍ବାଚନ ପ୍ରଚାର ଉଦ୍ଦେଶ୍ୟ … Read More

ରେଳ କର୍ମଚାରୀ ବ୍ୟବହାର କରିବେନି ଥରେ ବ୍ୟବହାର ହେଲାଭଳି ପ୍ଲାଷ୍ଟିକ୍‌

ଭୁବନେଶ୍ଵର, (ଓଟି): ପୂର୍ବତଟ ରେଳପଥର କର୍ମଚାରୀମାନେ ଏକ ଅଭିନବ ଶପଥପାଠ କରିଛନ୍ତି। ସେମାନେ କିମ୍ବା ତାଙ୍କ ପରିବାରର ଲୋକେ ଏଣିକି ଥରେ ବ୍ୟବହାର ହେବାଭଳି ପ୍ଲାଷ୍ଟିକ୍‌ ବର୍ଜନ କରିବେ। ଖାଲି ସେତିକି ନୁହେଁ ପାଖ ଆଖର ଲୋକଙ୍କୁ ଏଥିଲାଗି ପ୍ରବର୍ତ୍ତାଇବେ। ମହାତ୍ମା … Read More

ପୁରୀରେ ନୂଆ ଦୃଶ୍ୟ: ସିଂହଦ୍ଵାର ସମ୍ମୁଖରେ ସଂକୀର୍ତ୍ତନ ପାଇଁ ଜାଗା ପାଇଲେ ଶ୍ରଦ୍ଧାଳୁ

ପୁରୀ, (ଓଟି): ପୁରୀ ସଂସ୍କାର ଯୋଜନା ରୂପାୟନ ପରେ ଏକ ନୂଆ ଦୃଶ୍ୟ ସାମତନାକୁ ଆସିଛି। କିଛିଦିନ ପୂର୍ବେ ବିପଦଶଙ୍କୁଳ ବୋଲି ଦର୍ଶାଇ ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଥିବା ସ୍ଥାନରେ ଭକ୍ତଙ୍କ ସମାଗମ ହୋଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଯେଉଁ … Read More

ସମାଜ ସେବା ପାଇଁ ବିଜେଡି ଆରମ୍ଭ କରିବ ନୂଆ ଛାମୁଆ ସଂଗଠନ

ଭୁବନେଶ୍ଵର, (ଓଟି): ସେବା ଓ ସଂଗ୍ରାମର ପ୍ରତୀକ ମହାତ୍ମା ଗାନ୍ଧୀଙ୍କ ତ୍ୟାଗକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ଆରମ୍ଭ କରିବାକୁ ଯାଉଛି ଏହାର ନୂତନ ଛାମୁଆ ସଂଗଠନ। ଏହି ସଂଗଠନ ସାମାଜିକ ସେବା ଯୋଗାଇବାରେ ମନୋନିବେଶ କରିବ। ସମାଜ ସେବାକୁ … Read More

ଡ୍ୟାନ୍ସବାର୍‌କୁ ଅଡ଼ୁଆ: ଅଗ୍ନି ନିରାପତ୍ତା ନଥିଲେ ଅନୁମତି ନାହିଁ

ଭୁବନେଶ୍ଵର, (ଓଟି):  କିଛିଦିନ ପୂର୍ବରୁ ରାଜଧାନୀରେ ଡ୍ୟାନ୍ସବାର୍‌ ଖୋଲିବା ଲାଗି ସରକାରଙ୍କ ଅବକାରୀ ବିଭାଗ ଦ୍ଵାର ଉନ୍ମୁକ୍ତ କରିଥିବାବେଳେ ପୁଣି ଏକ ଅଡ଼ୁଆ ସାମ୍ନାକୁ ଆସିଛି। ପୁଲିସ ବିଭାଗ ପକ୍ଷରୁ ଏହି ଅଡ଼ୁଆ ଆସିଛି ।  ପୁଲିସ ଡିଜି ବିଜୟ କୁମାର … Read More