ଅଯୋଧ୍ୟା ରାୟ: ପୁଣି ସମୀକ୍ଷା ଆବେଦନ ସପକ୍ଷରେ ନାହାନ୍ତି ଜମା ମସ୍ଜିଦ୍ ସାହି ଇମାମ୍
ନୂଆଦିଲ୍ଲୀ: ଦିଲ୍ଲୀ ଜମା ମସ୍ଜିଦ୍ର ସାହି ଇମାମ୍ ସୟଦ ଅହମ୍ମଦ ବୁଖାରୀ ଅଯୋଧ୍ୟା ରାୟକୁ ସ୍ଵାଗତ କରିଛନ୍ତି। ଏହା ବିପକ୍ଷରେ ଆଉଥରେ ସମୀକ୍ଷା ପାଇଁ ଆବେଦନ କରିବାକୁ ସେ ରାଜି ହୋଇ ନାହାନ୍ତି। ସେ କହିଛନ୍ତି, ପୂର୍ବରୁ ଆମେ ନିଷ୍ପତ୍ତି କରିଥିଲୁ … Read More











