ଉପକୂଳରେ ‘ବୁଲ୍‌ ବୁଲ୍‌’: ୨୪ଘଣ୍ଟା ଝଡ଼ ତୋଫାନ ଓ ବର୍ଷା, ସତର୍କ ରହନ୍ତୁ

ଭୁବନେଶ୍ଵର, (ଓଟି): ଶୁକବାର ମଧ୍ୟରାତ୍ରୀରୁ ଶନିବାର ମଧ୍ୟରାତ୍ରୀ ଯାଏ ଉପକୂଳ ଓଡ଼ିଶାର ୯ଟି ଜିଲ୍ଲା ପାଇଁ ବିପଦ ରହିଛି। କାରଣ ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ର ପ୍ରଭାବରେ ଏହି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପ୍ରବଳ ଝଡ଼ ବୋହିବା ଆଶଙ୍କା … Read More

ବାଂଲାଦେଶ ମୁହାଁ ବାତ୍ୟା, ଓଡ଼ିଶାରେ ବର୍ଷା, ପବନ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଗତି କରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ବାଂଲାଦେଶ ଯିବ। ସେହିଠାରେ ୧୦ ତାରିଖରୁ ୧୧ ତାରିଖ ଭିତରେ ଅବପାତ ହେବ। ଓଡ଼ିଶା ଉପକୂଳ ଛୁଇଁବା ଆଶଙ୍କା ନଥିବାରୁ … Read More

ସକାଳୁ ସକାଳୁ ଏସ୍‌ସିବି ମନ୍ଥନ: ସନ୍ଧ୍ୟାବେଳେ ହୋଇପାରେ ବଡ଼ ଘୋଷଣା

ଭୁବନେଶ୍ଵର, (ଓଟି): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ରେ ରୋଗୀ କଲ୍ୟାଣ ସମ୍ପର୍କିତ ଆବଶ୍ୟକ ବାବଦରେ ମନ୍ଥନ କରିଛନ୍ତି ୫-ଟି ସଚିବ ଭିକେ ପାଣ୍ଡ୍ୟାନ୍‌। ବୁଧବାର ସକାଳୁ ଏଥିଲାଗି ସେ ଅନ୍ୟ ଅଧିକାରୀ ଓ  ପୁଲିସ ପଦାଧିକାରୀଙ୍କ ସଙ୍ଗେ … Read More

ସୁନିତା ବର୍ମା ଭାରତ ସଫ୍ଟବେସ୍‌ ବଲ କୋଚ୍ ନିଯୁକ୍ତ

ଭୁବନେଶ୍ୱର, (ଓଟି) : ପୂର୍ବତନ ଖ୍ୟାତି ସମ୍ପନ୍ନ ସଫ୍ଟବଲ୍ ଖେଳାଳି ସୁନିତା ବର୍ମା ଭାରତ-ନେପାଳ ସଫ୍ଟବେସ୍ବଲ୍ ମ୍ୟାଚ ସିରିଜ୍-୨୦୧୯ ନିମନ୍ତେ ଭାରତୀୟ ମହିଳା ଟିମ୍ର କୋଚ୍ ଭାବେ ନିଯୁକ୍ତ ହୋଇଛନ୍ତି । ସେ ନଭେମ୍ବର ୬ ତାରିଖରୁ ସିରିଜ୍ରେ ଭାଗ ନେବା … Read More

ନବୀକରଣ ହେଲା ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର

ଭୁବନେଶ୍ୱର, (ଓଟି): ନୂଆ ଇଣ୍ଟରିୟର ଏବଂ ଷ୍ଟାଇଲ୍‌ରେ ଝଲସିଛି ଭୁବନେଶ୍ଵରର ହୋଟେଲ୍‌ ଜିଞ୍ଜର। ଏହା ସମସାମୟିକ ଏବଂ ଷ୍ଟାଇଲିଶ୍‌ ଲୁକ୍‌ ବୋଲି ଜତଞ୍ଜର ପକ୍ଷରୁ କୁହାଯାଇଛି। ଜିଞ୍ଜରର  ପରିଚାଳନା ନିର୍ଦେଶକ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ  ଦୀପିକା ରାଓ କହିଛନ୍ତି ଯେ, “ଭୁବନେଶ୍ୱରେ … Read More

“ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’-୨୦୧୯ରେ ଗେହ୍ଲୀ ସହ ଫଟୋ ଉଠାଇବେ ମା’

ଶିଶୁର ଲାଳନପାଳନରେ ଉଭୟ ପିତା ଓ ମାତାଙ୍କ ଭୂମିକାକୁ ସମ୍ମାନ ପ୍ରଦର୍ଶନ କରି “ପ୍ରାଉଡ୍ ଫାଦର୍ସ ଫର ଡଟର୍ସ’ର ୨୦୧୯ ଅଭିଯାନରେ ପ୍ରଥମ ଥର ପାଇଁ ଝିଅ ସହିତ ମା’ଙ୍କ ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରାଯାଇଛି । ୨୦୧୪ ମସିହାରୁ … Read More

ରଥଯାତ୍ରା ପୂର୍ବରୁ ବଳଦେବଜୀଙ୍କ ମନ୍ଦିରର ନବକଳେବର: ମୁଖ୍ୟମନ୍ତ୍ରୀ ଦେଲେ ୮.୫ କୋଟି

ଭୁବନେଶ୍ଵର, (ଓଟି): କଥା ରଖିଲେ ମୁଖ୍ୟମନ୍ତ୍ରୀ। ଅର୍ଥାତ୍‌ କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ତଥା ତୁଳସୀକ୍ଷେତ୍ରର ବିକାଶ ପାଇଁ ସରକାର ପ୍ରତିଶୃତି ମୁତାବକ ଅର୍ଥ ମଞ୍ଜର କରିଛନ୍ତି।  ବିଗତ ସ୍ନାନପୂଣ୍ଣମୀରେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିର ପରିଦର୍ଶନରେ ଆସି ମନ୍ଦିରର ବିକାଶ ଓ ଆଲୋକୀକରଣ … Read More

ସରକାରଙ୍କ ବାତ୍ୟା ମୁକାବିଲା ଚିନ୍ତା: ସବୁ ଜିଲ୍ଲାପାଳଙ୍କୁ ସତର୍କ ନିର୍ଦେଶ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ହୋଇଛନ୍ତି। ସ୍ଵତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା  କହିଛନ୍ତି, ‘ଏବେଠୁ … Read More

ଓଡ଼ିଶାରେ ବଢ଼ୁଛି ଦୁଷ୍କର୍ମ, ଯୌତୁକ ପାଇଁ ହତ୍ୟା

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ମହିଳାଙ୍କ ବିରୋଧରେ ହିଂସା ଓ ଅପରାଧ ବଢ଼ିବାରେ ଲାଗିଛି। ବିଶେଷକରି ମହିଳାଙ୍କ ଉପରେ ବଳାତ୍କାର ଅପରାଧ ଦିନକୁ ଦିନ ବଢ଼ୁଛି। ୨୦୧୭ ଜାତୀୟ ଅପରାଧ ନଥି ଆଧାରାରେ ପ୍ରକାଶିତ ରିପୋଟ;ରୁ ଏହା ସ୍ପଷ୍ଟ ହେଉଛି।  ଏଥିରୁ ଜଣାପଡ଼ିଛି … Read More

୧୨ ଘଣ୍ଟାରେ ଡିପ୍ରେସନ୍‌, ୪୮ ଘଣ୍ଟାରେ ବାତ୍ୟା, ୯ରୁ ପ୍ରବଳ ବର୍ଷା ଓ ଝଡ଼ତୋଫାନ

ଭୁବନେଶ୍ଵର, (ଓଟି): ଆଣ୍ଡାମାନ୍‌ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କ୍ରମଶଃ ଉଗ୍ରରୂପ ନେବାରେ ଲାଗିଛି।  ଏହି ଝଡ଼ ଏବେ ଏକ ଲଘୁଚାପରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ଏହି ଲଘୁଚାପର କେନ୍ଦ୍ରବିନ୍ଦୁ ବଙ୍ଗୋପସାଗରେ ଅଧିକ ଘନୀଭୂତ ହୋଇ … Read More