ଲତା ମଞ୍ଜେସକରଙ୍କ ମୃତ୍ୟୁ ଖବରକୁ ଝିଆରିଙ୍କ ଖଣ୍ଡନ: କହିଲେ ଗୁଜବ ପ୍ରଚାର ହେଉଛି

ଭୁବନେଶ୍ୱର, (ଓଟି): ଭାରତର କୋକିଳ କଣ୍ଠ ଭାବେ ପରିଚିତ ଲତା ମଞ୍ଜେସ୍‍କର ହସ୍‍ପିଟାଲ୍‍ରେ ସୁସ୍ଥ ଅଛନ୍ତି । ତାଙ୍କର ମୃତ୍ୟୁ ଖବର ନେଇ ଯେଉଁ ପ୍ରଚାର ଚାଲିଛି ସେସବୁ ଗୁଜବ ବୋଲି କହିଛନ୍ତି ଲତାଙ୍କ ଝିଆରି ରଚନା । ସେ କହିଛନ୍ତି … Read More

ଜେଲ୍‍ ପରିବେଶ ହେତୁ ୭୮୭ ପାଗଳ! ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି କଲେ ଆଇନଜୀବୀ

ଭୁବନେଶ୍ୱର, (ଓଟି): ଓଡ଼ିଶାର ଜେଲ୍‍ ପରିବେଶ ଦୁର୍ବିସହ । ଏହି ପରିବେଶ ବନ୍ଦୀମାନଙ୍କୁ ପାଗଳ ବା ମାନସିକ ରୋଗୀରେ ପରିଣତ କରାଉଛି । ଜାତୀୟ କ୍ରାଇମ୍‍ ରେକର୍ଡ ବ୍ୟୁରୋର ଏକ ତଥ୍ୟକୁ ଭିତ୍ତି କରି ଏପରି ଅଭିଯୋଗ ଆଣିଛନ୍ତି ମାନବାଧିକାର କର୍ମୀ … Read More

ଆଇସିଆଇସିଆଇ ବ୍ୟାଙ୍କ୍‍ର ମହା ଲୋନ୍‍ ଧମାକା: ଗାଡ଼ିଠାରୁ ଆରମ୍ଭ କରି ସୁନା ଋଣର ଅନ୍‍ ଦି ସ୍ପଟ୍‍ ଆପ୍ରୁଭାଲ୍‍

ଭୁବନେଶ୍ୱର, (ଓଟି): ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ “ମହା ଲୋନ ଧମାକା” ଅଭିଯାନ ଆରମ୍ଭ ହୋଇଛି । ଗୁଜରାଟର ବାନସକନ୍ଠା ଜିଲ୍ଲାର ଡୀସା ଠାରୁ ବ୍ୟାଙ୍କ ତରଫରୁ ପ୍ରଥମ ଶିବିର ଆୟୋଜନ କରାଯାଇ ବ୍ୟାଙ୍କ୍‍ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଏମିତି ୨୦୦୦ … Read More

ସଞ୍ଜୟ ସାହୁଙ୍କୁ ଶ୍ରେଷ୍ଠ ଲୋକସମ୍ପର୍କ ପୁରସ୍କାର

ଭୁବନେଶ୍ୱର, (ଓଟି): କର୍ପୋରେଟ ଯୋଗାଯୋଗ ଓ ଗଣମାଧ୍ୟମ ସମ୍ପର୍କ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଦ୍ୱାରା ସଞ୍ଜୟ କୁମାର ସାହୁଙ୍କୁ ବେଷ୍ଟ ପବ୍ଲିକ ରିଲେସନ ଅଫିସର ପୁରସ୍କାରରେ ସମ୍ମାନିତ କରାଯାଇଛି.  ଭୁବନେଶ୍ୱରରେ ଜାତୀୟ ପ୍ରେସ ଦିବସ … Read More

୮୧୨୬ କୋଟିର ଅତିରିକ୍ତ ବଜେଟ୍‌ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଓଡ଼ିଶା ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିଛନ୍ତି। ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଦ୍ଵାରା ଉପସ୍ଥାପନ କରାଯାଇଥିବା ବଜେଟ୍‌ର ପରିମାଣ ୮ ହଜାର ୧୨୬ କୋଟି ୩୨ ଲକ୍ଷ ଟଙ୍କା ରହିଛି। … Read More

ଅଙ୍ଗଦାନକୁ ପ୍ରୋତ୍ସାହନ: ପ୍ରତିବର୍ଷ ରାଜ୍ୟ ଦେବ ‘ସୁରଜ’ ପୁରସ୍କାର

ଭୁବନେଶ୍ଵର, (ଓଟି): ଅଙ୍ଗଦାନକୁ ପ୍ରୋତ୍ସାହନ ଦେବା ଲାଗି ରାଜ୍ୟସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ନିକଟରେ  ଏକ ରାସ୍ତା ଦୁର୍ଘଟଣାରେ ଜୀବନ ହରାଇଥିବା ସୁରଜଙ୍କ ନାମରେ ପ୍ରତିବର୍ଷ ଅଙ୍ଗଦାନକାରୀଙ୍କୁ ପୁରସ୍କାର ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ପୁରସ୍କାରର ପ୍ରକୃତ ରୂପରେଖ … Read More

୨୪ ସୁଦ୍ଧା ମିଳିବ ବୁଲ୍‌ବୁଲ୍‌ କ୍ଷତିପୂରଣ ସହାୟତା

ଭୁବନେଶ୍ଵର, (ଓଟି): ଘୋଷଣା ହୋଇଛି ବୁଲ୍‌ବୁଲ୍‌’ କ୍ଷତିପୂରଣ ପ୍ୟାକେଜ୍‌।  ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଫେରିଲା ପରେ ଅବାଶ୍ୟକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଆସନ୍ତା ୨୫ ତାରିଖ ସୁଦ୍ଧା ଏହି ସହାୟତା … Read More

ମହାରାଷ୍ଟ୍ରରେ ସରକାର: ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ, ଏନ୍‌ସିପିକୁ ଉପମୁଖ୍ୟମନ୍ତ୍ରୀ ପଦ

ଭୁବନେଶ୍ଵର, (ଓଟି): ପ୍ରଥମଥର ପାଇଁ ମହାରାଷ୍ଟ୍ରର ଦୁଇ ପ୍ରମୁଖ ବିରୋଧୀ ଦଳ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି। ଶିବସେନା ଏହାର ତିନି ଦଶନ୍ଧିର ଅଧିକ ସମୟର ବନ୍ଧୁ ବିଜେପିର ହାତ ଛାଡ଼ି ଏନ୍‌ସିପି ହାତ ଧରିବ। ଏହାଦ୍ଵାରା ମହାରାଷ୍ଟ୍ରରେ ସରକାର … Read More

ମହାରାଷ୍ଟ୍ରରେ ରାଜନୀତିକ ଛକା ପଞ୍ଝା: ଶିବସେନାକୁ ସରକାର ଗଠନ ପାଇଁ ଆମନ୍ତ୍ରଣ

ଭୁବନେଶ୍ଵର, (ଓଟି): ସରକାର ଗଠନକୁ ନେଇ ମହାରାଷ୍ଟ୍ରରେ ଅଚଳାବସ୍ଥା ଜାରି ରହିଛି। ନିର୍ବାଚନ ପୂର୍ବରୁ ମେଣ୍ଟ କରି ନିର୍ବାଚନ ଲଢ଼ିଥିବା ବିଜେପି ଓ ଶିବସେନା ମଧ୍ୟରେ ଫାଟ ସୃଷ୍ଟି ହେବା ହେତୁ ସଂଖ୍ୟା ଗରିଷ୍ଠ ଥାଇ ମଧ୍ୟ ସରକାର ଗଠନ କରିବାରେ … Read More

ଅଯୋଧ୍ୟା ରାୟ: ପୁରୀ ଶଙ୍କରାଚାର୍ଯ୍ୟଙ୍କ ସ୍ଵାଗତ

ଭୁବନେଶ୍ଵର, (ଓଟି): ଅତୀତରେ ଅଯୋଧ୍ୟା ବିବାଦ ସମ୍ପର୍କରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ପିଭି ନରସିଂହା ରାଓଙ୍କ ସହ ଆଲୋଚନା କରି ପରାମର୍ଶ ଦେଇଥିବା ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ଵତୀ ସ୍ଵାଗତ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ … Read More