ବଦଳିଲେ ଯୋଜନା ବୋର୍ଡ଼ ଅଧ୍ୟକ୍ଷ: ପ୍ରଫୁଲ୍ଲ ମଲ୍ଲିକଙ୍କୁ ବାଦ୍
ଭୁବନେଶ୍ଵର, (ଓଟି): ଜିଲ୍ଲାସ୍ତରରେ ସରକାରୀ ଉନ୍ନୟନ ପ୍ରକଳ୍ପକୁ ବ୍ୟାପକ କରିବା ତଥା ଜିଲ୍ଲା ସ୍ତରୀୟ ବିକାଶ ପାଇଁ ଆବଶ୍ୟକ ଯୋଜନା ପ୍ରସ୍ତୁତି କରି ତାହାକୁ ସରକାରଙ୍କ ଦ୍ଵାରା ତ୍ଵରାନ୍ବିତ କରିବା ଲାଗି ଗଠିତ ଯୋଜନା ବୋର୍ଡ଼ଗୁଡ଼ିକରେ ସରକାର ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି। … Read More











