ଲୋକାର୍ପଣ ହେଲା ଭଦ୍ରକ ଜିଲ୍ଲାର ୧୭ଟି ରୂପାନ୍ତରିତ ହାଇସ୍କୁଲ

ଭଦ୍ରକ, (ଓଡିଶା ଟାଇମ୍): 5 T ଉପକ୍ରମରେ ନବକଳେବରର ରୂପ ନେଉଛି ହାଇସ୍କୁଲ। ଅତ୍ୟାଧୁନିକ ଲାଇବ୍ରେରୀ, କମ୍ପ୍ୟୁଟର ଲ୍ୟାବ୍, ଶ୍ରେଣୀ ଗୃହ, ପିଇବା ପାଣି, ଶୌଚାଳୟ ଏବଂ କ୍ରୀଡା ଭିତ୍ତିଭୂମି ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲାରେ ୧୭ ଟି ହାଇସ୍କୁଲ ରୂପାନ୍ତରିତ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୧ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ … Read More

ଜେଲ୍‌ରେ ଭୟଙ୍କର ହିଂସାକାଣ୍ଡ , ୬୮ କଏଦୀ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗତ ଶୁକ୍ରବାର ରାତିରେ ଦକ୍ଷିଣ ଆମେରିକାର ଇକ୍ୟୁଏଡରର ବୃହତ୍ତମ କାରାଗାର ଲିଟୋରାଲ୍ ପେନାଲ୍ଟି କାରାଗାରରେ ପ୍ରତିଦ୍ୱନ୍ଦ୍ୱୀ ଗ୍ୟାଙ୍ଗ ମଧ୍ୟରେ ହିଂସାକାଣ୍ଡ ହୋଇଛି ।  ଏହି ହିଂସାକାଣ୍ଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ୬୮ ଜଣ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିବା … Read More

କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୨୬୨ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୭ ବୃଦ୍ଧି ପାଇଛି … Read More

ମହାରାଷ୍ଟ୍ର ପୋଲିସକୁ ବଡ଼ ସଫଳତା: ୨୬ ମାଓବାଦୀ ନିପାତ

ନାଗପୁର, (ଓଡିଶା ଟାଇମ୍): ମହାରାଷ୍ଟ୍ରର ନକ୍ସଲ ପ୍ରବଣ ଜିଲ୍ଲା ଗଡ଼ଚିରୋଲିରେ ଶନିବାର ଦିନ ପୁଲିସକୁ ବଡ଼ ସଫଳତା ମିଳିଛି । ଆଜି ସକାଳେ ଗଡ଼ଚିରୋଲି କୋଟଗୁଲ-ଗ୍ୟାରାପଟ୍ଟି ଜଙ୍ଗଲରେ ହୋଇଥିବା ବଡ଼ ଧରଣର ପୁଲିସ ଅପରେସନରେ ୨୬ ଜଣ ମାଓବାଦୀ ସଫା ହୋଇଛନ୍ତି … Read More

୨୪ ଘଣ୍ଟାରେ ବାହାରିଲେ ୨୬୨ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ଆଜିଠାରୁ ୨ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ

ପୁରୀ, (ଓଡିଶା ଟାଇମ୍): ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । କୋଭିଡ୍ ଗାଇଡଲାଇନ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ବିଶୋଧନ କରାଯାଉଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେବେ । ଆସନ୍ତାକାଲି ପଞ୍ଚୁକର ପ୍ରଥମ ଦିନ ପଢ଼ୁଥିବାରୁ ମନ୍ଦିରକୁ … Read More

ଆତଙ୍କୀ ହମଲାରୁ ବର୍ତ୍ତିଲେନି ସେନା ଅଧିକାରୀଙ୍କ ପରିବାର, ଚାଲିଗଲା ୭ ନୀରିହ ଜୀବନ

ମଣିପୁର, (ଓଡିଶା ଟାଇମ୍): ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ସେନା ଅଧିକାରୀଙ୍କ ପରିବାର ସମେତ ୭ ସହିଦ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏଭଳି ହମଲା ହୋଇଛି । ହମଲା ହୋଇଥିବା ଅଂଚଳରଟି ମିଆଁମାର ସୀମାନ୍ତକୁ ଲାଗିଥିବାରୁ ସେଠାରେ ସକ୍ରିୟ … Read More

ଆସୁଛି ବାତ୍ୟା ‘ଜୱାତ୍’: ୧୮ରେ ଉପକୂଳ ଛୁଇଁବ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସୁଛି ଆଉ ଏକ ବାତ୍ୟା । ଥାଇଲାଣ୍ଡ ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଶନିବାର ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଥାଇଲାଣ୍ଡ ସାଗର ଉପରେ ଲଘୁଚାପ ରୂପ ନେଇଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହନ ସୁଖ ଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ , ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହ ଯୋଗ ମିଳିବ । ଶୁଭ ରଙ୍ଗ ୟେଲୋ । ଶୁଭ … Read More