ନେପାଳ ମୁସ୍ତାଙ୍ଗରେ ଭୟଙ୍କର ହିମସ୍ଖଳନ, ଆହତ ୧୧ ଜଣଙ୍କ ମଧ୍ୟରେ ଅଛନ୍ତି ୭ ଛାତ୍ର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରବିବାର ଅପରାହ୍ନରେ ନେପାଳର ମୁସ୍ତାଙ୍ଗ ଜିଲ୍ଲାରେ ଭୟଙ୍କର ହିମସ୍ଖଳ । ହୁହୁ ଗର୍ଜନ କରି ପାହାଡର ଖସିଲା ବିରାଟ ବରଫ ଖଣ୍ଡ । ତେବେ ଏହି ଘଟମାରେ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । … Read More











