ସାହସ ଓ ବୁଦ୍ଧିର କରାମତି: କୁମ୍ଭୀର ସହ ଲଢ଼ି ନିଜ ଜୀବନ ବଞ୍ଚାଇଲେ ବ୍ରଜ
କେନ୍ଦ୍ରାପଡା଼, (ପ୍ରଦୀପ କୁମାର ଜେନା): ଅନ୍ଧାର ଶିତୁଆ ସନ୍ଧ୍ୟାରେ କୁମ୍ଭୀର ସଙ୍ଗେ ଏକୁଟିଆ ଲଢ଼ି ଜଣେ ବ୍ୟକ୍ତି ନିଜ ଜୀବନ ବଞ୍ଚାଇଥିବା ଖବର କେନ୍ଦ୍ରାପଡ଼ା ଜିଲ୍ଲାରେ ଚର୍ଚା ହୋଇଛି । ଘଟଣା ଘଟିଛି ଜିଲ୍ଲାର ମହାକଳପଡ଼ା ବ୍ଲକ ଦେଉଳିପଡ଼ା ଗ୍ରାମରେ । … Read More











