ନୂଆ ନାଗରିକତ୍ତ୍ଵ ଆଇନ: କେନ୍ଦ୍ରାପଡ଼ାରେ ରହିଥିବା ଅନୁପ୍ରବେଶକାରୀ ବାଙ୍ଗଲାଦେଶୀଙ୍କ ମଧ୍ୟରେ ଭାଳେଣି
କେନ୍ଦ୍ରାପଡା଼, ( ପ୍ରଦୀପ କୁମାର ଜେନା): :କେନ୍ଦ୍ର ସରକାରଙ୍କ ଦ୍ୱାରା ନୂତନ ନାଗରିକତ୍ୱ ଆଇନ ପ୍ରଣୀତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳ ଅଂଚଳରେ ବର୍ଷ ବର୍ଷ ଧରି ରହି ଆସୁଥିବା ବାଙ୍ଗଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଛି । … Read More











