ନାଗରିକତ୍ୱ ଆଇନ: ସିପିଆଇଏମ୍‍ଏଲ୍‍ର ବିକ୍ଷୋଭ; ମୋଦି,ଶାହ, ନବୀନଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର, (ଓଟି): ନୂଆ ନାଗରିକତ୍ୱ ଆଇନ ଏବଂ ନାଗରିକ ପଞ୍ଜିମା ବିରୋଧରେ ସ୍ୱର ଉତ୍ତୋଳନ କରିଛି ସିପିଆଇ ଏମ୍‍ଏଲ୍‍ । ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ଦୀ ଅମିତ ଶାହଙ୍କ … Read More

ନିର୍ଭୟା ମାମଲା: ବାଳ ଅପରାଧ ମାମଲାକୁ ଖାରଜ, ଓକିଲଙ୍କୁ ୨୫ ହଜାର ଟଙ୍କା ତଣ୍ଡ

ନୂଆଦିଲ୍ଲୀ, (ଓଟି): ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ଵପୂଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଅପରାଧୀ ପବନ କୁମାର ଗୁପ୍ତା ଘଟଣା ସମୟରେ ବାଳକ ଥିଲେ ଏବଂ ସେହି ଅନୁସାରେ ତାଙ୍କୁ ଦଣ୍ଡ … Read More

ଅଲୋଡ଼ା ନେହରୁ: ରାଜରାସ୍ତାରୁ ନେହରୁଙ୍କ ନାଁ ଲିଭାଇ ଦେଲେ ଓଡ଼ିଶା ସରକାର

ଭୁବନେଶ୍ଵର, (ଓଟି): କିଏ କହୁ ବା ନକହୁ, ଗଭୀର ସମୁଦ୍ରଗର୍ଭର ସ୍ରୋତ ଭଳି ଓଡ଼ିଶାରେ ବିଜେଡି ନେତୃତ୍ଵାଧୀନ ସରକାର ବିଜେପିର ଆଦର୍ଶରେ ଠେଲି ହୋଇ ଚାଲିଛି। ସେ ଜିଏସ୍‌ଟି ହେଉ ବା ବିମୁଦ୍ରାକରଣ ଅଥବା ପୁଣି ନାଗରିକତ୍ଵ ସଂଶୋଧନ ଆଇନ ସବୁଥିରେ … Read More

ତାଳଚେର-ବିମଳାଗଡ଼ ରେଳଲାଇନ୍‌: ସୁନାଖଣିଯାଏ ଗଡ଼ିବ ଟ୍ରେନ

ଭୁବନେଶ୍ଵର, (ଓଟି): ନିର୍ମାଣାଧୀନ ତାଳଚେର-ବିମଳାଗଡ଼ ରେଳ ଲାଇନର ତାଳଚେର-ସୁନାଖଣି ମଧ୍ୟରେ ରେଳ ଲାଇନ୍‌ କାର୍ଯ୍ୟ ଶେଷ ହୋଇଛି। ଏହା ଉପରେ ପରୀକ୍ଷାମୂଳକଭାବେ ହାଲୁକା ଟେଅନଥ ଚଳାଚଳ ଆରମ୍ଭ ହେବ । ୨୨ ତାରିଖ ଦିନ ଏହି ପରୀକ୍ଷାମୂଳକ ଟ୍ରେନ ଚଳାଚଳ ଆରମ୍ଭ … Read More

ସ୍ୱତନ୍ତ୍ର କୃଷିନୀତି ଏକ ନାମ ବଦଳ ଚିରାଚରିତ ଘୋଷଣା: କଂଗ୍ରେସ

ଭୁବନେଶ୍ୱର, (ଓଟି): ସ୍ୱତନ୍ତ୍ର କୃଷିନୀତି ହେଉଛି ରାଜ୍ୟର କୃଷକ ସମାଜକୁ ଭୁଆଁ ବୁଲାଇବା ଲାଗି ଏକ ପ୍ରୟାସ ତଥା ନିଜ ବିଫଳତାକୁ ଲୁଚାଇବାର ଅଭିପ୍ରାୟ । ବିଗତ ୨୦ ବର୍ଷ ହେଲା ରାଜ୍ୟରେ କୃଷି ଓ କୃଷକଙ୍କୁ ରାଜ୍ୟ ସରକାର ଯେଉଁଭଳି … Read More

୫୦୦ ଗାଁରେ ପ୍ରାଣୀସମ୍ପଦ ବିକାଶ ପାଇଁ ସଚେତନତା ବଢ଼ାଇଲା ଫୁଲରଟନ୍‌ ଇଣ୍ଡିଆ

ଭୁବନେଶ୍ୱର, (ଓଟି): ଦେଶର ୫୦୦ରୁ ଅଧିକ ଗାଁରେ ଏକ ସମୟରେ ଆୟୋଜନ ହୋଇଛି ପ୍ରାଣୀସମ୍ପଦ ବିକାଶ ଦିବସ । ଫୁଲର୍‍ଟନ୍‍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୬୮,୦୦୦ ପ୍ରାଣୀ ଏବଂ ୨୧,୦୦୦ରୁ ଅଧିକ ପ୍ରାଣୀ ପାଳନକାରୀ ଉପକୃତ ହୋଇଥିଲେ । … Read More

ନାଗରିକତ୍ଵ ଆଇନ: ଇତିହାସ ଲେଖକ ରାମଚନ୍ଦ୍ର ଗୁହା ଅଟକ

ଭୁବନେଶ୍ଵର, (ଓଟି): ନାଗରିକତ୍ଵ ଆଇନ ଏବଂ ଜାତୀୟ ନାଗରିକତ୍ଵ ପଞ୍ଜିକାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନକୁ ଆସୁଥିବା ସମୟରେ ପୁଲିସ ଦ୍ଵାରା ଅଟକ ହୋଇଛନ୍ତି ଇତିହାସ ଲେଖକ ରାମଚନ୍ଦ୍ର ଗୁହା। ବେଙ୍ଗାଳୁରୁ ସହରରେ ତାଙ୍କୁ ପୁଲିସ ଉଠାଇ ନେଇଥିବା ଖବର ମିଳିଛି। … Read More

ନାଗରିକତ୍ଵ ଆଇନ୍‌: ଦିଲ୍ଲୀରେ ୧୪୪ ଲାଗୁ, ୨୦ ଇଣ୍ଡିଗୋ ବିମାନ ବାତିଲ୍‌

ଭୁବନେଶ୍ଵର, (ଓଟି): ନାଗରିକତ୍ଵ ସଂଶୋଧାନ ଆଇନ୍‌ ( ସିଏଏ) ବିରୋଧରେ ସ୍ଵର ଦିନକୁ ଦିନ ସଂଗଠିତ ହେବାରେ ଲାଗିଛି। ଆଜି ରାଜଧାନୀ ନୂଆ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଧାରଣା ଓ ପ୍ରତିବାଦ ସମାବେଶ ହେତୁ ଜନଜୀବନ ବ୍ୟାହତ ହୋଇଛି। ବିଶେଷକରି ଜାତୀୟ … Read More

ସଂଖ୍ୟାଧିକ ବାଙ୍ଗଲାଦେଶୀଙ୍କ ଯୋଗୁ କେନ୍ଦ୍ରାପଡ଼ାରେ ବଢ଼ୁଛି ଅପରାଧ

କେନ୍ଦ୍ରାପଡ଼, (ଓଟି):ବାଙ୍ଗଲାଦେଶୀ ଅନୁପ୍ରବେଶକାରୀମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଅନୁପ୍ରବେଶକରି ବସବାସ କରିବା ପରେ ଜିଲ୍ଲା ବହୁ ଭାବରେ ପ୍ରଭାବିତ ହୋଇଛି । ଅନୁପ୍ରବେଶକାରୀମାନେ ଉପକୂଳରେ ଥିବା ସାମୁଦ୍ରିକ ଜଙ୍ଗଲ ସଫା କରି ଚାଷ କରିବା ସହ ଚିଙ୍ଗୁଡ଼ି ଘେରି ମଧ୍ୟ ତିଆରି କରିଛନ୍ତି … Read More

ବାଟବଣା ସ୍ୱଚ୍ଛ ଭାରତ ଅଭିଯାନ: ପାଇଖାନା ନିର୍ମାଣରେ ହେଉଛି ବ୍ୟାପକ ଦୁର୍ନୀତି

କେନ୍ଦ୍ରାପଡା଼, (ପ୍ରଦୀପ କୁମାର ଜେନା): କେନ୍ଦ୍ରାପଡ଼ା ଜିଲ୍ଲାରେ ବାଟବଣା ହୋଇଛି ସ୍ୱଚ୍ଛ ଭାରତ ଅଭିଯାନ । କେଉଁଠି ଦଲାଲମାନେ ହିତାଧିକାରୀଙ୍କୁ ପାଇଖାନା କରାଇ ଦେବା ପାଇଁ ୨ ହଜାରରୁ ୪ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି ତ କେଉଁଠି ଠିକାଦାରମାନେ ନିମ୍ନମାନର … Read More