ଗଡ଼ିବ ଦ୍ରୁତଗାମୀ ଟ୍ରେନ୍, ନିର୍ମାଣ ଚାଲିଛି ଡିଏଫ୍ସି କରିଡର
ନୂଆଦିଲ୍ଲୀ(ଓଟି): ଉଭୟ ପାସେଞ୍ଜର ଓ ମାଲବାହୀ ଦ୍ରୁତଗାମୀ ଟ୍ରେନ୍ ଚଳାଚଳ ପାଇଁ ପ୍ରାଧାନ୍ୟ ଦିଆଯାଇଛି। ଏଥିପାଇଁ ଭିତ୍ତିଭୂମିର ତ୍ୱରିତ ବିକାଶ ସହ ‘ଡେଡିକେଟେଡ୍ ଫ୍ରେଟ୍ କରିଡର୍’(ଡିଏଫ୍ସି) ସୁବିଧା ପ୍ରସ୍ତୁତ କରାଯାଉଛି। ସୂଚନା ଅନୁସାରେ ୩ ହଜାର କିମି ବିଶିଷ୍ଟ ଡିଏଫସି ନିର୍ମାଣ … Read More











