କରୋନା କ୍ରିଟିକାଲ୍: ବିମାନ ବନ୍ଦର ଦେଇ ବ୍ୟାପିଛି!
ନୂଆଦିଲ୍ଲୀ(ଓଟି): ଚୀନରୁ ବିଶ୍ଵର ଚଉଦିଗକୁ ବ୍ୟାପିବାରେ ଲାଗିଛି କରୋନା ଭାଇରସ୍। ଚୀନ୍ର ଉହାନରୁ ସୃଷ୍ଟି ହୋଇଥିବା ଏହି ମାରାତ୍ମକ କରୋନା ଭାଇରସ ପୃଥିବୀର ପ୍ରାୟ ୨୫ଟି ଦେଶକୁ ବ୍ୟାପୀ ଯାଇଥିବାବେଳେ ସବୁଠି ଭାଳେଣି ପଡ଼ିଯାଇଛି। ତେବେ ଏହାରି ମଧ୍ୟରେ ଜଣାପଡ଼ିଛି ନୂଆ … Read More











