ଆହୁରି ଚିତ୍ତାକର୍ଷକ ହେବ କୋଣାର୍କ
ଭୁବନେଶ୍ଵର(ଓଟି): ସରିଛି ବ୍ଲୁପ୍ରିଣ୍ଟ୍। ସରକାର ହୋଇସାରିଲେଣି ସଜବାଜ। ଏଥର ଆହୁରି ଆକର୍ଷଣୀୟ ଲାଗିବ ବିଶ୍ଵ ପ୍ରସିଦ୍ଧ କୋଣାର୍କ। ଚକ୍ମକ୍ ହେବ ଚଉପାସ। ଅଞ୍ଚଳର ସାମଗ୍ରିକ ବିକାଶ ଲାଗି କରାଯାଉଛି ଉଦ୍ୟମ। ଏନେଇ ମାସକ ତଳେ ହଠାତ୍ କୋଣାର୍କ ଗସ୍ତ କରିଥିଲେ ୫-ଟି … Read More











