ଘାଟିରେ ଫାଟିଲା ବସ୍‌ ଚକା

ଭଞ୍ଜନଗର(ଓଟି): ଯେତେ ସଚେତନତା କରାଗଲେ ମଧ୍ୟ କୌଣସି ନା କୌଣସି କାରଣରୁ ପ୍ରତ୍ୟେହ ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଚାଲିଛି। ବିଶେଷକରି ବସ୍‌ ଦୁର୍ଘଟଣା କମିବାର ନାଁ ଧରୁନି। ତପ୍ତପାଣି ବସ୍‌ ଦୁର୍ଘଟଣା ପରେ ପରେ ବୁର୍ଲା ବ୍ରିଜ୍‌ ନିକଟରେ ବସ୍‌ … Read More

ଅଟୋ ଏକ୍ସପୋ୨୦୨୦: ଜିଓର କନେକ୍ଟଡ଼୍‌ ଭେଇକିଲ୍‌

ଭୁବନେଶ୍ୱର: ଗ୍ରେଟର ନୋଏଡା ଠାରେ ଆୟୋଜିତ ହୋଇଥିବା ଅଟୋ ଏକ୍ସପୋ ୨୦୨୦ରେ ରିଲାଏନ୍ସ ଜିଓ ପକ୍ଷରୁ ଆଗାମୀ ପିଢ଼ିର କନେକ୍ଟେଟ ଯାନବାହନ ବ୍ୟବସ୍ଥା ପ୍ରଦର୍ଶିତ କରାଯାଇଛି । ଯାନବାହନ ଶିଳ୍ପର ସଂପ୍ରତି ପ୍ରଯୁକ୍ତି ଓ ସଂଯୋଗ (କନେକ୍ଟିଭିଟି)ର ନୂତନ ଯୁଗରେ ଦ୍ରୁତ … Read More

୧୨ ଘଣ୍ଟା ଠପ୍ ହୋଇଗଲା ପଶ୍ଚିମ ଓଡ଼ିଶା

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ପଶ୍ଚିମ ଓଡ଼ିଶାର ଓକିଲ ସଂଘ ସମୂହର ଘୋଷଣା ଅନୁଯାୟୀ ବୁଧବାର ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ଏଥିପ୍ରତି ସମ୍ବଲପୁର, ବଲାଙ୍ଗିର, ବରଗଡ଼, … Read More

ରେଳ ବଜେଟ୍‌ରେ ଓଡ଼ିଶାକୁ ୪୩୭୩ କୋଟି

ଭୁବନେଶ୍ୱର: ସଂସଦରେ ଉପସ୍ଥାପିତ ହୋଇଯାଇଛି ପୂର୍ଣ୍ଣାଙ୍ଗ ରେଳ ବଜେଟ୍ । ଏଥିରେ ଓଡ଼ିଶା ପାଇଁ ୪୩୭୩ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । ଯାହାକି ପୂର୍ବାପେକ୍ଷା କମ୍ । ୨୦୧୯-୨୦ ଅପେକ୍ଷା ପ୍ରାୟ ୧୬୨୦କୋଟି କମ୍‍ ପାଣ୍ଠି ମିଳିଛି । ଅନ୍ୟପକ୍ଷରେ … Read More

ବିକାଶ ହାର ଆକଳନ ୫.୫%

ମୁମ୍ବାଇ: ସମ୍ପ୍ରତି ଦେଶର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଆର୍ଥିକ ଅଭିବୃଦ୍ଧି ହାର ମଧ୍ୟ ନୈରାଶ୍ୟଜନକ ରହିଛି । ଇତିମଧ୍ୟରେ ଅର୍ଥନୀତି ସଜାଡ଼ିବାକୁ ନିରନ୍ତର ଉଦ୍ୟମ କରୁଥିବା ସରକାର ସାଧାରଣ ବଜେଟ୍ ଉପସ୍ଥାପନ କରିସାରିଛନ୍ତି । ଏଭଳି ସ୍ଥିତିରେ … Read More

କରୋନା: କେରଳରେ ବିପତ୍ତି, ଗଠିତ ହେଲା ଜିଏମ୍ଓ

ନୂଆଦିଲ୍ଲୀ: କେରଳରେ ୩ ଜଣ ମାରାତ୍ମକ ଭାଇରସ୍‌ କରୋନା ଆକ୍ରାନ୍ତ ହୋଇଥିବର ଚିହ୍ନଟ ହୋଇସାରିଛି। ତେବେ ଆଗକୁ ଏହା ବ୍ୟାପିବାର ଆଶଙ୍କା ଥିବାରୁ କେରଳ ସରକାର ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି। ତବେ ଲୋକଙ୍କୁ ଭୟଭୀତ ପାଇଁ ନୁହେଁ ବରଂ … Read More

କରୋନା: ଔଷଧ ପାଇଁ ଭିଡ଼

ଭୁବନେଶ୍ୱର(ଓଟି): ଅଣାୟତ୍ତ ହୋଇଛି କରୋନା। ଚୀନରୁ ଏହି ଭାଇରସ୍‌ ବିଶ୍ଵର ୨୪ ଦେଶକୁ ବ୍ୟାପିଯାଇଛି। ଭାରତର କେବଳ କେରଳରେ ୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଅନେକଙ୍କୁ ସନ୍ଦେହରେ ଡାକ୍ତରଙ୍କ କଡ଼ା ନଜରରରେ ରଖାଯାଇଛି। ଏହିକ୍ରମରେ ଓଡ଼ିଶାରେ ମଧ୍ୟ ୬ଜଣଙ୍କ ରକ୍ତ ନମୁନା … Read More

କରୋନା ଆତଙ୍କ: ଆଶ୍ଵସ୍ତ ହେଲା ଓଡ଼ିଶା

ଭୁବନେଶ୍ଵର(ଓଟି): ଆଶ୍ଵସ୍ତ ହେଲା ଓଡ଼ିଶା। ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କୁ ହୋଇନି କରୋନା। ପରୀକ୍ଷା ରିପୋର୍ଟ ନେଗେଟିଭ୍ ଥିବା ଜଣାପଡ଼ିଛି।  ଡାକ୍ତର ସିବିକେ ମହାନ୍ତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଅଦ୍ୟାବଧି ରାଜ୍ୟର ୬ ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ … Read More

ଚୀନରେ ‘ଫାୟାର୍‌ ଗଡ୍‌ ମାଉଣ୍ଟେନ୍’

ନୂଆଦିଲ୍ଲୀ(ଓଟି): କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ଭାବେ ରଖି ଚିକିତ୍ସା ସେବା ଯୋଗାଇଦେବା ଲାଗି ଚୀନ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେଉଥିବାବେଳେ   ମାତ୍ର ୧୦ ଦିନ ଭିତରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ନିର୍ମାଣ କରିଛନ୍ତି। କୌଣସି ଦେଶ ଏତେ … Read More

ଚୀନରୁ ଚଉଦିଗ: ଅଣାୟତ୍ତ ‘କରୋନା’

ଭୁବନେଶ୍ଵର(ଓଟି): ମାରାତ୍ମକ କରୋନା ଭାଇରସ୍‌ ଅତି ଭୟଙ୍କର ରୂପ ନେଉଛି। ଚୀନରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ବିଶ୍ଵର ଚାରିଆଡ଼େ ଆତଙ୍କ ଖେଳାଇ ସାରିଲାଣି। ଖାଲି ସେତିକି ନୁହେଁ ୨୪ ଘଣ୍ଟାର ବ୍ୟବଧାନ ମଧ୍ୟରେ ଏହା ୧୮% ହାରରେ ଚୀନରେ ବ୍ୟାପିବାରେ … Read More