ମହିଳାଙ୍କୁ ଡିଜିଟାଲ୍ ସାକ୍ଷର କରାଇବ ଫେସ୍ବୁକ୍
ନୂଆଦିଲ୍ଲୀ(ଓଟି): ପ୍ରମୁଖ ସୋସିଆଲ୍ ମିଡିଆ ସାଇଟ୍ ଫେସ୍ବୁକ୍ ନୂଆ ଉଦ୍ୟମ ଆରମ୍ଭ କରିଛି। ମହିଳାମାନଙ୍କ ମଧ୍ୟରେ ଡିଜିଟାଲ୍ ସାକ୍ଷରତାର ବିସ୍ତାର କରିବା ଲାଗି ଉତ୍ତରପ୍ରଦେଶରେ ୱି ଥିଙ୍କ୍ ଡିଜିଟାଲ୍ ନାମକ ଏକ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି। ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ସିଡବ୍ଲ୍ୟୁ) … Read More











