ସୁପ୍ରିମ୍କୋର୍ଟ ଖପ୍ପା: ଏ ଦେଶରେ ଆଇନ ଅଛି ନା ନାହିଁ?
ଭୁବନେଶ୍ଵର, (ଓଟି): ଟେଲିକମ୍ କମ୍ପାନୀମାନେ ସୁପ୍ରିମ୍କୋର୍ଟଙ୍କ ଆଦେଶକୁ ଅମାନ୍ୟ କରିବା ଏବଂ ବାରମ୍ବାର ଆଦେଶର ସମୀକ୍ଷା ଲାଗି ଆବେଦନ କରିବା ତଥା ସରକାରୀ ସ୍ତରରେ ଜଣେ ଅଧସ୍ତନ କର୍ମଚାରୀ ଏ ଦିଗରେ ପରୋକ୍ଷପ୍ରତିବନ୍ଧକ ସାଜିବା ଆଦି ଘଟଣା ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କୁ … Read More











