ଆସୁଛନ୍ତି ଅମିତ ଶାହ

ଭୁବନେଶ୍ୱର(ଓଟି): ପୂର୍ବରୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ପରେ ତାହା କୌଣସି କାରଣରୁ ବାତିଲ ହୋଇଯାଇଥିଲା। କିନ୍ତୁ ଆସନ୍ତା ୨୮ରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଣି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ସେ ଦୁଇଦିନିଆ … Read More

ପ୍ରଥମ ଓଡ଼ିଆ: ଅବିନାଶ ହେଲେ ମାଷ୍ଟର୍ ସେଫ୍ ଅଫ୍ ଇଣ୍ଡିଆ

ଭୁବନେଶ୍ଵର (ଓଟି): ରାଜଗାଙ୍ଗପୁର ସ୍କୁଲରୁ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଇଞ୍ଜିନିୟରିଂ କଲେଜ। ସେଇଠୁ ହାଇଦ୍ରାବାଦର ଇନଫୋସିସରେ ଜଣେ ବରିଷ୍ଠ ସିଷ୍ଟମ ଇଞ୍ଜିନିୟର। ତେବେ ସେ ଭିତରେ ନିଜ ଭିତରେ ରହିଥିବା ଅନ୍ୟ ଏକ ଦକ୍ଷତାକୁ ସେ ସଫଳତାର ସହ ପ୍ରତିପାଦନ କରିପାରିଛନ୍ତି। ଇଚ୍ଛା … Read More

‘ତୃତୀୟ’ ଶପଥ ନେଲେ କେଜ୍ରିୱାଲ

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ନିର୍ବାଚନରେ ଆପ୍‌କୁ ବହୁ ଜନାଦେଶ କ୍ରମେ ଆଜି ସରକାର ଗଠନର ଶୁଭାରମ୍ଭ ହୋଇଛି। କ୍ରମାଗତ ତୃତୀୟଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ। ରାମଲୀଲା ମୈଦାନରେ ସେ ବିଧିବଦ୍ଧ ଭାବେ ଆଜି … Read More

କୋବିଡ୍-୧୯: ଥମୁନି ଆତଙ୍କ, ୧୭ଶହ ମୃତକ

ନୂଆଦିଲ୍ଲୀ(ଓଟି): ଚୀନ୍‌ରୁ ସୃଷ୍ଟ ଭୂତାଣୁ ସାରା ବିଶ୍ଵକୁ ଆତଙ୍କିତ କରିଦେଇଛି। ୨୪ ଘଣ୍ଟାର ବ୍ୟବଧାନରେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି କୋଭିଡ-୧୯ ବା କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ପାର ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା … Read More

ଫିଲ୍ମ ଫେୟାର୍‌: ‘ଗଲି ବୟ’କୁ ୧୦ ପୁରସ୍କାର

ମୁମ୍ବାଇ (ଓଟି): ଗଲି ବୟକୁ ନେଇ ସମ୍ପ୍ରତି ସବୁଠି ଚର୍ଚ୍ଚା। ହେବା ବି ସ୍ଵାଭାବିକ। ଗଲି ବୟ ଯଦି ଗୋଟିଏକି ଦୁଇଟି ନୁହେଁ; ଏକାଥରକେ ୧୦ଟି ଶ୍ରେଷ୍ଠ ପୁରସ୍କାର ପାଇବ- କିଏ ଅବା ପ୍ରଶଂସା ନକରି ରହିପାରିବ! ହଁ, ଗଲି ବୟର … Read More

ତୁର୍କୀକୁ ଭାରତର ତ୍ୱରିତ ଚେତାବନୀ

ନୂଆଦିଲ୍ଲୀ: ତୁର୍କୀକୁ ଭାରତ ତ୍ୱରିତ ଚେତାବନୀ ଦେଇଛି । ଆମର ଆଭ୍ୟନ୍ତରୀଣ ମାମଲାରେ କେହି ହସ୍ତକ୍ଷେପ ନକରନ୍ତୁ ବୋଲି ଭାରତ ସ୍ପଷ୍ଟ କରିଛି । ଜମ୍ମୁ ଓ କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାବେଳେ ତୁର୍କୀର ରାଷ୍ଟ୍ରପତି ରେଜେପୁ ତାୟିବୁ ୟେରେଦୁଆନ୍ … Read More

ରାସ୍ତାରେ ଛିଡ଼ିପଡ଼ିଲା ହାଇ ଭୋଲ୍‌ଟେଜ୍ ତାର

ଝାରସୁଗୁଡ଼ା: ବ୍ରହ୍ମପୁର-ଗୋଳନ୍ଥରାରେ ୧୧ କେଭି ତାର ଟ୍ରାଜେଡି ଲୋକଙ୍କ ମନରୁ ଯାଇନି । ଉକ୍ତ ଦୁର୍ଘଟଣାରେ ୧୦ଜଣଙ୍କ ପ୍ରାଣ ହରାଇଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିଲେ । ତେବେ ସେହି ଘଟଣାର ୨୪ ଘଣ୍ଟା ଭିତରେ ବାଲେଶ୍ୱରରେ ଆଉ ୨ଟି ଅନୁରୂପ … Read More

ଔଷଧର ମାନ ପାଇଁ ମାର୍କେଟିଂ ସଂସ୍ଥା ବି ଦାୟୀ

ନୂଆଦିଲ୍ଲୀ: ଔଷଧର ମାନ ପାଇଁ କେବଳ କେବଳ ପ୍ରସ୍ତୁତକାରୀ କମ୍ପାନୀ ନୁହେଁ, ବରଂ ବିପଣନକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଦାୟୀ ରହିବେ । ପୂର୍ବରୁ ଡ୍ରଗ୍ସ ଏବଂ କସ୍‌ମେଟିକ୍ ଆକ୍ଟ (ଡିସିଏ) ଅନୁସାରେ କେବଳ ପ୍ରସ୍ତୁତକାରୀ କମ୍ପାନୀ ଔଷଧର ମାନ ପାଇଁ ଦାୟୀ … Read More

ତଥ୍ୟ ଚୋରାଉଛି ହୁୱାଇ!

ନୂଆଦିଲ୍ଲୀ: ଚୀନ୍‌ର ପ୍ରମୁଖ ଦୂରସଞ୍ଚାର କମ୍ପାନୀ ହୁୱାଇ ଏବଂ ଏହାର ସହାୟକ କମ୍ପାନୀଗୁଡ଼ିକ ବିରୋଧରେ ଆମେରିକା କରିଛି ସାଂଘାତିକ ଅଭିଯୋଗ । ଆମେରିକୀୟ କମ୍ପାନୀଗୁଡ଼ିକର ବ୍ୟବସାୟ ସମ୍ପର୍କିତ ଗୋପନୀୟ ତଥ୍ୟ ଚୋରି କରିବା ଲାଗି ହୁୱାଇ ଷଡ଼ଯନ୍ତ୍ର ରଚିଛି ବୋଲି ଆମେରିକାର … Read More

ଫେସ୍‌ବୁକ୍ ଫେକ୍‌ ଆକାଉଣ୍ଟ ୨୭.୫ କୋଟି

ନୂଆଦିଲ୍ଲୀ(ଓଟି): ସୋସିଆଲ୍ ନେଟ୍‌ୱର୍କିଂ ସାଇଟ୍ ଫେସ୍‌ବୁକ୍‌ରେ ପ୍ରାୟ ୨୭.୫ କୋଟି ଆକାଉଣ୍ଟ ନକଲି କିମ୍ବା ଜଣେ ବ୍ୟବହାରକାରୀଙ୍କର ଦୁଇଟି ଲେଖାଏଁ ଆକାଉଣ୍ଟ ଥାଇପାରେ ବୋଲି ଜଣାପଡ଼ିଛି। କମ୍ପାନୀ ତରଫରୁ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଜାରି କରାଯାଇଥିବା ବାର୍ଷିକ ରିପୋର୍ଟରେ ଏ … Read More