ପାଳଘର ଖେଳ କାଳ, ପୋଡ଼ିହୋଇ ଗଲା ୩ ପିଲାଙ୍କ ପ୍ରାଣ
ବ୍ରହ୍ମପୁର(ଓଟି): ପିଲା ମନ। ସାଙ୍ଗସାଥୀ ହୋଇ ଖେଳୁଥିଲେ। ତୋଳିଥିଲେ ପାଳଘର। ହେଲେ ସେହି ପାଳଘରେ ନିଆଁ ଲାଗି ଚାଲିଯିବ ପ୍ରାଣ ବୋଲି କିଏ ଜାଣିଥିଲା। ଗଞ୍ଜାମ ଜିଲ୍ଲା ପୋଲସରା ନିକଟ ଖଇରଚଟା ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି। ନିଆଁରେ ପୋଡ଼ି … Read More











