ଇଣ୍ଡିଆନ୍ ଆଇଡଲ୍ ସନ୍ନି ହିନ୍ଦୁସ୍ତାନୀ
ନୂଆଦିଲ୍ଲୀ (ଓଟି): ଇଣ୍ଡିଆନ ଆଇଡଲ୍ ସିଙ୍ଗିଙ୍ଗ୍ ରିୟଲିଟି ଶୋ’ ସିଜନ୍-୧୧ରେ ବାଜି ମାରିନେଇଛନ୍ତି ସନ୍ନି ହିନ୍ଦୁସ୍ତାନୀ। ସନ୍ନି ହୋଇଛନ୍ତି ଟାଇଟଲ ବିଜେତା। ସଂଗୀତର ମହାସଂଗ୍ରାମରେ ବିଜେତା ସନ୍ନିଙ୍କୁ ଆଇଡଲ୍-୧୧ ଟ୍ରଫି ସହ ୨୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି। ପୁରସ୍କାର … Read More











