କୋଭିଡ୍-୧୯: ଉଡ଼ିଯିବ ୨୯୦୦ କୋଟି ଡଲାର!
ନୂଆଦିଲ୍ଲୀ(ଓଟି): କୋବିଡ୍-୧୯ ବା କରୋନା କେବଳ ମଣିଷ ମାରୁନି। ସାରା ବିଶ୍ଵର ଅର୍ଥନୀତିକ ବ୍ୟବସ୍ଥାକୁ ଭୁଶୁଡ଼ାଇ ଦେଇଛି। ଏହିକ୍ରମରେ ବିମାନ ସେବା କ୍ଷେତ୍ରରେ ୨୯ଶହ କୋଟି ଡଲାର କ୍ଷତି ହେବାର ଆଶଙ୍କା ଘନୀଭୂତ ହୋଇଛି। କରୋନାକୁ ନେଇ ଚୀନ୍ର ସ୍ଥିତି ଉତ୍କଟ … Read More











