ବିଦେଶ ଫେରନ୍ତା ଭଉଣୀଙ୍କ ନାଁ ପଞ୍ଜୀକରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର (ଓଟି): କରୋନା ଭାଇରସ୍ ନେଇ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ସରକାରୀ ପୋର୍ଟାଲ। ଉକ୍ତ ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ବିଦେଶରୁ ଫେରନ୍ତା ନିଜ ଭଉଣୀଙ୍କ ନାମ ପଞ୍ଜୀକରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି ଉଦାହରଣ ସୃଷ୍ଟି କରିବା ସହ … Read More

ଏଣିକି ସକାଳୁଆ ହାଟ, ସନ୍ଧ୍ୟାବେଳକୁ ‘ନା’

ଭୁବନେଶ୍ଵର (ଓଟି): କରୋନା ମହାମାରୀ ପାଇଁ ସବୁଠି ଲାଗୁଛି କଟକଣା। ସାଧାରଣ ଜନତାଙ୍କୁ ସୁରକ୍ଷା ଚିନ୍ତା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ସନ୍ଧ୍ୟା ପରଠୁ ଆଉ ହାଟ ବସିବନି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହାଟ … Read More

୨୨ ବିଧାୟକଙ୍କୁ ଭେଟିବା ଦାବିରେ ଦିଗବିଜୟଙ୍କ ଅନଶନ

ବେଙ୍ଗାଲୁରୁ (ଓଟି): ମଧ୍ୟପ୍ରଦେଶ ରାଜନୀତିର ମହାନାଟକ ଶେଷ ହୋଇନି। ସମ୍ପ୍ରତି ଏହି ନାଟକ କର୍ଣ୍ଣାଟକରେ ଜୋର ଧରିଛି। କଂଗ୍ରେସର ବିଦ୍ରୋହୀ ବିଧାୟକମାନଙ୍କୁ ଭେଟିବା ଦାବି କରି ବରିଷ୍ଠ ନେତା ଦିଗବଜୟ ସିଂହ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଫଳରେ ସ୍ଥିତି ଭିନ୍ନ … Read More

‘ପଛଘୁଞ୍ଚା ଦିଅନାହିଁ, ମୁକାବିଲା କର’

ନୂଆଦିଲ୍ଲୀ (ଓଟି): କୋବିଡ୍‌-୧୯ ତଥା କରୋନାର ଭୟାବହ ସ୍ଥିତି ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଛି। ଏହି ମହାମାରୀ ପାଇଁ ଦେଶରେ ମଧ୍ୟ ଅନେକ ନିଜର ଦାୟିତ୍ୱ ତୁଲାଇବାରେ ପଛଘୁଞ୍ଚା ଦେଉନାହାନ୍ତି। ଏଭଳି ସ୍ଥିତିରେ ଲୋକସଭା ସଦସ୍ୟମାନେ ମଧ୍ୟ ନିଜ ଦାୟିତ୍ୱ … Read More

ଛାତ ଉପରେ ଦେଖାଇଲେ ଦମ୍

ମୁମ୍ବାଇ (ଓଟି): ସାଧାରଣ ଜନଜୀବନ ସମେତ ସବୁବର୍ଗର ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିସାରିଲାଣି କରୋନା ଭାଇରସ୍‌। ଏହାରି ଆତଙ୍କରେ ଦୈନନ୍ଦିନ ଜୀବନଯାପନ ଠିକ୍‌ରେ ହେବା ମଧ୍ୟ ସମ୍ଭବ ହୋଇପାରୁନି। ସବୁଠି ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିବାବେଳେ ଅନେକ ସ୍ଥାନକୁ ସମ୍ପୂର୍ଣ୍ଣ ବାରଣ … Read More

ଏଣିକି ୧୦ଟାରୁ ୪ଟା ମିଳିବ ‘ଆହାର’

ଭୁବନେଶ୍ଵର (ଓଟି): ସମ୍ପ୍ରତି ଚାରିଆଡ଼େ କରୋନା ଭୂତାଣୁ ଆତଙ୍କ। ଏଥିପାଇଁ ରାଜ୍ୟ ସରକାର କଡ଼ା କଟକଣା ସବୁ ଲାଗୁ କରିଛନ୍ତି। ଏଥିସହ ସତର୍କ ଓ ସଚେତନତା କରାଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଆହାର କେନ୍ଦ୍ର ଗୁଡ଼ିକ ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି। … Read More

ଆମେରିକାରୁ ଫେରିଲେ, ଆଇସୋଲେସନ୍‌ରେ ରହିଲେ

ଭୁବନେଶ୍ଵର (ଓଟି): କୋବିଡ୍‌-୧୯ ତଥା କରୋନା ଆତଙ୍କରେ ବିଶ୍ଵ ଥରହର ହେଉଛି। ଏଭଳି ସ୍ଥଳେ ପ୍ରତ୍ୟେକ ଦେଶ ଆଉ ରାଜ୍ୟ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି। ସେହିପରି ସଚେତନତା ରହିବାକୁ ପରାମର୍ଶ ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ନିଜେ ବେଶ୍‌ ସଚେତନତା ଓ ସତର୍କ … Read More

ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ଵର (ଓଟି): ଆଗୁଆ ମିଳିବ ୪ ମାସର ଭତ୍ତା। ବିଭିନ୍ନ ସମସ୍ୟା ଓ ଆବଶ୍ୟକକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଫଳରେ ରାଜ୍ୟରେ ସମ୍ପୃକ୍ତ ହିତାଧିକାରୀ ସମେତ ସାଧାରଣରେ ବଡ଼ ଖୁସି ପ୍ରକାଶ ପାଇଛି। ଏନେଇ ସବିଶେଷ … Read More

ଦର ଲେଖିବେ, ସତ କହିବେ, ସବୁ ବିକିବେ

ଭୁବନେଶ୍ୱର (ଓଟି): କରୋନା ଆତଙ୍କ ବେଳକୁ ପ୍ରଶାସନ ସତର୍କ ହୋଇଛି। ଆଉ ସଚେତନ ଜନତା ଆବଶ୍ୟକ ସାନିଟାରୀ ସାମଗ୍ରୀ କିଣିବାକୁ ଆଗ୍ରହ ଦେଖାଉଛନ୍ତି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି କେତେକ ଅସାଧୁ ବ୍ୟବସାୟୀ ଧାର୍ଯ୍ୟ ଦରଠୁ ଅଧିକ ମୂଲ୍ୟ ନେଉଛନ୍ତି। ସେହିପରି ସାମାନ … Read More

କରୋନା: ପୁଣି ଖସିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ (ଓଟି): କୋବିଡ୍‌-୧୯ ଆତଙ୍କ ତଥା କରୋନା ସଂକ୍ରମଣ ଯୋଗୁଁ ବିଶ୍ୱବ୍ୟାପୀ ଦେଖାଯାଇଛି ମାନ୍ଦାବସ୍ଥା ଓ ଘୋର ସଂକଟ। ଏହାକୁ ନେଇ ପ୍ରଭାବିତ ରହିଥିବା ଷ୍ଟକ୍ ବଜାରରେ ପୁଣି ଚଡ଼କ ପଡ଼ିଛି। ଚଳିତ ସପ୍ତାହର ପ୍ରଥମ କାରବାର ଦିବସ ଭାବେ ସୋମବାର … Read More