ଅନ୍ତିମ ତାରିଖ୍: ପବନର ଫାଶରେ ଝୁଲିଲେ ୪ ଦୋଷୀ

ନୂଆଦିଲ୍ଲୀ (ଓଟି): ୨୦୧୨ ଡିସେମ୍ବର ୧୬ରୁ ୨୦୨୦ ମାର୍ଚ୍ଚ ୨୦ ଏକ ସୁଦୀର୍ଘ ନ୍ୟାୟିକ ପ୍ରତୀକ୍ଷା। ସେହି ୭ବର୍ଷ ୩ ମାସ ୩ ଦିନ ଧରି କେତେ ଘାତ-ପ୍ରତିଘାତ ମଧ୍ୟରେ ଗତିକରିଛି ‘ନିର୍ଭୟା’ ଆଉ ତାଙ୍କ ଆତ୍ମାର ଅଶାନ୍ତି। ସେହିପରି ସାରା … Read More

କରୋନା: ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଛୁଟି, ଘରୋଇ କମ୍ପାନୀଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ ପରାମର୍ଶ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର କରୋନା ସହ ମୁକାବିଲାର ଲାଗି ଆଉ ଏକ ନୂଆ ନିର୍ଦେଶନାମା ଜାରି କରିଛନ୍ତି। ହି ନିର୍ଦେଶନାମାରେ ରାଜ୍ୟ ସରକାରଙ୍କ ସି’ ଏବଂ ଡି’ ଶ୍ରେଣୀ କର୍ମଚାରୀଙ୍କୁ ଅଫିସ ନଆସିବାକୁ କୁହାଯାଇଛି। ୨୦ରୁ ୩୧ ମାର୍ଚ ଯାଏ … Read More

ଶ୍ରୀମନ୍ଦିର ହେଲା ମନା: ୨୦ ମାର୍ଚରୁ ସବୁ ଧର୍ମାନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ନିଷେଦ୍ଧ

ଭୁବନେଶତ୍ଵର, (ଓଟି): କରୋନା ମୁକାବିଲା ପାଇ: ରାଜ୍ୟ ସରକାର ସମସ୍ତ ଧର୍ମୀୟ ଅନୁଷ୍ଠାନ, ମନ୍ଦିର, ମସ୍‌ଜିଦ୍‌, ଗୀର୍ଜାଙ୍କ ସହଯୋଗ କାମନା କରିଛନ୍ତି। ଏହିକ୍ରମରେ ସମସ୍ତ ଧର୍ମୀୟ ଅନୁଷ୍ଠାନରେ ଜନସାଧାରଣଙ୍କ ପ୍ରବେଶ ଉପରେ ନିଷେଦ୍ଧ ଜାରି କରିଛନ୍ତି। ପ୍ରଥମକରି ଶୁକ୍ରବାରଠାରୁ ଏହି ଆଦେଶ … Read More

ଘରୋଇ ସ୍କୁଲ୍‌କୁ ପୁଣି ନୋଟିସ୍‌: ସବୁ ସ୍କୁଲ୍‌ କାର୍ଯ୍ୟକ୍ରମ ତୁରନ୍ତ ବନ୍ଦ କର

ଭୁବନେଶ୍ଵର, (ଓଟି): ଅମାନିଆ ହେଉଛନ୍ତି ଘରୋଇ ସ୍କୁଲ୍‌। କରୋନା ମୁକାବିଲା ପାଇ ରାଜ୍ୟ ସରକାର  ଏତେ ପରିମାଣର  ସତର୍କତା ଜାରି କରୁଛନ୍ତି, ଲୋକଙ୍କୁ ଯଥାସମ୍ଭବ ଘରେ ରହିବାକୁ ପ୍ରବର୍ତ୍ତାଉଛନ୍ତି କିନ୍ତୁ ଘରୋଇ ସ୍କୁଲ୍‌ଗୁଡ଼ିକ ଏହାକୁ ବିଭିନ୍ନ ବାହାନାରେ ଫୁ’ କରି ଚାଲୁଛନ୍ତି। … Read More

କରୋନା ମୁକାବିଲା: +୨ ପରୀକ୍ଷା, ମ୍ୟାଟ୍ରିକ୍‌ ଖାତା ଦେଖା ସ୍ଥଗିତ

ଭୁବନେଶ୍ଵର, (ଓଟି): ମହାମାରୀ କରୋନା ସହ ମୁକାବିଲା ଲାଗି ରାଜ୍ୟ ସରକାର ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ନିର୍ଦେଶନାମା ଅନୁସାରେ ଲୋକଙ୍କୁ ଯଥାସମ୍ଭବ ପୃଥକୀକରଣ ରହିବା ଲାଗି ପ୍ରବର୍ତ୍ତାଉଛନ୍ତି। ସାମାଜିକ ଦୂରତ୍ଵ ବଜାୟ ରଖିବା, ନିଜକୁ ସଫାସୁତୁରା ରଖିବା ସହ ଅତ୍ୟାବଶ୍ୟକ କାମ ବ୍ୟତୀତ … Read More

22 ମାର୍ଚରେ ଜନତା କର୍ଫ୍ୟୁ: ସକାଳ ୭ରୁ ରାତି ୯ ଯାଏ ଘରୁ ନବାହାରିବାକୁ ଅନୁରୋଧ କଲେ ପ୍ରଧାମନ୍ତ୍ରୀ

ଭୁବନେଶ୍ଵର, (ଓଟି): ଦିନକୁ ଦିନ ବଢ଼ୁଥିବା ‘କରୋନା’ କଷ୍ଟରୁ ମୁକ୍ତି ପାଇବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯଥାସମ୍ଭବ ଘରେ ରହିବା ଏବଂ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ଏହିକ୍ରମରେ ରବିବାର ଦିନ ଏହି ଭୁତାଣୁ ସଂକ୍ରମଣ ବିରୋଧରେ … Read More

ଏକ୍ଲା ରହୁଛନ୍ତି ମିମି

କୋଲକାତା (ଓଟି): ସେ ସବୁବେଳେ ବ୍ୟସ୍ତ। ତାଙ୍କୁ ଦେଖିବାକୁ ବି ପ୍ରଶଂସକଙ୍କ ଠେଲାପେଲା। ହେଲେ ଭିଡ଼ ଭିତରେ ବାରି ହୋଇପଡୁଥିବା କେହିଜଣେ ଏକା ଏକା ରହିବାକୁ କଣ ଭଲ ପାଇବ? ଭଲ ପାଆନ୍ତୁ କି ନପାଆନ୍ତୁ ବିଦେଶରୁ ଫେରିବା ପରେ ସେମିତି … Read More

ଉଦାହରଣ ସୃଷ୍ଟିକଲେ ଜୟପୁର ଡାକ୍ତର, ଭଲ ହୋଇଗଲେ ୩ କରୋନା ରୋଗୀ

ଜୟପୁର,ନୂଆଦିଲ୍ଲୀ(ଓଟି): ବିଶ୍ଵର ଚିନ୍ତା ବଢ଼ାଇଛି ମହାମାରୀ କରୋନା। ମାରାତ୍ମକ ଭୂତାଣୁ ପାଇଁ ସବୁଠି ଆତଙ୍କ ଖେଳିଯାଇଛି। ତେବେ ସମଗ୍ର ବିଶ୍ଵ ପାଇଁ ନୂଆ ଆଲୋକ ଦେଖାଇଛନ୍ତି ଭାରତୀୟ ଡାକ୍ତର। ଖୁସି ଖବର ଦେଇଛନ୍ତି ରାଜସ୍ଥାନ-ଜୟପୁରର ଡାକ୍ତର। କରୋନା ଆକ୍ରାନ୍ତ ହୋଇଥିବା ୪ … Read More

ଗୁରୁବାର ଫେରିବ ଶ୍ରୀମନ୍ଦିର ଟଙ୍କା

ପୁରୀ,ଭୁବନେଶ୍ଵର (ଓଟି): ୟେସ୍‌ ବ୍ୟାଙ୍କରେ ରହିଥିବା ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା ଗୁରୁବାର ଫେରିବ। ଏଭଳି ସକରାତ୍ମକ ସୂଚନା ପାଇବା ପରେ ରାଜ୍ୟରେ ଖୁସି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ସଂସ୍କୃତିରେ ଗୁରୁବାରକୁ ଦେବୀ ମା’ ଲକ୍ଷ୍ମୀଙ୍କ ବାର ଭାବେ ବିବେଚନା କରାଯାଏ ଏବଂ … Read More

ଭାରତରେ ‘କରୋନା’ ୧୪୭ ପଜିଟିଭ୍

ନୂଆଦିଲ୍ଲୀ (ଓଟି): ଭାରତରେ ବୁଧବାର ସୁଦ୍ଧା କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆକ୍ରାନ୍ତଙ୍କ ମଧ୍ୟରେ ୧୨୨ଜଣ ଭାରତୀୟ ଏବଂ ୨୫ଜଣ ବିଦେଶୀ ନାଗରିକ ରହିଛନ୍ତି। ସବିଶେଷ ସୂଚନା ଅନୁସାରେ … Read More