‘ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଟଙ୍କା ସୁରକ୍ଷିତ’

ନୂଆଦିଲ୍ଲୀ (ଓଟି): ୟେସ୍ ବ୍ୟାଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ଆସନ୍ତା ବୁଧବାର ଠାରୁ ପ୍ରତ୍ୟାହାର କରିନିଆଯିବା ସହିତ  ଚଳିତ ଗ୍ରାହକମାନେ  ଏହାପରେ  ନିୟମିତ ଭାବେ ବ୍ୟାଙ୍କିଙ୍ଗ କାରବାର କରିପାରିବେ । ଏହାବ୍ୟତୀତ ବ୍ୟାଙ୍କରେ ଜମାକାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ … Read More

ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ (ଓଟି): ସମ୍ପ୍ରତି ୨୦୦୦ ଟଙ୍କିଆ ନୋଟ୍‌ର ପ୍ରଚଳନକୁ ନେଇ ସାଧାରଣରେ ବିଭିନ୍ନ ଖବର ମିଳୁଥିବା ବେଳେ ଏହାର ପ୍ରଚଳନ ବନ୍ଦ କରିଦିଆଯିବ ବୋଲି କେତେକ ମହଲରେ କୁହାଯାଉଛି। କିନ୍ତୁ ଏହାର ପ୍ରଚଳନ ବନ୍ଦ ହେବନି ବୋଲି ସୂଚନା ମିଳିଛି। ଦୁଇହଜାର … Read More

ଅନୀଲଙ୍କୁ ଟାଣିଲା ଇଡି

ନୂଆଦିଲ୍ଲୀ (ଓଟି): ୟେସ୍ ବ୍ୟାଙ୍କ ମାମଲାରେ ରିଲାଏନ୍ସ ଗ୍ରୁପ୍‌ର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ସମନ୍ ଜାରି କରାଯାଇଛି। ବ୍ୟାଙ୍କର ପ୍ରବର୍ତ୍ତକ ରାଣା କପୁରଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଜାରି ହୋଇଥିବା ମନି ଲଣ୍ଡରିଂ ମାମଲାର ସମ୍ବନ୍ଧରେ … Read More

ସୁପର୍ ମଡେଲ୍‌ଙ୍କୁ ‘କରୋନା’

ନୂଆଦିଲ୍ଲୀ (ଓଟି): ବିଶ୍ଵର ଅନ୍ୟତମ ସୁପରମଡେଲ ତଥା ବଣ୍ଡ ଗାର୍ଲ ସୁନ୍ଦରୀ ଓଲଗା କୁରେଲେଙ୍କୋ ହୋଇଛନ୍ତି କରୋନା ଆକ୍ରାନ୍ତ।   ସେ ତାଙ୍କ ସୋସିଆଲ ମିଡିଆ ସାଇଟ୍‌ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ଏକ ସପ୍ତାହ ହେଲା ସେ ଅସୁସ୍ଥ ଥିବା … Read More

ଦିଲ୍ଲୀ: ସହରରେ ଲାଗିବ ‘ୱାଶ୍‌ ବେସିନ୍’

ନୂଆଦିଲ୍ଲୀ (ଓଟି): କରୋନା ବିପଦ ଟାଳିବା ପାଇଁ ଦିଲ୍ଲୀ ସରକାରଙ୍କ ଟାସ୍କ ଫୋର୍ସ ବୈଠକରେ ଜିମ, ନାଇଟ କ୍ଲବ ଏବଂ ସ୍ପା ସେଣ୍ଟରଗୁଡିକ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ୫୦ଜଣରୁ ଅଧିକ ଭିଡ଼ ହେବାକୁ … Read More

ରାଜ୍ୟର ଆଉଏକ ଜିଲ୍ଲାରେ ‘୧୪୪’

ଯାଜପୁର(ଓଟି): ରାଜ୍ୟର ଗଞ୍ଜାମ, ଖୋର୍ଦ୍ଧା, ରାୟଗଡ଼ା, ଢେଙ୍କାନାଳ ପରେ ଯାଜପୁର ଜିଲ୍ଲାରେ ମଧ୍ୟ ୧୪୪ ଧାରା ଲାଗୁ କରାଯାଇଛି। କରୋନାକୁ ମୁକାବିଲା ନେଇ ସମସ୍ତ ଜିଲ୍ଲା ପ୍ରଶାସନ ଖୁବ୍‌ ସତର୍କ ରହିବା ସହ ନିଜ ଦାୟିତ୍ଵରେ ଲାଗିପଡିଛନ୍ତି। ସେହିପରି ରାଜ୍ୟ ସରକାର ମଧ୍ୟ … Read More

ଆମେରିକା ପାଖରେ ‘କରୋନା’ ପ୍ରତିଷେଧକ ଟିକା!

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ଵ ଚିନ୍ତାରେ ପଡ଼ିଯାଇଛି। ସବୁଦେଶର ବିଶେଷଜ୍ଞ ଦଳ ଏହାର ପ୍ରତିଷେଧକ ଉଦ୍‌ଭାବନ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପୂର୍ବରୁ ଭାରତୀୟ ବିଶେଷଜ୍ଞ ଏଦିଗରେ ଆଶାର ଆଲୋକ ଦେଖାଦେଇଥିଲେ। ସେହିପରି ଇସ୍ରାଏଲ୍‌ ମଧ୍ୟ … Read More

ଡିଜିପିଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ଭୁବନେଶ୍ଵର (ଓଟି):  ମହାମାରୀ କରୋନା ମୁକାବିଲା ନେଇ ରାଜ୍ୟ ସରକାର ଖୁବ୍‌ ତତ୍ପରତା ପ୍ରକାଶ କରିଛନ୍ତି। ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯାଇଥିବାବେଳେ ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି ବିଭିନ୍ନ ବିଭାଗୀୟ ଅଧିକାରୀ। ସେହିପରି ବିଭିନ୍ନ ଜିଲ୍ଲା ପ୍ରଶାସନ ଇତିମଧ୍ୟରେ … Read More

‘ଗୋପନୀୟତା ବଜାୟ ରଖୁ ଗଣମାଧ୍ୟମ’

ଭୁବନେଶ୍ୱର (ଓଟି): ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାରଙ୍କ ଦ୍ଵାରା ଗଠିତ ଆଇଇସି ମୁଖ୍ୟ ମୁଖପାତ୍ର ସୁବତୋ ବାଗଚୀ। ସେ କହିଛନ୍ତି ଯେ ଜଣେ ୩୩ ବର୍ଷିୟ ଯୁବକ କରୋନା ଆକ୍ରାନ୍ତ ହୋଇଥିବାବେଳେ ଚିକିତ୍ସା କରାଯାଉଛି।  ତେବେ … Read More

କରୋନା ଆତଙ୍କ: ଆକ୍ରାନ୍ତ ସ୍ପଷ୍ଟ, ବଢ଼ିଲା ଚିନ୍ତା

ଭୁବନେଶ୍ୱର (ଓଟି): ମହାମାରୀ କରୋନା (କୋବିଡ୍‌-୧୯) ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ ସୋମବାର ଓଡ଼ିଶାରେ ଜଣେ ସଂକ୍ରମିତ ଥିବା ସ୍ପଷ୍ଟ ହୋଇଛି। ଏହା ପରେ ସବୁ ମହଲରେ ଚିନ୍ତା ବଢ଼ିଯାଇଛି। ଭୁବନେଶ୍ଵର କ୍ୟାପିଟାଲ ହସପିଟାଲରେ ରୋଗୀ … Read More