ଅନ୍ୟ ଏଟିଏମ୍‌ରୁ ଟଙ୍କା ଉଠାଇଲେ ‘ନୋ ଚାର୍ଜ’

ନୂଆଦିଲ୍ଲୀ (ଓଟି): ମହାମାରୀ ପରିସ୍ଥିତି ଓ ଗ୍ରାହକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଅର୍ଥମନ୍ତ୍ରୀ ଏକ ଭଲ ସୁବିଧା ଘୋଷଣା କରିଛନ୍ତି। ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଆଉ ଚାର୍ଜ ଲାଗିବନି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି … Read More

‘ଆୟୁଷ୍ମାନ ଭାରତ’ରେ ‘କରୋନା’ ଚିକିତ୍ସା

ନୂଆଦିଲ୍ଲୀ (ଓଟି): କୋଭିଡ୍‌-୧୯ ତଥା କରୋନା ମହାମାରୀ ଜନିତ ଚିକିତ୍ସା ପାଇଁ ସରକାର ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସଂକ୍ରମଣଜନିତ ଚିକତ୍ସାକୁ ଭାରତ ସରକାରଙ୍କ ‘ଆୟୁଷ୍ମାନ ଭାରତ’ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ କରାଯିବ। ଏ ସମ୍ପର୍କରେ ନ୍ୟାସନାଲ ହେଲ୍‌ଥ ଅଥରିଟି … Read More

#covid19: ଜୁନ୍‌ ୩୦କୁ ବଢ଼ିଲା ଆୟକର, ଜିଏସ୍‌ଟି ରିଟଣ୍ଣ ଦାଖଲ ସମୟ ସୀମା

ଭୁବନେଶ୍ଵର, (ଓଟଇ): କୋଭିଡ୍‌-୧୯ ଜରୁରୀକାଳୀନ ସ୍ଥିତି ଓ ଲକ୍‌ଡାଉନ୍‌କୁ ଦେଖି ଆୟକରରିଟଣ୍ଣ ଦାଖଲ ସମୟସୀମାକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଥିନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ବିଜ୍ୟପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ମାର୍ଚ ୩୧ ବଦଳରେ ଆୟକର ରିଟଣ୍ଣ … Read More

ନଖରାମି ଛାଡ଼ିନାହାନ୍ତି କନିକା

ନୂଆଦିଲ୍ଲୀ (ଓଟି): ବଲିଉଡ୍ ଗାୟିକା କନିକା କପୁର। କରୋନା ଆକ୍ରାନ୍ତ ଆଉ ବିବାଦ ଘେରରେ ଫସିଛନ୍ତି। ବିଦେଶରୁ ଆସିବା ପରେ ସରକାରଙ୍କୁ ତଥ୍ୟ ଲୁଚାଇବା ଅଭିଯୋଗ ତାଙ୍କ ନାଁରେ ରହିଛି। ଏପରିକି ମହାମାରୀ କରୋନା ଭୟ ମଧ୍ୟରେ ସେ ପାର୍ଟରେ ସାମିଲ୍‌ ହୋଇଥିଲେ … Read More

#covid19: ଆକାଉଣ୍ଟକୁ ଆସିବ ନଗଦ ଟଙ୍କା, କମ୍ ସୁଧର ଋଣ; ଆଜି ହୋଇପାରେ ଘୋଷଣା

ଭୁବନେଶ୍ଵର, (ଓଟି): ସାରା ଦେଶରେ ପ୍ରଧାମନ୍ତ୍ରୀ ଆଜି ରାତି ୧୨ଟାରୁ ଲକ୍‌ଡାଉନ୍‌ ଆଦେଶ ଦେଇଛନ୍ତି। କେବଳ କିଛି ଜରୁରୀ ସେବା ବ୍ୟତୀତ ସମସ୍ତ କାରବାର ଏହି ସମୟରେ ବନ୍ଦ ରହିବ। ଲୋକଙ୍କୁ ଘରେ ବନ୍ଦୀ ହୋଇ ରହିବାକୁ ସରକାର ନିବେଦନ କରିଛନ୍ତି। … Read More

#covid19: ସାରା ଦେଶ #Lockdown, ରାତି ୮ଟାରେ ପ୍ରଧାମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ଵର, (ଓଟି): କୋଭିଡ୍‌୧୯ କରୋନା ଭୁତାଣୁ ସଂକ୍ରମଣକୁ ନିରୋଧ କରିବା ଲାଗି ସରକାର ଦେଶର ୩୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ପୂଣ୍ଣ ଲକ୍‌ଡାଉନ୍‌ ଜାରି କରହିଛନ୍ତି।  ଏହିକ୍ରମରେ ୫୬୦ ଜିଲ୍ଲାରେ ଦୈନନ୍ଦିନ ଜୀବନଯାତ୍ରା ଠପ୍‌ ହୋଇଯାଇଛି।  ଅନ୍ୟ ୪ ରାଜ୍ୟ … Read More

#article370: ଓମାର ଅବଦୁଲ୍ଲା ମୁକ୍ତ

ଭୁବନେଶ୍ଵର, (ଓଟି): ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ପ୍ରତିକାର ଅଟକ ( preventive detention)ରୁ ମୁକ୍ତ କରାଯାଇଛି। ଦୀର୍ଘ ୨୩୨ ଦିନ ପରେ ତାଙ୍କୁ ମୁକ୍ତି ମିଳିଛି। ଅଗଷ୍ଟ ୫ ତାରିଖରେ ତାଙ୍କୁ ଅଟକ ରଖାଯାଇଥିଲେ ମଧ୍ୟ ଫେବୃୟାରୀ ମାସରେ … Read More

ବିଶ୍ଵ ଆତଙ୍କ: କରୋନା ନେଲାଣି ସାଢ଼େ ୧୬ ହଜାର ମୁଣ୍ଡ

ନୂଆଦିଲ୍ଲୀ (ଓଟି): ମହାମାରୀ କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ସମଗ୍ର ବିଶ୍ଵ ପାଇଁ ସାଂଘାତିକ ସାବ୍ୟସ୍ତ ହୋଇସାରିଲାଣି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିଶ୍ୱରେ ୧୬ହଜାର ୫୫୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସେହିପରି ଆକ୍ରାନ୍ତଙ୍କ … Read More

ହୁହୁ ହୋଇ ବଢ଼ୁଛି #covid19 ଆତଙ୍କ, କିନ୍ତୁ ଆମେ ଅସହାୟ ନୋହୁଁ

ଭୁବନେଶ୍ଵର, (ଓଟି): ବିଶ୍ଵରେ କୋଭିଡ୍‌୧୯ ଅଣାୟତ୍ତ ହୋଇ ବଢ଼ି ଚାଲିଛି। ଏହା ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ପାଇଁ ଏକ ଚିନ୍ତାର କାରଣ ହୋଇଛି । ଏଣୁ ପ୍ରତି ଜନସାଧାରଣ ଓ ରାଷ୍ଟ୍ରକୁ ଏଥିନେଇ ଆବଶ୍ୟକ ସଚେତନତା ଓ ପ୍ରତିକାର ପଦକ୍ଷେପ ନେବାକୁ ବିଶ୍ଵସ୍ଵାସ୍ଥ୍ୟ … Read More

#covid19: ନିୟନ୍ତ୍ରଣ ପାଇଁ ଭାରତ ପାଖରେ ରହିଛି ଯଥେଷ୍ଟ କ୍ଷମତା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ମୁକାବିଲା ପାଇଁ ଭାରତ ପାଖରେ ଯଥେଷ୍ଟ କ୍ଷମତା ରହିଛି। ଏହା ପୂର୍ବରୁ ପ୍ରମାଣିତ ହୋଇ ସାରିଛି ବୋଲି କହିଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ। ସଂଗଠନର କାର୍ଯ୍ୟ ନିର୍ବାହୀ ନିର୍ଦେଶକ ମାଇକେଲ୍‌ ରିୟାନ୍‌ କହିଛନ୍ତି, ଭାରତ ପୂର୍ବରୁ … Read More