୨୪ ମଧ୍ୟରାତ୍ରିରୁ ସାରା ଓଡ଼ିଶା ଲକ୍ଡାଉନ୍
ଭୁବନେଶ୍ୱର (ଓଟି): କୋବିଡ୍-୧୯ ତଥା ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେଇଛନ୍ତି। କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି। ଏହି କ୍ରମରେ ସାରା ଓଡ଼ିଶା ଲକ୍ଡାଉନ୍ ଘୋଷଣା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ୫ ଜିଲ୍ଲା ଓ ରାଜ୍ୟର … Read More











