#Lockdownକୁ ଭାବୁଛନ୍ତି ସରକାରୀ ଛୁଟି, ରାଜ୍ୟରେ ଚାଲୁଛି କନଷ୍ଟେବଳ ଶାସନ

ଭୁବନେଶ୍ଵର, (ଓଟି):  ବାରମ୍ବାର ନିବେଦନ ଓ ପ୍ରଚାର ସତ୍ବେ କିଛି ଲୋକ ସ୍ଵତଃ ଏକାନ୍ତୀକରଣକୁ ଅମାନ୍ୟ କରିଛନ୍ତି। ଏପରିକି ଡାକ୍ତରଖାନାରୁ ଲୁଚି ପଳାଇବାକୁ ଚେଷ୍ଟା କରିଛନ୍ତି ଯେ, ଭାରତବର୍ଷର ଗୁଇନ୍ଦା, ପୁଲିସ ବା ବିଜ୍ଞାନ ତାଙ୍କୁ ଖୋଜି ପାଇପାରୁ ନାହିଁ, ଫଳରେ … Read More

ଲକ୍‌ଡାଉନ୍: ନିୟମ ନମାନିଲେ ସୁଟ୍‌ ଅର୍ଡର୍!

ହାଇଦ୍ରାବାଦ (ଓଟି): ମହାମାରୀ ମହାବିପତ୍ତି। ଅଦୃଶ୍ୟ ଭୂତାଣୁ ସାଜିଛି ବିଶ୍ଵ ଆତଙ୍କ। ଚାହୁଁ ଚାହୁଁ ସଂକ୍ରମଣ ବ୍ୟାପୁଛି ଓ ପ୍ରାଣ ନେଉଛି। ଏଯାଏଁ ବାହାରିନି ପ୍ରତିକାର କି ଔଷଧ। କେବଳ ଦୂରେଇ ରହିବା ଓ ସତର୍କତା ଅବଲମ୍ବନ କରିବା ଏକମାତ୍ର ବାଟ। … Read More

ଲକ୍‌ଡାଉନ୍‌ ନିୟମ ନମାନିଲେ ଜେଲ୍‌ ଓ ଜୋରିମାନା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶରେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫୦୦ ପାଖେଇଲାଣି। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ … Read More

ତାମିଲନାଡୁରେ ପ୍ରାଣ ନେଲା କରୋନା, ଦେଶର ମୃତ୍ୟୁ ସଂଖ୍ୟା ୧୧

ଚେନ୍ନାଇ (ଓଟି): ମହାମାରୀ କରୋନା ଭାଇରସରେ ତାମିଲନାଡୁରେ ଜଣଙ୍କର ପ୍ରାଣ ଚାଲିଯାଇଛି। ମୃତକ ଜଣଙ୍କ ମଦୁରାଇର ବାସିନ୍ଦା ଓ ସେ ରାଜାଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମଙ୍ଗଳବାର ବିଳମ୍ୱିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ଏ ସମ୍ପର୍କରେ ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରୀ … Read More

ଜରୁରୀ ସମୟରେ ଓ୍ବେବ୍‌ମିଡିଆ ଭରସା, ସରକାର କରୁଛନ୍ତି ଅବହେଳା, ନିୟମ ଉଲ୍ଲଙ୍ଘନ

କୋଭିଡ୍‌-୧୯ କରୋନା ପ୍ରଭାବରେ ଦେଶର ବଳିଷ୍ଠ ମିଡିଆସବୁ ଲୋକଙ୍କ ପାଖରେ ନିଜର ପାରମ୍ପରିକ ମାଧ୍ୟମ ଦ୍ଵାରା ପହଞ୍ଚିବାରେ ଅସମର୍ଥ। କେଉଁଠି ବଣ୍ଟନ ନେଟ୍‌ୱର୍କ ବିପର୍ଯ୍ୟସ୍ତ ହୋଇଛି ତ କେଉଁଠି ପାଠକ ଏହି ମାଧ୍ୟମମାନଙ୍କ ପାଖରେ ପହଞ୍ଚିବାକୁ ଭୟ କରୁଛି। ଜନସମାଗମ ହେଉଥିବା … Read More

୨୧ ଦିନ ଯାଏ ସମ୍ପୂଣ୍ଣ ଲକ୍‌ଡାଉନ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ ମହାମାରୀରୁ ମୁକ୍ତି ପାଇବା ଲାଗି ପଅଧାନମନ୍ତ୍ରୀ ମୋଦି ଆଜି ସାରା ଭାରତକୁ ୨୧ ଦିନ ପାଇଁ ତାଲାବନ୍ଦୀ ( ଲକ୍‌ଡାଉନ୍‌) ଘୋଷଣା କରିଛନ୍ତି। ଆଜି ରାତି ୧୨ଟାରୁ ଏହି ଲକ୍‌ଡାଉନ୍‌ ଆଦେଶ କାର୍ଯ୍ୟ କରିବ। ଏପ୍ରିଲ୍‌ ୧୪ … Read More

ମରଣ ବେଳେ ବି ରାଜନୀତି: ଆୟୁଷ୍ମାନ ଯୋଜନାକୁ ନେଇ ବିଜେପି-ବିଜେଡି ଛକାପଞ୍ଝା

ଭୁବନେଶ୍ଵର, (ଓଟି): ମରଣ ଦୁଆର ମୁହଁରେ ବୋଲି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଯାଏ ସମସ୍ତେ ନାଗରିକଙ୍କୁ ସତର୍କ କରାଉଛନ୍ତି। ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇ ଚାରିଆଡ଼େ #lockdown ଘୋଷଣା କରାଯାଇଛି। କିନ୍ତୁ ରାଜ୍ୟରେ ବିଜେପି-ବିଜେଡି ଭିତରେ ଛକା ପଞ୍ଝା … Read More

ଚୀନ୍‌ରେ ଆଉ ଏକ ନୂଆ ଭାଇରସ୍‌: ହନ୍ତା ଭାଇରସରେ ୧ ମୃତ, ମୂଷାଠୁ ବ୍ୟାପୁଛି

ଭୁବନେଶ୍ଵର, (ଓଟି): ଚୀନ୍‌ ପୁଣିଏକ ନୂଆ ଭୁତାଣୁ ଆତଙ୍କ ସୃଷ୍ଟି ହୋଇଛି। ଏହି ନୂୖା ଭୁତାଣୁର ନାଁ ରହିଛି ହନ୍ତା ଭାଇରସ୍‌। ଏଥିରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ ଚୀନର ୟୁନାନ୍‌ ରାଜ୍ୟର ବୋଲି ଚୀନରୁ ପ୍ରକାଶ ପାଉଥିବା … Read More

ମୁଖ୍ୟମନ୍ତ୍ରୀଙ୍କ #corona ଅପିଲ୍‌: ବାହାରକୁ ଯାଅନି; ଶପଥ ନିଅ, ଦୁଆରେ ଲଟ୍‌କାଅ, ଭିଡିଓ କରି ମୋତେ ପଠାଅ

ଭୁବନେଶ୍ଵର, (ଓଟି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜନସାଧାରଣଙ୍କୁ ହାତଯୋଡ଼ି ଅପିଲ୍‌ କରିଛନ୍ତି।  ଏନେଇ ଏକ ଭିଡିଓ ମଧ୍ୟ ସୋଶାଲ୍‌ ମିଡିଆରେ ରିଲିଜ୍‌ କରିଛନ୍ତି। ଏଥିରେ ସେ ଓଡ଼ିଶା ବାସୀଙ୍କୁ ବାପା, ମା, ଛୁଆ ବା ପରିବାର ନାଁରେ ଶପଥ ନେବାକୁ … Read More

ବନ୍ଦ ହେଲା ‘ଆହାର’, ମେଡିକାଲ୍‌ରେ ଖୋଲା

ଭୁବନେଶ୍ୱର (ଓଟି): ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାରଙ୍କ ‘ଆହାର’ ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ଏହାଦ୍ଵାରା ଅନେକ ଲୋକ ଉପକୃତ ହେଉଥିଲେ। ତେବେ ମହାମାରୀ କରୋନା ସଂକ୍ରମଣ ଭୟ ଯୋଗୁ ଏହି ଜନହିତକର ଯୋଜନାରେ ବାଧା ଉପୁଜିଛି। ପ୍ରଥମ ପର୍ଯ୍ୟାୟରେ ଆହାର … Read More