କରୋନା ଆତଙ୍କ: ମୁଖ୍ୟମନ୍ତ୍ରୀଙ୍କ ୩ ‘ସ’ ମନ୍ତ୍ର

ଭୁବନେଶ୍ବର(ଓଟି): ମହାମାରୀ କରୋନା ମୁକାବିଲା କରିବା ସହ ରୋକିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ୩ଟି ‘ସ’ ମନ୍ତ୍ର। ସେସବୁ ହେଲା ସମ୍ବନ୍ଧନ, ସଙ୍ଗରୋଧ ଓ ସମ୍ମାନ। ଏହା ହିଁ କରୋନାକୁ ରୋକିବ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ … Read More

୮୦କୋଟି ଲୋକଙ୍କୁ ଶସ୍ତାରେ ମିଳିବ ଚାଉଳ ଓ ଗହମ

ନୂଆଦିଲ୍ଲୀ (ଓଟି): କେନ୍ଦ୍ର କ୍ୟାବିନେଟରେ ଆଜି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟ ଆଲୋଚନା ହୋଇଛି। ଏହାରି ମଧ୍ୟରେ ଏକ ଭଲ ଘୋଷଣା କରିଛନ୍ତି ସରକାର। କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ … Read More

ସ୍ଵାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର (ଓଟି): ସ୍ୱାଧୀନତା ସଂଗ୍ରାମୀ ଭବାନୀ ଚରଣ ପଟ୍ଟନାୟକ ଅସୁସ୍ଥ। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ବିଭିନ୍ନ ମହଲରେ ଦୁଃଖ ପ୍ରକାଶ ପାଇଛି ଶ୍ରୀ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର … Read More

#covid19: ରାଜ୍ୟରେ ୭୮ହଜାର୨୩୩ ନୂଆ କରୋନା ସନ୍ଦିଗ୍ଧ

ଭୁବନେଶ୍ଵର, (ଓଟି): ବିଗତ କିଛିଦିନରେ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଫେରିଥିବା ୭୮ ହଜାର୨୩୩ ଜଣଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଛି ଓଡ଼ିଶା ସରକାର। ଏହି ସନ୍ଦେହ କରୋନା ସଂକ୍ରମଣର ବର୍ଦ୍ଧିତ ହାରକୁ ଦେଖି ବିଚାର କରାଯାଉଛି। ଯେହେତୁ ଏମାନଙ୍କ ଭିତରୁ ଅନେକ କରୋନା … Read More

କରୋନା କବଳରେ ପ୍ରିନ୍ସ ଚାର୍ଲସ

ନୂଆଦିଲ୍ଲୀ (ଓଟି): ଇଂଲଣ୍ଡର ରାଜ କୁମାର ପ୍ରିନ୍ସ ଚାର୍ଲସଙ୍କୁ କରୋନା ସଂକ୍ରମିତ ହୋଇଛି। ୭୧ ବର୍ଷୀୟ ପ୍ରିନ୍ସ ଚାର୍ଲସ ନିକଟରେ ବହୁ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଅନେକ ଭୟଭୀତ ହୋଇପଡ଼ିଛନ୍ତି। ପ୍ରିନ୍ସ ଚାର୍ଲସଙ୍କ ପତ୍ନୀ … Read More

କୋଭିଡ୍‌-୧୯: ଔଷଧ ଯୋଗାଣକାରୀଙ୍କୁ ଦେଢ଼ଗୁଣା ଦେୟ ୨୪ ଘଣ୍ଟାରେ ହେବ ପ୍ରଦାନ

ଭୁବନେଶ୍ଵର, (ଓଟି): ରାଜ୍ୟ ସାକରେ କୋଭିଡ୍‌ ମୁକାବିଲା ପାଇଁ ସ୍ଵାସ୍ଥ୍ୟ ଭିତ୍ତିଭୂମିକୁ ଶକ୍ତ କରିବା ଲାଗି ଚାହିଁଛନ୍ତି। ଏହିକ୍ରମରେ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀମାନଙ୍କ ଲାଗି ସରକାର ୪ ମାସର ଅଗ୍ରୀମ ଦରମା ଘୋଷଣା କରିଛନ୍ତି। ଏବେ ଓଡ଼ିଶା ସରକାରଙ୍କ ମେଡିକାଲ୍‌ କର୍ପୋରେସନ୍‌ … Read More

କରୋନା ମୁକାବିଲା: ଓଏମ୍‌ସି ଦେଲା ୫ଶହ କୋଟି, ଓଟିଡିସି ୫ ଲକ୍ଷ

ଭୁବନେଶ୍ୱର (ଓଟି): କରୋନା ମୁକାବିଲା ଲାଗି ରାଜ୍ୟ ସରକାରଙ୍କୁ ବିଭିନ୍ନ ସଂସ୍ଥା ଓ ଅନୁଷ୍ଠାନ ପକ୍ଷରୁ ସହୋଯାଗର ହାତ ଲମ୍ବୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ୩ମାସର ଦରମା ରିଲିଫ ପାଣ୍ଠି( କୋଭିଡ-୧୯ ଫଣ୍ଡ)କୁ ଦାନ କରିବା ସହ ଅନ୍ୟମାନେ ସହଯୋଗ … Read More

ସାମାଜିକ ଦୂରତ୍ଵ କ’ଣ- ପୁଣି ବୁଝାଇଲେ ମୋଦୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ ବିଶ୍ଵ ପାଇଁ ଅବିଶ୍ଵସନୀୟ ସଂକଟ ସୃଷ୍ଟି କରିଛି। ଏଥିପାଇଁ ବିଶ୍ଵବାସୀଙ୍କ ଚିନ୍ତା ବଢ଼ିଯାଇଛି। ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନିୟନ୍ତ୍ରଣ ପାଇଁ କେବଳ ଏକାନ୍ତବାସ ଆଉ ସାମାଜିକ ଦୂରତ୍ଵ ହିଁ ଏକମାତ୍ର … Read More

କୋଭିଡ୍‌୧୯: ଡାକ୍ତର, ପାରାମେଡିକ୍ସ ଏବଂ ସ୍ଵାସ୍ଥ୍ୟକର୍ମୀଙ୍କୁ ୪ ମାସର ଅଗ୍ରୀମ ଦରମା ସହ ପୁଲିସ ସୁରକ୍ଷା

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ପରିସ୍ଥିତିରେ ରାଜ୍ୟର ଡାକ୍ତରମାନଙ୍କ ଲାଗି ପ୍ରୋତ୍ସାହନ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ବିରୋଧରେ  ଆମେ ଯେଉଁ ଲଢ଼େଇ ଲଢ଼ୁଛୁ ଏହାର ପ୍ରଥମ ଲାଇନ୍‌ରେ ରହିଛନ୍ତି ଆମ ଡାକ୍ତର, ପାରାମେଡିକ୍ସ ଓ ଅନ୍ୟ ସ୍ଵାସ୍ଥ୍ୟସେବା … Read More

‘ଇଟାଲୀରେ କେବଳ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି’

ନୂଆଦିଲ୍ଲୀ(ଓଟି): କୋବିଡ୍‌-୧୯ ତଥା କରୋନା ଭାଇରସ୍‌ ପାଇଁ ବିଶ୍ଵ ବିପର୍ଯ୍ୟୟ ସୃଷ୍ଟି ହୋଇଛି। ଚାରିଆଡ଼େ ବିପଦର ସଂକେତ। ସବୁଠି ଜୀବନକୁ ନେଇ ସଂଘର୍ଷ ଚାଲିଛି। ଏଭଳି ଅବସ୍ଥାରେ ସବୁଠୁ କ୍ଷତିଗ୍ରସ୍ତ ହୋଇଛି ଇଟାଲୀ। ଚୀନ୍‌ରୁ ଭାଇରସ୍‌ ସୃଷ୍ଟି ହୋଇଥିବାବେଳେ ଇଟାଲୀର ସ୍ଥିତି … Read More