ଟ୍ୟୁସନ କରି ଗିରଫ ହେଲେ ଶିକ୍ଷକ

କେନ୍ଦ୍ରାପଡା଼,(ଓଟି):ସମଗ୍ର ଦେଶ ଏବେ ଲକ ଡାଉନ ଥିବା ବେଳେ ରାଜନଗର ବ୍ଲକ ଅନ୍ତର୍ଗତ କୁରୁଂଟି ପଂଚାୟତର ବଳରାମପୁର ପ୍ରଥମିକ ବିଦ୍ୟାଳୟରେ କଳ୍ପତରୁ ପରିଡ଼ା ନାମକ ଜଣେ ଶିକ୍ଷକ ପ୍ରାୟ ୮୦ ଜଣ ଛତ୍ରଛାତ୍ରୀଙ୍କୁ ଗୁରୁବମାର ବିଦ୍ୟାଳୟ ପରିସରରେ ଟ୍ୟୁସନ କରି ଗିରଫ … Read More

କରୋନା ଆତଙ୍କ: ଗାଁ ହେଉଛି ସିଲ

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):କରୋନା ଆତଙ୍କ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଗାଁ ଲୋକେ ନିଜ ଗାଁକୁ ଏବେ ସିଲ କରି ଦେଇଛନ୍ତି । କୌଣସି ବାହାର ଗାଁର ଲୋକଙ୍କୁ ଗାଁ ଲୋକେ ଗାଁ ଭିତରକୁ ପୁରାଇ ଦେଉ ନାହାଁନ୍ତି । ଗାଁ ମୁଣ୍ଡରେ … Read More

ବିଦେଶ ଫେରନ୍ତାଙ୍କୁ ନେଇ ଆତଙ୍କିତ କେନ୍ଦ୍ରାପଡ଼ା

କେନ୍ଦ୍ରାପଡା଼,(ପ୍ରଦୀପ ଜେନା):କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱରେ ଏବେ ଆତଙ୍କ ସୃଷ୍ଟି ହୋଇଥିବା ସହ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡ଼ିଛନ୍ତି । ମୁଖ୍ୟତଃ ବିଦେଶରୁ ଦେଶକୁ ଆସୁଥିବା ଲୋକଙ୍କ ମାଧ୍ୟମରେ କୋରନା ଭାଇରସ ଦେଶକୁ ପ୍ରବେଶ କରି ବହୁ … Read More

#ଲକ୍‌ଡାଉନ୍‌: ରାଜଧାନରେ ହୋମ୍ ଡେଲିଭରି ସୁବିଧା

ଭୁବନେଶ୍ୱର(ଓଟି): ଲକ୍‌ଡାଉନ୍‌ ପରିସ୍ଥିତି ଯୋଗୁ ସାଧାରଣ ଜନତା ଅନେକ ଜରୁରୀ ସେବା ପାଇବାରେ ସମସ୍ୟା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହି କ୍ରମରେ ରାଜଧାନୀବାସୀଙ୍କୁ ହୋମ୍ ଡେଲିଭରି ମାଧ୍ୟମରେ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ … Read More

କୋଭିଡ୍‌୧୯: ମୁଖ୍ୟମନ୍ତ୍ରୀଙ୍କ ୨୨୦୦ କୋଟି ଟଙ୍କାର ସାମାଜିକ ସହାୟତା ପ୍ୟାକେଜ୍‌

ଭୁବନେଶ୍ଵର, (ଓଟି): କୋଭିଡ୍‌-୧୯ କରୋନା ବିପର୍ଯ୍ୟୟକୁ ମୁକାବିଲା ତଥା ଗରିବ ଲୋକଙ୍କ ସାମାଜିକ ସୁରକ୍ଷା ଲାଗି ଇଓଡ଼ିଶା ସରକାର ଏକ ୨୨୦୦ କୋଟି ଟଙ୍କାର ସ୍ଵତନ୍ତ୍ର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଖାଦ୍ୟ ସୁରକ୍ଷା ଯୋଜାରେ ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀଙ୍କ ଲାଗି ସରକାର … Read More

ତିନିମାସ ଯାଏ ଇଏମ୍‌ଆଇ କଟିବ ନାହିଁ

ମୁମ୍ବାଇ : କରୋନା ଭାଇରସ ମହାମାରୀ ଯୋଗୁଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରାଯାଇଥିବାବେଳେ ଦେଶର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଆଜି ଏକ ଜରୁରୀ ପଦକ୍ଷେପ ନିଆଯାଇ … Read More

#କୋବିଡ୍-୧୯ ପାଇଁ ସୁସ୍ମିତାଙ୍କ ଔଷଧ

ମୁମ୍ବାଇ (ଓଟି): ମହାମାରୀ କରୋନା ପାଇଁ ବିଶ୍ଵ ଚିନ୍ତିତ। ଆତଙ୍କ ମଧ୍ୟରେ ସବୁଠି ଖୋଜା ଚାଲିଛି ମେଡିସିନ। ଏଯାଏଁ ମିଳିନି ଠିକଣା ଔଷଧ। ତେବେ ଏହାରି ମଧ୍ୟରେ ବହୁ ବିଶେଷଜ୍ଞ କିଛି ଆଶ୍ଵସ୍ତିକର ପରାମର୍ଶ ଦେଇଛନ୍ତି ଓ ନୂଆ ଆଶା ଦେଖାଇଛନ୍ତି। … Read More

ଲକ୍‌ଡାଉନ୍‌ ଖୋଲିଲା ସମ୍ପର୍କର ତାଲା

ମୁମ୍ବାଇ(ଓଟି): ସୃଷ୍ଟିହେଲା ପ୍ରେମ- କରିଥିଲେ ବିବାହ। ୧୩ବର୍ଷ ସାଥୀ ହୋଇ ରହିବା ଭିତରେ ହୋଇଗଲେ ଦୁଇ ସନ୍ତାନର ମାତା-ପିତା। କିନ୍ତୁ କଣ ହେଲା କେଜାଣି… ଆଉ ମନ ମିଶିଲାନି। ଦୁହେଁ ଅଲଗା ହୋଇଗଲେ। ହେଲେ ଏହାର ୭ବର୍ଷ ପରେ ସେମାନଙ୍କ ସମ୍ପର୍କର … Read More

ଲୋକସେବା ଭବନରେ ହେବ ବଜେଟ୍ ଅଧିବେଶନ

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ ସବୁ କାର୍ଯ୍ୟକ୍ରମ ଏପଟସେପଟ ହେବାକୁ ବାଧ୍ୟ ହେଉଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ସରକାର ଜନସାଧାରଣଙ୍କୁ ସଚେତନତା କରିବା ସହ ନିଜେ ଆବଶ୍ୟକ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହିକ୍ରମରେ ବିଧାନସଭା ବଜେଟ୍‌ ଅଧିବେଶନ … Read More

୨୮ରୁ ପୁଣି ‘ରାମାୟଣ’

ନୂଆଦିଲ୍ଲୀ (ଓଟି): ଟିଭିର ବହୁଳ ପ୍ରସାର ନଥିବା ବେଳେ ଏକଦା ଜନମାନସକୁ ଆନ୍ଦୋଳିତ କରିଥିବା ଓ ସାଧାରଣରେ ଖୁବ୍‌ ଲୋକପ୍ରିୟ ହୋଇପାରିଥିଲା ପୌରାଣିକ ଧାରାବାହିକ ‘ମହାଭାରତ’ ଓ ‘ରାମାୟଣ’। ରାମାନନ୍ଦ ସାଗରଙ୍କ ଉଦ୍ୟମ ଏକ ନୂଆ ଦିଶା ଦେଇଥିଲା ଟେଲିଭିଜନ ଶୋ’କୁ। … Read More