ଅନୁଗୁଳ ଓ କେନ୍ଦ୍ରାପଡ଼ାରେ ସମ୍ ଖୋଲିବ #କୋଭିଡ୍-୧୯ ହସ୍ପିଟାଲ

ଅନୁଗୁଳ(ଓଟି): ଭୁବନେଶ୍ଵରସ୍ଥିତ ସମ୍‌ ପକ୍ଷରୁ ଉଭୟ ଅନୁଗୁଳ ଓ କେନ୍ଦ୍ରାପଡ଼ାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କରାଯିବ। ଅନୁଗୁଳ ଜିଲ୍ଲାର ତାଳଚେର ଡେରା ସ୍ଥିତ ସେଣ୍ଟ୍ରାଲ୍‌ ହସ୍ପିଟାଲ କ୍ୟାମ୍ପସ୍‌ରେ ଏହି ସ୍ୱତନ୍ତ୍ର … Read More

#କୋଭିଡ୍-୧୯: ତୁରନ୍ତ ତିଆରି ହେବ କରୋନା ଭ୍ୟାକ୍ସିନ

ହାଇଦ୍ରାବାଦ (ଓଟି): ଖୁବ୍‌ଶୀଘ୍ର ବାହାରିବ ଉପାୟ। ତିଆରି ହେବ କରୋନାକୁ ଭଲ କରିବା ପାଇଁ ଭ୍ୟାକ୍‌ସିନ୍। ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଏଭଳି ଆଶା ପ୍ରକାଶ କରିଛି। ବାୟୋକେମିଷ୍ଟ୍ରି ବିଭାଗର ସ୍କୁଲ ଅଫ୍ ଲାଇଫ୍ ସାଇନ୍ସର ଡକ୍ଟର ସୀମା ମିଶ୍ର କରୋନା ଭାଇରସ୍ ଟିକା … Read More

#covid19: କେନ୍ଦ୍ରାପଡ଼ାରେ ଭିନ୍ନ ପ୍ରୟାସ, ୨୫ ଟଙ୍କାରେ ଘରେ ପହଞ୍ଚିବ ଭୋଜନ

କେନ୍ଦ୍ରାପଡ଼ା, (ଜ୍ୟୋତିରଞ୍ଜନ ନାୟକ): ତାଲାବନ୍ଦୀ ସମୟରେ ହୋଟେଲ୍‌ ବନ୍ଦ ରହୁଥିବାରୁ ଖାଇବ ସମସ୍ୟା ଉତ୍କଟ ହୋଇଛି। ଏହାକୁ ଦୂର କରିବା ତଥା ଲୋକଙ୍କ ସୁବିଧା ଲାଗି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ କିଛି ମହିଳା ସ୍ଵୟଂସହା୍ରୟକ ଗୋଷ୍ଠୀଙ୍କ ସହାୟତା ନେଇଛି। ସେମାନଙ୍କ ଦ୍ଵାରା … Read More

#covid19: ଓଡ଼ିଶା ଚାହୁଁଛି ଆପଣଙ୍କୁ, ତୂରନ୍ତ ଯୋଗାଯୋଗ କରିବାକୁ ସରକାରଙ୍କ ଆହ୍ବାନ

ଭୁବନେଶ୍ଵର, (ଓଟି): ସାରା ବିଶ୍ଵ ଏବେ କୋଭିଡ୍‌-୧୯ ଭୁତାଣୁରେ ଆକ୍ରାନ୍ତ। ଓଡ଼ିଶା ଏଥିରୁ ବାଦ୍‌ ପଡ଼ି ନାହିଁ। ଏଯାଏ କରୋନା ପଜିଟିଭ୍ ଚିହ୍ନଟ ସଂଖ୍ୟା ୩ ଥିଲେ ମଧ୍ୟ ଆଗକୁ ତାହା ବିସ୍ଫୋରକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆଶଙ୍କା … Read More

‘ମହାଭାରତ’ ବି ଆଜିଠୁ

ନୂଆଦିଲ୍ଲୀ(ଓଟି): ରାମାୟଣ ସହ ମହାଭାରତ ବି ପ୍ରସାରଣ ହେଉ। ଏହାଥିଲା ଅନେକ ଭାରତୀୟଙ୍କ ଦାବି। ହଁ ଏହି ଦାବି ପୂରଣ ହୋଇଛି। ସରକାର ସୁବିଚାର କରିଛନ୍ତି। ଅର୍ଥାତ୍‌ ଆଜିଠୁ ମହାଭାରତ ଧାରାବାହିକ ମଧ୍ୟ ପ୍ରସାରଣ ହେବ। #ଡିଡିଭାରତୀ ଦେଖିବାକୁ ପଡ଼ିବ। ରାମାନନ୍ଦ … Read More

ଅଦୃଶ୍ୟ କରୋନାର ଉଠିଲା ଫଟୋ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ବା କୋବିଡ୍‌-୧୯। ଘାତକ ହୋଇଛି ବିଶ୍ଵ ପାଇଁ। ବିନାଶ କରୁଛି ମାନବ ପ୍ରାଣ। କିନ୍ତୁ କୋଉଠି ସେ ? କିଭଳି ତା ସ୍ଵରୂପ? ନାଲି-ନେଳି-କଳାଧଳା … କେମିତି ତା ରଙ୍ଗ? ଏଭଳି ଅନେକ ପ୍ରଶ୍ନ ସାଧାରଣରେ। … Read More

#କୋବିଡ୍-୧୯: ପ୍ରଥମେ ୯୭୦, ପୁଣି ୬୦୦ ବେଡ୍

କଟକ(ଓଟି): ପ୍ରଥମେ ୯୭୦ ବେଡ୍‌, ଏଥିପାଇଁ ଦୁଇଟି ବେସରକାରୀ ମେଡିକାଲ୍‌ ସହ ରାଜ୍ୟ ସରକାର ଚୁକ୍ତିବଦ୍ଧ ହେଲେ। ଗୁରୁବାର ଏହି ନିଷ୍ପତ୍ତି ପରେ ଆଜି ପୁଣି ୬୦୦ ବେଡ୍‌ ପାଇଁ ସରକାର ସଜାଗ ହୋଇଛନ୍ତି। ଏଥିପାଇଁ କଟକ ଜିଲ୍ଲା ଟାଙ୍ଗୀର ଡ୍ରିମ୍ସ … Read More

#କୋବିଡ୍-୧୯: ଓଡ଼ିଶାକୁ ଷ୍ଟେଜ୍-୩ ଆଶଙ୍କା

ଭୁବନେଶ୍ୱର (ଓଟି): ମହାମାରୀ କରୋନା ପାଇଁ କଣ କେମିତି ନିଆଯିବ ପଦକ୍ଷେପ? ଏହି ଚିନ୍ତା ସମଗ୍ର ବିଶ୍ଵକୁ ଘାରିଛି। ସବୁ ଦେଶ, ସବୁ ରାଜ୍ୟ- ସମସ୍ତ ପ୍ରଶାସନ ଏଥିରୁ ମୁକୁଳିବାର ରାହା ଖୋଜୁଛନ୍ତି। ଏହିକ୍ରମରେ ନାହିଁ ନାହିଁ କହୁକହୁ ଓଡ଼ିଶାରେ ଆତଙ୍କ … Read More

#କୋବିଡ୍-୧୯: ବିଧାନସଭା ମେଡିକାଲ୍ ଅଫିସର୍ ନିଲମ୍ବିତ

ଭୁବନେଶ୍ୱର (ଓଟି): ରାଜ୍ୟ ବିଧାନସଭା ମେଡିକାଲ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଡାକ୍ତର ଲଳିତ ବେହେରାଙ୍କୁ ନିଲମ୍ବନ କରିଛନ୍ତି ସରକାର। ଏହାସହ ସେ ନିଲମ୍ବନ ଅବଧିରେ କ୍ୟାପିଟାଲ ହସ୍ପିଟାଲରେ ରିପୋର୍ଟ କରିବେ ବୋଲି ଆଦେଶ ଦିଆଯାଇଛି। ଏଥିସହ ବିନା … Read More

କୋଭିଡ୍୧୯: କେନ୍ଦ୍ରାପଡ଼ାରେ ଫସି ରହିଛନ୍ତି ଇଟାଭାଟି ଶ୍ରମିକ, ଉଦ୍ଧାର ପାଇଁ ନିବେଦନ

କେନ୍ଦ୍ରାପଡା଼,୨୬/୩:କରୋନାକୁ ନେଇ ସମଗ୍ର ଦେଶରେ ଏବେ ଲକ୍‌ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଶହ ଶହ ସଂଖ୍ୟାର ଶ୍ରମିକ ଫସି ରହିଛନ୍ତି । ଫସି ରହିଥିବା ଏହି ଶ୍ରମିକମାନେ ନିଜ ଘରକୁ ଫେରି ଯିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାଁନ୍ତି । … Read More