#covid19 update: ୧୯୬ ଦେଶ, ୪ଲକ୍ଷ୧୬ ହଜାର୬୮୬ ଆକ୍ରାନ୍ତ, ଭାରତରେ ୬୩୩ ପଜିଟିଭ୍, ୧୬ ମୃତ
ଭୁବନେଶ୍ଵର, (ଓଟି): ବିଶ୍ଵର ୧୯୬ ଦେଶ ଏବେ କରୋନା କବଳିତ। ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ୧୬ ହଜାର୬୮୬ରୁ ଅଧିକ। ଏମାନେ ବିଭିନ୍ନ କୋଣରେ ଚିକିତ୍ସିତ। ବିଗତ ଡିସେମ୍ବରରେ ଚୀନରେ ସୃଷ୍ଟି ହୋଇଥିବା ଏହି ଭୁତାଣୁ ଦ୍ଵାରା ବିଶ୍ଵର ୧୮୫୮୯ ଜଣ ପ୍ରାଣ … Read More











