ୟୁନିଟ୍-୪ ମାଛ ମାର୍କେଟ୍‌ ପଟେଲ୍‌ ମାର୍ଗରେ

ଭୁବନେଶ୍ଵର, (ଓଟି): କରୋନା ମହାମାରୀକୁ ରୋକ୍‌ ଦେବା ଲାଗି ଓଡ଼ିଶା ସରକାର ଅନେକ ପଦକ୍ଷେପ ନଇେଛନ୍ତି। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ଵକୁ ଏଠାରେ ଗୁରୁତ୍ଵ ଦିଆଯାଉଛି। ଏଥିଲାଗି ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରିତ ରହିଛି ବୋଲି ଜଣାପଡ଼ିଛି। ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନ୍‌ … Read More

କରୋନା ଅପ୍‌ଡେଟ୍‌: ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି ୭ ଲୋକ, ୧୮ ତାରିଖରେ ଦୁବାଇରୁ ଫେରିଥିଲେ,

ଭୁବନେଶ୍ଵର, (ଓଟି): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚିଛି। ଚତୁର୍ଥ ରୋଗୀଙ୍କୁ ମଙ୍ଗଳବାରଦିନ ଚିହ୍ନଟ କରାଯାଇଛି। ସେ ଜଣେ ୨୯ ବର୍ଷୀୟ ଓଡ଼ିଆ ପ୍ରଫେସନାଲ୍‌ ଏବଂ ୧୮ ତାରିଖରେ ଦୁବାଇରୁ ଫେରିଥିଲେ ବୋଲି ରାଜ୍ୟ କୋଭିଡ୍‌-୧୯ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ … Read More

#କୋଭିଡ୍-୧୯: ହୋମ୍ କ୍ୱାରେଣ୍ଟାଇନରେ ରୁହ, ସେଲ୍ଫି ପଠାଅ

ବେଙ୍ଗାଲୁରୁ (ଓଟି): ମହାମାରୀ କରୋନା ଚିନ୍ତା ସବୁଠି ବଢ଼ିଛି। ଏଥିପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଜନତାଙ୍କୁ ବାରମ୍ବାର ସତର୍କ ଓ ସଚେତନତା କରାଉଛନ୍ତି। କିନ୍ତୁ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଲୋକେ ନିୟମ ନ ମାନି ବାହାରେ ବୁଲୁଥିବା ବିଭିନ୍ନ … Read More

ଜୁନ୍ ଯାଏଁ ଖରା ପ୍ରକୋପ

ଭୁବନେଶର(ଓଟି): ରାଜ୍ୟରେ ଗରମ ଧୀରେ ଧୀରେ ବଢ଼ିବାରେ ଲାଗିଛି। ମୋଟାମୋଟି ଚଳିତ ବର୍ଷ ତାତିର ଅବଧି କମ୍‌ ଓ ପ୍ରକୋପ ଅଧିକ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି। ଅନ୍ୟପକ୍ଷରେ ଆଜିଠାରୁ ତାତିର ମାତ୍ରା ବଢ଼ିବ ବୋଲି କୁହାଯାଇଛି। ଏହାର … Read More

ରୋଷେଇ ଗ୍ୟାସ୍ ଦର ଖସିଲା

ନୂଆଦିଲ୍ଲୀ (ଓଟି): ସାରା ଦେଶ ଲକ୍‌ଡାଉନ୍‌ରେ ରହିଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ୨୧ ଦିନିଆ ଲକ୍‌ଡାଉନ୍ ଜାରି ରହିଛି। କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଉପଲବ୍ଧ ହେଉଛି। ଏଭଳି ସ୍ଥିତିରେ ରନ୍ଧନ ଗ୍ୟାସ୍‌ ଦର କମିବା ଲୋକଙ୍କ … Read More

#କୋଭିଡ୍-୧୯: ଟେଷ୍ଟିଂ କିଟ୍ ପାଇଁ କେନ୍ଦ୍ରକୁ ଦାବି

ଭୁବନେଶ୍ୱ(ଓଟି): ମହାମାରୀ କରୋନାର ସ୍ଥିତି ଓ ସେମ୍ପର୍କିତ କାର୍ଯ୍ୟାବଳୀର ସମୀକ୍ଷା କରାଯାଇଛି। ରାଜ୍ୟ ଲୋକସେବା ଭବନରେ ଏହି ସମୀକ୍ଷା ବୈଠକ ହୋଇଥିବାବେଳେ କେନ୍ଦ୍ରକୁ ବିଭିନ୍ନ ଦାବି ରଖିଛି ରାଜ୍ୟ। ବିଶେଷକରି କରୋନା ପରୀକ୍ଷା ପାଇଁ କିଟ୍‌ ଯୋଗାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି … Read More

#କୋଭିଡ୍-୧୯: ସ୍ଥଗିତ ରହିଲା ‘ଜେଇଇ ମେନ୍’

ଭୁବନେଶ୍ୱର (ଓଟି): ମହାମରୀ କରୋନା ପାଇଁ  ଜେଇଇ ମେନ୍‌ ସ୍ଥଗିତ ରହିଛି। ସୁରକ୍ଷା ଓ ସତର୍କ ଦୃଷ୍ଟିରୁ ଏହାକୁ ପ୍ରାୟ ଦେଢ଼ମାସରୁ ଅଧିକ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ସ୍ଥିତି ଅନୁସାରେ ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଇଛି। ସମ୍ପ୍ରତି ସମଗ୍ର ଦେଶ … Read More

#କୋଭିଡ୍-୧୯: ପୁରୁଣା ରୋଗୀଙ୍କ ରକ୍ତରେ ସଫଳ ଚିକିତ୍ସା

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କରେ ବିଶ୍ଵ କବଳିତ ଆଉ ଚିନ୍ତିତ। ଏଥିପାଇଁ ଠିକଣା ଔଷଧ ବାହାରି ପାରିନି। ତେବେ କେତେକ ବିଶେଷଜ୍ଞ ବିଭିନ୍ନ ପଦ୍ଧତି ଅବଲମ୍ବନ କରି ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରି ବେଶ୍‌ ସଫଳ ହେଉଥିବା ଖବର ଜଣାପଡ଼ିଛି। … Read More

ଆଜି ଓଡ଼ିଶା ଦିବସ ନା ଉତ୍କଳ ଦିବସ!

ଏହା ଏକ ଜଟିଳ ପ୍ରଶ୍ନ- ଆଜି ଉତ୍କଳ ଦିବସ ନା ଓଡ଼ିଶା ଦିବସ? ଏ ପ୍ରଶ୍ନ ଆଜିକାଲିର ଯୁବାବର୍ଗଙ୍କୁ ପଚାରିଲେ ତାହାର କିଛି ଉତ୍ତର ନମିଳିପାରେ କିନ୍ତୁ ପୁରୁଣା ବର୍ଗଙ୍କୁ ପଚାରିଲେ ସେମାନଙ୍କ ମନରେ ଦ୍ଵନ୍ଦ୍ଵ ଆସିବା ସ୍ଵଭାବିକ। କେହି ଏଥିଲାଗି … Read More

#କୋଭିଡ୍-୧୯: ଭଦ୍ରକ ପୁରୁଣା ବଜାର ସିଲ୍

ଭୁବନେଶ୍ୱର (ଓଟି): ଓଡ଼ିଶାରେ ଚତୁର୍ଥ କୋରୋନା ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଛି। ଫଳରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଏଥିସହ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହିକ୍ରମରେ ଭଦ୍ରକ ପୁରୁଣା ବଜାରକୁ … Read More