ସିବିଏସ୍ଇର ଘୋଷଣା: ଅଷ୍ଟମ ଯାଏ ସବୁପିଲା ପାସ୍

ନୂଆଦିଲ୍ଲୀ (ଓଟି): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇଥିବାବେଳେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସର୍ତ୍ତମୂଳକ ପ୍ରମୋସନ ଆଦେଶ ଦିଆଯାଇଛି। କେନ୍ଦ୍ର ମାନବ … Read More

କରୋନା ପ୍ରତିହତ ପାଇଁ ନୂଆ ଆଶା

ନୂଆଦିଲ୍ଲୀ (ଓଟି): ନେଟଫ୍ଲିକ୍ସ ଡକ୍ୟୁମେଣ୍ଟାରୀ ପାଣ୍ଡେମିକ୍ ସହ ଆଲୋଚନା କରିବା ପାଇଁ ଆସିଥିବା ଆମେରିକୀୟ ବୈଜ୍ଞାନିକ ଡକ୍ଟର ଯାଦବ ଗ୍ଲାନଭିଲେ ଦାବି କରିଛନ୍ତି ଯେ କରୋନା ଭାଇରସ୍‌କୁ ପ୍ରତିହତ ପାଇଁ ସେ ଉପାୟ ପାଇଛନ୍ତି। ସେ କହିବା ଅନୁସାରେ ସାର୍ସ SARS … Read More

#କୋଭିଡ୍-୧୯: ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ମୋଦୀ

ନୂଆଦିଲ୍ଲୀ (ଓଟି): ବ୍ୟାପିବାରେ ଲାଗିଛି କରୋନା ସଂକ୍ରମଣ। କେନ୍ଦ୍ର ସରକାର ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନେବା ଫଳରେ ସ୍ଥିତି ଅନ୍ୟ ତୁଳନାରେ ନିୟନ୍ତ୍ରଣରେ ରହିଛି। ସେହିପରି ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏନେଇ ସଜାଗ ଓ ସତର୍କ ରହିଛନ୍ତି। … Read More

#କୋଭିଡ୍-୧୯: ରାଜ୍ୟ ସରକାରଙ୍କ ୨ ହସ୍ପିଟାଲ୍ ପ୍ରସ୍ତୁତ

ଭୁବନେଶ୍ଵର (ଓଟି): ଦ୍ଵୈତନଗରୀ ଭୁବନେଶ୍ଵର-କଟକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁବନ୍ଧିତ ଦୁଇଟି କୋଭିଡ୍‌ ହସ୍ପିଟାଲ ବର୍ତ୍ତମାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି। ମୋଟ ୬୫୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲ ଦୁଇଟି କରୋନା ସଂକ୍ରମିତଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ବର୍ତ୍ତମାନ ପ୍ରସ୍ତୁତ। ଏନେଇ … Read More

କରୋନା: ୨୦୬ ଦେଶ, ୮ଲକ୍ଷ ୨୮ହଜାର ଆକ୍ରାନ୍ତ, ୪୧ ହଜାର ମୃତ

ନୂୖାଦିଲ୍ଲୀ, (ଓଟି): କରୋନା ନିଆଁରେ ସାରା ବିଶ୍ଵ ଜଳୁଛି। ଦ୍ଵିତୀୟ ବିଶ୍ଵଯୁଦ୍ଧଠାରୁ ଏହା ଅଧିକ ମାରାତ୍ମକ ହୋଇ ଏବେ ୨୦୬ ଦେଶକୁ ଆକ୍ରାନ୍ତ କରିଛି। ଗୋଟିଏ ଦିନରେ ପ୍ରା୍ର ୮୦ ହଜାର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଶ୍ଵସ୍ଵାସ୍ଥ୍ୟ ସଂଗଠନ … Read More

ତବ୍‌ଲିଘି ଜମାତ୍‌ ଯାଇଥିବା ୩୮୯ କରୋନା ପଜିଟିଭ୍‌, ୨୦୦୦ ହସ୍‌ପିଟାଲ୍‌ରେ

ଭୁବନେଶ୍ଵର, (ଓଟି): ଭାରତରେ କରୋନା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମହାମାରୀ ବ୍ୟାପିଥିବା ସମୟରେ ଏକ ଧାର୍ମିକ ସମାବେଶ ଦେଶକୁ ବିପଦ ମୁହଁକୁ ଠେଲି ଦେଇଛି ।ଏହି ସମାବେଶରେ ଯୋଗ ଦେଇଥିବା ୨ହଜାରରୁ ଅଧିକ ଲୋକଙ୍କୁ ହସ୍‌ପିଟାଲ୍‌ରେ କରୋନା ସନ୍ଦିଗ୍ଧ ଭାବେ … Read More

ରାଜ୍ୟରେ ବଢ଼ିଲା କୋଭିଡ ୧୯ ସଂକ୍ରମଣ ସଂଖ୍ୟା: ଭୁବନେଶ୍ଵରରେ ୫ମ କରୋନା ରୋଗୀ

ଭୁବନେଶ୍ଵର, (ଓଟି): ଲଗାତାର ଦୁଇଦିନରେ ଦୁଇଜଣ କରୋନା ରୋଗୀଙ୍କୁ ଓଡ଼ିଶାରେ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି। ଏକ ବାର୍ତ୍ତାରେ ସ୍ଵାସ୍ଥ୍ୟ ବିଭାଗ … Read More

ତବ୍‌ଲିଘି ଜମାତ୍‌ ଯାଇଥିବା 22 ଓଡ଼ିଶାରେ ଚିହ୍ନଟ: ପରୀକ୍ଷା ପାଇଁ ନିଆଗଲା ସାମ୍ପଲ୍‌

ଭୁବନେଶ୍ଵର, (ଓଟି): ଦେଶରେ କୋଭିଡ୍‌ କରୋନା ସଙ୍କଟକୁ ବଢ଼ାଇଦେଇଥିବା ଦିଲ୍ଲୀର ତବ୍‌ଲିଘି ଜମାତ୍‌ରୁ ଓଡ଼ିଶାକୁ ଅନେକ ଫେରିଛନ୍ତି। ସେମାନଙ୍କ ଭିତରୁ ୨୨ ଜଣଙ୍କୁ ପ୍ରଶାସନ ଠାବ କରିବାରେ ସକ୍ଷମ ହୋଇଛନ୍ତି। ଏହି ୨୦ ଜଣଙ୍କୁ ସ୍ଵତନ୍ତ୍ର ଭାବେ ରଖାଯାଇଛି ଏବଂ ସେମାନଙ୍କ … Read More

ମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ଓ ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ଖୋଲା ଚିଠି: ‘ଉତ୍କଳ ଦିବସ’କୁ ‘ଓଡ଼ିଶା ଦିବସ’ କିଆଁ?

ଭୁବନେଶ୍ଵର, (ଓଟି): ସାରା ଦେଶରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା। ଆଜି ସେହି ଦିନକୁ ୮୪ ବର୍ଷ ବିତିଛି। ସ୍ଵତନ୍ତ୍ର ରାଜ୍ୟ ଭାବେ ଗଠନ ହେବା ଦିନଠାରୁ ଏହି ଦିନଟିକୁ ସ୍ମରଣୀୟ କରିବା ତଥା ଆମର ପୂର୍ବପୁରୁଷଙ୍କ … Read More

ସ୍ଥିତି ବଦଳାଉଛି ନିଜାମୁଦ୍ଦିନ୍‌ ମରକାଜ୍‌, ଓଡ଼ିଶାରେ ବ୍ରହ୍ମ ବରଦା ହୋଇପାରେ ହଟ୍‌ସ୍ପଟ୍‌

ଭୁବନେଶ୍ଵର, (ଓଟି): ଭାରତରେ କରୋନା ସଂକ୍ରମଣ ଚିତ୍ରକୁ ରାତାରାତି ବଦଳାଇଛି ନିଜାମ୍ମୁଦିନ୍‌ ମର୍‌କାଜ୍‌। କିଛି ଘଣ୍ଟା ଭିତରେ ନିଜାମୁଦ୍ଦିନ ଅଞ୍ଚଳ ଦିଲ୍ଲୀର କରୋନା ହଟ୍‌ସ୍ପଟ୍‌ରେ ବଦଳିଯାଇଛି। ଏଠାରେ ଥିବା ତବ୍‌ଲିଗି ଜମାତ୍‌ର ଅନ୍ତେବାସୀଙ୍କଠାରେ କରୋନା ସଂକ୍ରମଣ ଆଶଙ୍କାକୁ ଦେଖି କେନ୍ଦ୍ର ସରକାରଙ୍କ … Read More