ରେଳ ଡିବାରେ ହେବ କରୋନା ଚିକିତ୍ସା: ପୂର୍ବତଟ ରେଳପଥର ୨୬୧ କୋଚ୍ ହେବ ରୂପାନ୍ତରଣ

ଭୁବନେଶ୍ଵର, (ଓଟି): କୋଭିଡ଼୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସରକାର ରେଳ ଡିବାରେ କରୋନା ଚିକିତ୍ସା କରାଇବା ଲାଗି ମନସ୍ଥ କରିଛନ୍ତି। ଏହାଦ୍ଵାରା ଦେଶରେ ଡାକ୍ତରଖାନା ଶଯ୍ୟା ସମସ୍ୟା ଦୂର ହୋଇପାରିବ। ଯଦି ନିଆଯାଉଥିବା ପ୍ରତିରୋଧମୂଳକ ପଦକ୍ଷେପଗୁଡ଼ିକ କାମ ନକରେ ତେବେ … Read More

କୋଭିଡ୍‌-୧୯: ପଚାଶ ହଜାର ସାମ୍ପଲ୍‌ ପରୀକ୍ଷା ପାଇଁ ଓଡ଼ିଶା ହେଉଛି ସଜବାଜ, 3 ନୂଆ ପରୀକ୍ଷଣ କେନ୍ଦ୍ର ପାଇଁ ମିଳିଲା ଅନୁମତି

ଭୁବନେଶ୍ଵର, (ଓଟି): ନିଜର ଦୂରଦୃଷ୍ଟି ଓ କଠୋର କାର୍ଯ୍ୟାନୁଷ୍ଠାନ ଓ ପୂର୍ବ ପ୍ରସ୍ତୁତି ହେତୁ ଓଡ଼ିଶାରେ କରୋନା ଭାଇରସ୍‌ ଡିଜିଜ୍‌ ୨୦୧୯ ( କୋଭିଡ-୧୯) ର ବ୍ୟାପକ ପ୍ରଭାବ ପଡ଼ିପାରି ନାହିଁ। ତଥାପି ରାଜ୍ୟ ମାଟିରୁ ଭୟ ଛାଡ଼ି ନାହିଁ । … Read More

ଓଡ଼ିଶାରେ ମିଳୁନି ନିଜାମୁଦ୍ଦିନ୍‌ ସଂକ୍ରମଣ

ଭୁବନେଶ୍ଵର, (ଓଟି): ଦେଶରେ ନିଜାମୁଦ୍ଦିନ ତବଲିଗି ଜମାତ୍‌ ଆତଙ୍କ ଖେଳାଇଥିବାବେଳେ ଓଡ଼ିଶା ସେଥିରୁ ବର୍ତ୍ତି ଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଆଦେଶ ପାଇବା ପରେ ରାଜୃ ପୁଳଇସ ନିଜାମ୍ମୁଦ୍ଦିନ ଯାଇଥିବା ଓଡ଼ିଶାର ୨୭ଜଣଙ୍କୁ ଠାବ କରିଥିଲେ। ସେମାନଙ୍କ ଭିତରେ ୭ ଜଣ ବିଦେଶୀ … Read More

ତବଲିଗି ଜମାତ୍‌ ମାମଲା: ୯୬୦ ବିଦେଶୀଙ୍କୁ ବ୍ଲାକ୍‌ଲିଷ୍ଟ

ଭୁବନେଶ୍ଵର, (ଓଟି):ଏକ ଜରୁରୀକାଳୀନ ସ୍ଥିତିରେ ଭାରତର ଆଇନକୁ ଉଲ୍ଲଂଘନ କରିବଥିବା ଅଭିଯୋଗରେ ୯୬୦ ଜଣ ବିଦେଶୀ ନାଗରିକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭାରତର ଗୃହ ମନ୍ତ୍ରଣାଳୟ। ପର୍ଯ୍ୟଟନ ଭିସାରେ ଆସି ନିଜାମୁଦ୍ଦିନ ତବଲିଗି ଜାମାତରେ ଯୋଗ ଦେଇଥିବା ଏହି … Read More

କୋଭିଡ୍‌୧୯: କରୋନା ଭୟରେ ସୂର୍ଯ୍ୟନଗର ସିଲ୍‌, ଜାଣନ୍ତୁ ୫ମ ରୋଗୀ କିଏ

ଭୁବନେଶ୍ଵର, (ଓଟି): କରୋନା ସଂକ୍ରମିତଙ୍କୁ ସାମାଜିକ ପ୍ରତିବନ୍ଧକରୁ ମୁକ୍ତ କରିବା ପାଇଁ ପରିଚୟ ପ୍ରଘଟ ନକରିବାକୁ ନୈତିକ ଦାୟତ୍ଵ ଥିଲେ ମଧ୍ୟ ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ପକ୍ଷରୁ ଜନସ୍ଵାର୍ଥକୁ ଆଖିରେ ରଖି ପରିଚୟ ପ୍ରଘଟ କରାଯାଇଛି । ୟୁନିଟ୍‌୭ ସୂର୍ଯ୍ୟନଗର ଅଞ୍ଚଳରେ … Read More

#କୋଭିଡ୍-୧୯: କଟକଣା ଭଙ୍ଗ ନେଇ ୨୪୫ ମାମଲା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶ ରହିଛି ଲକ୍‌ଡାଉନ୍‌ରେ। ସବୁ ରାଜ୍ୟ ସରକାର ମଧ୍ୟ ଜନତାଙ୍କ ସୁରକ୍ଷା ପାଇଁ ଲଗାଇଛନ୍ତି କଡ଼ା କଟକଣା। ତେବେ ଯେତେ ସଚେତନତା କଲେ ମଧ୍ୟ ବିଭିନ୍ନ ସ୍ଥାନରେ ଅନେକ ଲୋକ ନିୟମ ମାନୁନଥିବା ଅଭିଯୋଗ … Read More

#କୋଭିଡ୍-୧୯: ସଜାଗ ଭାରତୀୟ ସେନା, ପ୍ରସ୍ତୁତ କଲେ ୯ ହଜାର ବେଡ୍

ନୂଆଦିଲ୍ଲୀ(ଓଟି): ମହାମାରୀ କରୋନା ଆତଙ୍କ ଭିତରେ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି ଭାରତୀୟ ସେନା। କରୋନା ଚିକିତ୍ସା ପାଇଁ ସେନା ବାହିନୀ ପ୍ରସ୍ତୁତ କରିଛନ୍ତି ୯ ହଜାର ବେଡ୍। ଏଥିସହ ୮୫୦୦ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତା ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରିକି … Read More

କୋଭିଡ୍‌୧୯: ୨୪ ଘଣ୍ଟାରେ ୩୨୮ ନୂଆ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଟି): ଗତ ୨୪ ଘଣ୍ଟା ଭିତରେ ଭାରତରେ କରୋନା ପଜିଟିଭ୍‌ ସଂଖ୍ୟା ୩୨୮ରେ ପହଞ୍ଚିଛି। ଏହାଦ୍ଵାରା ସମୁଦାୟ ସଂଖୃା ୧୯୬୫ ହୋଇଛି ବୋଲଇ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି। ଏ ଭିତରେ ୧୫୧ଜଣ ସୁସ୍ଥ ହୋଇ … Read More

#କୋଭିଡ୍-୧୯: ମୁକାବିଲା ପାଇଁ ସରକାରୀ ଆପ୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ସବୁଠି ଭୟ ଓ ଆଶଙ୍କା। ତେବେ ଜନତାଙ୍କ ସୁରକ୍ଷା ପାଇଁ ସରକାର ଗୋଟିଏ ପରେ ଗୋଟିଏ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସମସ୍ତଙ୍କ ସହଯୋଗରେ ଓ ସତର୍କ ରହିବା ଦ୍ଵାରା ଏହି ମାରାତ୍ମକ ଭୂତାଣୁକୁ ଭାରତରେ … Read More

#କୋଭିଡ୍-୧୯: ଗଣମାଧ୍ୟମକୁ ତାଗିଦ୍‌ କଲେ ଏସ୍‌ସି

ନୂଆଦିଲ୍ଲୀ (ଓଟି): କରୋନା ମହାମାରୀ ସମ୍ପର୍କରେ ପ୍ରମାଣବିହୀନ ଖବର ପ୍ରସାରଣ କରନାହିଁ। ଏଥିପ୍ରତି ଯଥେଷ୍ଟ ସତର୍କ ରହୁ। ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଏଭଳି ପରାମର୍ଶ ଦେଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ। ଏଥିସହ ଉତ୍ତର ଦାୟିତ୍ୱବୋଧତା ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, … Read More