ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌

ଭୁବନେଶ୍ଵର, (ଓଟି): ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେ ଅଧିକାଂଶ ସମୟ ଦିଲ୍ଲୀ ଯାତ୍ରା କରନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। କଟକ ଏସ୍‌ସିବି ମେଡିକାଲ୍‌ କଲେଜରେ ତାଙ୍କୁ ଠାବ କରାଯାଇଛି।  ଏନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ପ୍ରଦାନ … Read More

ସନ୍ଧ୍ୟା ୮ଟାରୁ ରବିବାର ସନ୍ଧ୍ୟା ୮ଟା ଯାଏ ସବୁ ବନ୍ଦ, ଘରୁ ବାହାରିଲେ ପୁଲିସ ଟେକିନେବ

ଭୁବନେଶ୍ଵର, (ଓଟି): ଆଜି ରାତି ଆଠଟାରୁ ଭୁବନେଶ୍ଵର ଓ ଭଦ୍ରକରେ ସମ୍ପୂଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି ସମୟରେ ଗ୍ରେସେରୀ ଦୋକାନଠୁ ଆରମ୍ଭ କରି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୀ ବନ୍ଦ ରହିବ। ମେଡିସିନ୍‌ ଦୋକାନକୁ ଜିଲ୍ଲା ପ୍ରଶାସନ ଚାହିଁଲେ ଖୋଲିବାକୁ … Read More

ଓଡ଼ିଶାରେ ୨ କରୋନା ଆକ୍ରାନ୍ତ ସୁସ୍ଥ: ଏବେ ୩ ରୋଗୀଙ୍କ ଦେହରେ ସକ୍ରିୟ

ଭୁବନେଶ୍ଵର, (ଓଟି): ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ ଘୋଷଣା କରି ଘରକୁ ଫେରାଇଛି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ। ସେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ୨୪ ଘଣ୍ଟା ଭିତରେ ତାଙ୍କର ଦ୍ଵିତୀୟ ସାମ୍ପଲ୍‌ ରିପୋର୍ନେଟ କରୋନା ଗେଟିଭ୍‌ ଆସିବା ପରେ … Read More

କରୋନା ବଢ଼ାଉଛି ନ୍ୟୁଜ୍‌ ଦର୍ଶକ, ବିଶ୍ଵାସ ହରାଇଛି ନ୍ୟୁଜ୍‌ ସେଭେନ୍‌, ଓଟିଭି ଅପ୍ରତିଦ୍ଵନ୍ଦ୍ଵୀ

ଭୁବନେଶ୍ଵର, (ଓଟି): ରାଜ୍ୟ ଟେଲିଭିଜନ୍‌ ନ୍ୟଜ୍‌ ଦର୍ଶକ ସଂଖ୍ୟାରେ ଅଭୁତପୂର୍ବ ବୃଦ୍ଧି ଘଟିଛି। ଯେଉଁ ପରିମାଣର ଦର୍ଶକ କେବେ ଓଡ଼ିଆ ନ୍ୟୁଜ୍‌ ଟିଭି ଦୁନିଆ ଦେଖି ନଥିଲା ତାହା ହୋଇଛି। ଟେଲିଭିଜନ୍‌ ଦର୍ଶକ ଆକଳନ କରୁଥିବା ବ୍ରଡ୍‌କାଷ୍ଟ ଅଡିଏନ୍ସ ରିସର୍ଚ କାଉନ୍ସିଲ … Read More

କରୋନା ମୁକାବିଲା ପାଇଁ ଉତ୍ସାହ ବଢ଼ାଇଲେ ପ୍ରଧାନମନ୍ତ୍ରୀ: ଏପ୍ରିଲ୍‌୫ ରାତି ୯ଟାରେ ୯ ମିନିଟ୍‌ ଦୀପଦାନ ପାଇଁ ଆହ୍ବନ

ଭୁବନେଶ୍ଵର, (ଓଟି): ପ୍ରଧାନମନ୍ତ୍ରୀ ମୋଦି ପୁଣିଥରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଦେଶବାସୀ ଯେଉଁପରି ଭାବେ ଲକ୍‌ଡାଉନ୍‌କୁ ସଫଳ କରିଛନ୍ତି ତାହାକୁ ପ୍ରଶଂସା କରିବା ସହ ଲୋକଙ୍କ ମନୋବଳ ବୃଦ୍ଧି ଓ ଉତ୍ସାହ ବୃଦ୍ଧି ପାଇଁ ଆଉ ଏକ ଆହ୍ବାନ ଦେଇଛନ୍ତି। ଯେତେବେଳେ … Read More

କରୋନା ପରୀକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରୁ ଗଲା ୩୪ ସ୍ୱାବ ଓ ରକ୍ତ ନମୁନା

କେନ୍ଦ୍ରାପଡା଼:କେନ୍ଦ୍ରପଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଜାଣିବା ପାଇଁ ଜିଲ୍ଲାରୁ ଗତ ୧ ତାରିଖରେ ମୋଟ ୩୪ ଜଣ ସନ୍ଦିଗ୍ଧଙ୍କ ସ୍ୱାବ ଓ ରକ୍ତ ନମୁନା ପରିକ୍ଷା ପାଇଁ ପଠା ଯାଇଛି । ନିଜାମ୍ମୁଦ୍ଦିନ ଧର୍ମ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ରାପଡ଼ା ଜିଲ୍ଲାର … Read More

ଲକ୍‌ଡାଉନ୍‌: କେନ୍ଦ୍ରାପଡ଼ା କୁଷ୍ଠ ପଲ୍ଲୀରେ ଖାଦ୍ୟ ବାଂଟିଲେ ଶିକ୍ଷକ

କେନ୍ଦ୍ରାପଡା଼,(ଓଟି):କରୋନା ଆତଙ୍କ ଯୋଗୁ ସମଗ୍ର ଦେଶରେ ଲକ ଡାଉନ ହୋଇଥିବା ଯୋଗୁ କେନ୍ଦ୍ରାପଡ଼ା ସହର ନିକଟସ୍ଥ ପାଣ୍ଡିରି ଠାରେ ଥିବା କୁଷ୍ଠ ପଲ୍ଲୀର ଅନ୍ତେବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । କୁଷ୍ଠପଲ୍ଲୀର ଅନ୍ତେବାସୀମାନେ ପ୍ରତିଦିନ ଭିକ୍ଷା କଲେ ପେଟକୁ ଦାନା … Read More

କରୋନା ମୁକାବିଲା ପାଇଁ ଟିକ୍‌ଟକ୍ ଦେଲା ୧୦୦କୋଟି

ଭୁବନେଶ୍ଵର, (ଓଟି) :ଭାରତରେ କରୋନା ମୁକାବିଲା ପାଇଁ ଟିକ୍‌ଟକ୍ କମ୍ପାନୀ ସାହାଯ୍ୟର ହାତ ବଢାଇଛି । ଟକ୍‌ଟକ୍ କମ୍ପାନୀ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ମେଡ଼ିକାଲ ଉପକରଣ ପ୍ରଦାନ କରିଛି । ଏହି ଉପକରଣ ମଧ୍ୟରେ ରହିଛି ୪ଲକ୍ଷ ପ୍ରତିରକ୍ଷା … Read More

#coronaworldupdates: ଜାଣନ୍ତୁ ବିଶ୍ଵରେ କରୋନା ସ୍ଥିତି

ଭୁବନେଶ୍ଵର,(ଓଟି): ସାରା ବିଶ୍ଵରେ କରୋନା ଆତଙ୍କ ବଢ଼ିବାରେ ଲାଗିଛି। ଏଯାଏ ବିଶ୍ଵର ୨୦୬ ଦେଶ ଏଥିରେ ଆକ୍ରାନ୍ତ ହୋଇଛନ୍ତି। କୌଣସି ଓଷଧ ବା ଟୀକା ଏଯାଏ ଆବିଷ୍କାର ହୋଇନି। କେବଳ ପ୍ରତିଶେଧକ ମୂଳକ ପଦକ୍ଷେପ ଗ୍ରହଣ କରି ଏହାକୁ ରୋକିବାଲାଗି ବିଶ୍ଵ … Read More

#covid19updates: ଭାରତରେ ୨୫୪୩, ମହାରାଷ୍ଟ୍ରରେ ସର୍ବାଧିକ ୪୨୩

ଭୁବନେଶ୍ଵର, (ଓଟି): ସମଗ୍ର ଭାରତରେ ନିଆଁପରି ବଢ଼ି ଚାଲିଛି କରୋନା ଭାଇରସ୍‌ ଡିଜିଜ୍‌ ୨୦୧୯ ବା କୋଭିଡ୍‌୧୯। ସର୍ବଶେଷ ତଥ୍ୟ ଅନୁସାରେ ଏଯାଏ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୪୩ ରହିଛି। ଗତ ୨୪ ଘଣ୍ଟା ଭିତରେ ୫୦୦ରୁ ଅଧିକ ନୂଆ କରୋନା … Read More