ଉତ୍କଳ ଦିବସ: ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର (ଓଟି): ନିରାଡ଼ମ୍ବର ଭାବେ ପାଳନ ହୋଇଯାଇଛି ଉତ୍କଳ ଦିବସ। ମହାମାରୀ କରୋନା ଆତଙ୍କରୁ ବିଶେଷ କାର୍ଯ୍ୟକ୍ରମ କରାଯାଇନାହିଁ। ତେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ ଜରିଆରେ ରାଜ୍ୟବାସୀଙ୍କୁ ଅଭିନନ୍ଦନ … Read More











