#OdishaFightsCorona: ରାଜ୍ୟରେ ଆହୁରି ୪୨ ନିଜାମୁଦ୍ଦିନ ଫେରନ୍ତା, ସମୁଦାୟ ସଂଖ୍ୟା ୭୦

ଭୁବନେଶ୍ଵର, (ଓଟି): ଦିଲ୍ଲୀ ନିଜାମୁଦିନ୍‌ସ୍ଥିତ ତବ୍‌ଲିଗି ଜମାତ୍‌ରେ ଧାର୍ମିକ ସଭା ସଂସ୍ପର୍ଶରେ ଆସିଥିବା ଆହୁରି ୪୨ଜଣଙ୍କୁ ରାଜ୍ୟ ସରକାର ଚିହ୍ନଟ କରିଛନ୍ତି। ସେମାନେ ସ୍ଵତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ରକ୍ଷା କରି ରାଜ୍ୟ ସରକାରଙ୍କୁ ନିଜ ବାବଦରେ ଜଣାିଛନ୍ତି ବୋଲି … Read More

ଆଇସିୟୁରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଭୁବନେଶ୍ୱର,(ଓଟି)ଷ:ପ୍ରାୟ ଏକ ସପ୍ତାହ ପୂର୍ବେ କରୋନା ଭାଇରସରେ ଆକ୍ରାନ୍ତ ହେବା ପରେ ବ୍ରିଟିସ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଲଣ୍ଡନ ସ୍ଥିତ ସେଂଟ ଥୋମାସ ଡାକ୍ତରଖାନା ଆଇସିୟୁରେ ଭର୍ତୀ ହୋଇ ଚିକିତ୍ସିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ଭାଇରସରେ ସଂକ୍ରମିତ … Read More

#OdishaFightsCorona: ଭୁବନେଶ୍ଵରରେ ଆଉଜଣେ କରୋନା ରୋଗୀ, ଏଥର ମଧୁସୂଦନ ନଗର

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ଆଜି ଦୁଇଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୪୨ରେ ପହଞ୍ଚିଛି। ଏହି ଦୁଇଜଣଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୭୨ ବର୍ଷ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି।  ଝାରପଡ଼ାର ଏହି … Read More

#OdishaFightsCorona: ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ, ୨ ଦିନ ତଳେ ଆସିଥିଲେ ହସ୍‌ପିଟାଲ୍‌

ଭୁବନେଶ୍ଵର, (ଓଟି): ଭୁବନେଶ୍ଵରରେ ପ୍ରଥମ କରୋନା ମୃତ୍ୟୁ ହୋଇଛି। ସେ ଜଣେ ୭୨ ବର୍ଷୀୟ ପୁରୁଷ। ତାଙ୍କ ଘର ଝାରପଡ଼ା ଅଞ୍ଚଳରେ। ଛାତି ଯନ୍ତ୍ରଣା ହେତୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁଇଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ସ୍ଵାସ୍ଥ୍ୟ … Read More

#IndiaFightsCorona: ନବୀନଙ୍କ ପରେ କେଜ୍ରିୱାଲ୍‌ ଘୋଷଣା କଲେ ୫ଟି, କିନ୍ତୁ କରୋନା ମୁକାବିଲା ପାଇଁ

ଭୁବନେଶ୍ଵର, (ଓଟି): କରୋନା ରୋଗର ମୁକାବିଲା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍‌ ଆଜି ୫-ଟି ମନ୍ତ୍ର ଉଚ୍ଚାରଣ କରିଛନ୍ତି। ଲୋକଙ୍କୁ ଆବଶ୍ୟକ ସମୟରେ ଜରୁରୀ ସୁବିଧା ଉପଲବ୍ଧ କରାଇ କରୋନା ସହ ଲଢ଼ିବା ଲାଗି ଏହି ମନ୍ତ୍ର ସହାୟକ ହେବ ବୋଲି … Read More

କେନ୍ଦ୍ରାପଡ଼ା ଜିଲ୍ଲାକୁ ଫେରିଲେ ୮୮୬୦

କେନ୍ଦ୍ରାପଡ଼ା,(ଓଟି): ଦେଶର ବିଭିନ୍ନ ଅଞ୍ଚଳ ଏବଂ ଦେଶ ବାହାରେ ଥିବା ପ୍ରାୟ ୧୦ ହଜାର ଲୋକ ଏବେ କେନ୍ଦ୍ରାପଡ଼ା ଫେରି ଆସିଛନ୍ତି । କରୋନା ସଂକ୍ରମଣ ଭୟରେ ସେମାନେ ଜିଲ୍ଲାକୁ ଫେରିଥିଲେ ମଧ୍ୟ ସେମାନେ କେନ୍ଦ୍ରାପଡ଼ାରେ କରୋନା ବାହକ ହୋଇପାରନ୍ତି ବୋଲି … Read More

#OdishaFightsCorona: ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫୦୦ଟଙ୍କା ଜୋରିମାନା ଆଦେଶ ଦେଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) : ଏଣିକି ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ୫ ଶହ ଟଙ୍କା ଦେବାକୁ ପଡ଼ିବ । ଏଥିନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଆଦେଶ ଜାରି କରିଛନ୍ତି । ମୁଖ୍ୟ ସଚିବଙ୍କ ଆଦେଶକୁ କାର୍ଯ୍ୟକରିବାକୁ ଯାଇ ଜିଲ୍ଲାପାଳ ସମର୍ଥ … Read More

ସୋନାକ୍ଷୀ ଜାଣିନାହାଁନ୍ତି ହନୁମାନ କାହା ପାଇଁ ଆଣିଥିଲେ ସଞ୍ଜିବନୀ ବୁଟି

ଭୁବନେଶ୍ୱର,୦୬/୪:ବହୁ ଉଚ୍ଚଶିକ୍ଷିତ ଓ ପ୍ରତିଷ୍ଠିତ ଲୋକେ ଭାରତର ପ୍ରଚୀନ ସଂସ୍କୃତି, ପରମ୍ପରା ସମ୍ପର୍କରେ ଅଜଣା ଅଛନ୍ତି । ଏପରିକି ରାମମୟଣ ଓ ମହାଭାରତ ଭଳି ପୁରାଣର କାହାଣୀ ଯାହା ଗାଁ ଗହଳିର ସାଧାରଣ ଅଶିକ୍ଷିତ ଲୋକଙ୍କୁ ଖୁବ ଭଲ ଭାବେ ଜଣା … Read More

#IndiaFightsCorona: ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା

ଭୁବନେଶ୍ୱର,(ଓଟି):ଦିଲ୍ଲୀରେ କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ଏବେ ବଡ଼ ଅନ୍ତରାୟ ଦେଖା ଦେଇଛି । ଦେଶର ରାଜଧାନୀ ଦିଲ୍ଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଥିବା ବେଳେ ଏଠାରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା … Read More

#OdishaFightsCorona: ୯ରୁ ମାସ୍କ ବାଧ୍ୟ; ରୁମାଲ୍‌, ଗାମୁଛା ଗୁଡ଼ାଇପାରିବେ ଜନସାଧାରଣ

ଭୁବନେଶ୍ଵର, (ଓଟି): କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ପ୍ରତିଶେଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଏହିକ୍ରମରେ ଘରୁ ବାହାରକୁ ଆସୁଥିବା ଯେକୌଣସି ଲୋକ ପାଇଁ ମୁହଁ ଗୁଡ଼ାଇ ବାହାରିବା ବାଧ୍ୟ ହୋଇଛି। ଏଥିପାଇଁ ଡାକ୍ତରୀ ଦୋକାନରୁ ମାସ୍କ କିଣିବା … Read More