#OdishafightsCorona: ସ୍ଥାନୀୟ ସଂକ୍ରମଣ ଆଶଙ୍କା, ସତ୍ୟନଗର ସିଲ୍‌

ଭୁବନେଶ୍ଵର, (ଓଟି): ଭୁବନେଶ୍ଵର ମ୍ୟୁନିସିପାଲିଟି ଅନ୍ତର୍ଗତ ସତ୍ୟନଗରରେ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଜୋରଦାର ହୋଇଛି। ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ପଜିଟିଭ୍‌ ଚିହ୍ନିତ ବ୍ୟକ୍ତିଙ୍କ ପାଖରେ କୌଣସି ସନ୍ତୋଷଜନକ ଭୁତାଣୁ ସଂକ୍ରମଣ କାରଣ ଜଣା ନପଡ଼ିବାରୁ ବିଏମ୍‌ସି ସେ ଅଞ୍ଚଳକୁ ସଂକ୍ରମଣ ଅବରୋଧ … Read More

#OdishaFightsCorona ମାସ୍କ ପଛର ରାଜ୍‌

ରାଜ୍ୟ ସରକାର ଗୁରୁବାର ସକାଳ ୭ଟାରୁ ରାଜ୍ୟବାସୀଙ୍କ ପାଇଁ ମୁହଁ ଏବଂ ନାକ ଘୋଡ଼ାଇବାକୁ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ଏହା ସତ ଯେ, ଏହି ମାସ୍କ କେବଳ ମେଡିସିନ୍‌ ଦୋକାନରେ ମିଳୁଥିବା ମାସ୍କ ହେବା ଦରକାର ତାହା ନୁହେଁ। ଏହା ଯେକୌଣସି କପଡ଼ାକୁ ଅତିକମ୍‌ରେ ଦୁଇପରସ୍ତ କରି ତିଆରି କରିପାରିବେ। ତେବେ କିଛିଦିନ ତଳେ ସୁସ୍ଥ ଲୋକ ମାସ୍କ ପିନ୍ଧିବା ଜରୁରୀ ନୁହେଁ ବୋଲି ମନ୍ତବ୍ୟ ଦେଉଥିବା ସରକାର ଆଜି ହଠାତ୍‌ କାହିଁକି ମାସ୍କ ପିନ୍ଧିବାକୁ ବାଧ୍ୟ କରିଛନ୍ତି? ପୁଣି ମାସ୍କ ନପିନ୍ଧିଲେ କିଛି ସ୍ଥାନରେ ୫୦୦ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ବ୍ୟବସ୍ଥା କରିଛନ୍ତି?

ଆଳିରେ ୧୧ ରାଜସ୍ୱ ଗ୍ରାମ ସମେତ ୨ଟି ବଜାର ସିଲ

କେନ୍ଦ୍ରାପଡ଼ା,(ଓଟି): ସୋମବାର ରାତିରେ ଆଳି ବ୍ଲକ ଅଂଚଳର ବାସିନ୍ଦା ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଳି ବ୍ଲକର ୨ଟି ପଂଚାୟତର ୧୧ଟି ରାଜସ୍ୱ ଗ୍ରାମ ସମେତ ୨ଟି ବଜାରକୁ ମଙ୍ଗଳ ବାର ସିଲ … Read More

#OdishaFightsCorona: ବାୟୁସେନା ବିମାନ ଓଡ଼ିଶାରେ, ପ୍ରତିଷ୍ଠା ହେବ ଅଧିକ କରୋନା ପରୀକ୍ଷଣ କେନ୍ଦ୍ର,

ଭୁବନେଶ୍ଵର, (ଓଟି): କେବଳ ଆମାଶମାର୍ଗକୁ ସୀମାନ୍ତ ସୁରକ୍ଷା ବା ଶତ୍ରୁ ଦେଶକୁ ମୁହତୋଡ଼ ଜବାବ ଦେବା ପାଇଁ ନୁହେଁ ବାୟୁସେନା କୌଣସି ବି ବିପତ୍ତି ସମୟରେ ଦେଶବାସୀଙ୍କ ସାଙ୍ଗରେ ଠିଆ ହୁଏ, ଏହା ପୁଣିଥରେ ପ୍ରମାଣିତ ହୋଇଛି।  କରୋନା ବିରୋଧରେ ଭାରତ … Read More

ନକ୍ସଲ ବିରୋଧୀ ତାଲିମ୍‌ ଦେଉଥିଲେ, ଗ୍ରେନେଡ୍‌ ଫୁଟିଲା; ହାବିଲଦାର ମୃତ

ଭୁବନେଶ୍ଵର, (ଓଟି): ଓଡ଼ିଶା ସ୍ପେଶାଲ୍‌ ଅପରେସନ୍‌ ଗ୍ରୁପ୍‌ ପାଇଁ ଏକ ଅଭାବନୀୟ ଘଟଣା ଆଜି ଘଟିଛି। କ୍ୟାଡେଟ୍‌ଙ୍କୁ ତାଲିମ୍‌ ଦେଉଥିବା ହାବିଲ୍‌ଦାରଙ୍କ ହଠାତ ଗ୍ରେନେଡ୍‌ ଫୁଟିବା ହେତୁ ତାଙ୍କର ମୃତ୍ୟୁ ଘଟିଛି। ମୃତ ହାବିଲ୍‌ଦାରଙ୍କ ନାଁ ହେଉଛି ପ୍ରକାଶଚନ୍ଦ୍ର ସାହୁ। ସେ … Read More

#IndiaFightsCorona: ବିନା ପ୍ରତିବନ୍ଧକରେ ଜଣେ କରୋନା ରୋଗୀ ୩୦ ଦିନରେ ୪୦୬ ଜଣଙ୍କୁ ସଂକ୍ରମିତ କରିପାରେ

ଭୁବନେଶ୍ଵର, (ଓଟି): ଯଦି ଡିକଣଶ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇ ନଥାଆନ୍ତା ତେବେ ଭାରତରେ ଜଣେ କରୋନା ରୋଗୀ ଅତିକମ୍‌ରେ ୩୦ ଦିନ ଭିତରେ ୪୦୬ ଜଣଙ୍କୁ ସଂକ୍ରମିତ କରିଥାଆନ୍ତା। ଭାରତରେ ଲକ୍‌ଡାଉନ୍‌, ସୋଶାଲ୍‌ ଡିଷ୍ଟାନ୍ସିଂ ପଦକ୍ଷେପ ଦ୍ଵାରା ଏହା କମି … Read More

#IndiaFightsCorona: ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ରାଜ୍ୟ ପକ୍ଷରୁ ଆସୁଛି ଅନୁରୋଧ

ଭୁବନେଶ୍ଵର, (ଓଟି): କରୋନାର ଭୟାବହତାକୁ ପ୍ରଶମିତ କରିବା ପାଇଁ ଲକ୍‌ଡାଉନ୍‌କୁ ପ୍ରଭାବଶାଳୀ ମାଧ୍ୟମ ଭାବେ ରାଜୃ ସରକାରମାନେ ଚିନ୍ତା କରିଛନ୍ତି। ଏଣୁ ସେମାନେ କେନ୍ଦ୍ର ସରକାରଙ୍କୁ ଏ ବାବଦରେ ଅନୁରୋଧ କରିଛନ୍ତି ବୋଲି କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ … Read More

#corona: ମୃତଦେହ ବି ମିଳିବନି

ଭୁବନେଶ୍ଵର, (ଓଟି): କରୋନା ରୋଗୀଙ୍କ ମୃତ ଦେହ ବି ପରିବାରଲୋକଙ୍କୁ ସଂସ୍କାର ପାଇଁ ମିଳିବ ନାହିଁ। ଡାକ୍ତରଖାନା କର୍ତ୍ତୃପକ୍ଷ ତାହାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିବେ। ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୋଭିଡ୍‌-୧୯ ନିୟମ ଅନୁସାରେ ତାହାର ସତ୍କାର ହେବ ବୋଲି ରାଜ୍ୟ … Read More

#IndiaFightsCorona: ୫ ଦିନରେ ୪୯ ପ୍ରତିଶତକୁ ବୃଦ୍ଧି: ଅର୍ଥ ବ୍ୟବସ୍ଥା ଗୁରୁତର ପ୍ରଭାବ ପଡ଼ିବ

ଭୁବନେଶ୍ୱର, (ଓଟି):ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ କରୋନା ଗଣସଂକ୍ରମଣ ହୋଇନଥିବା ନେଇ ସରକାରଙ୍କ ପକ୍ଷରୁ କୁହାଯାଉଥିଲେ ବି ପ୍ରତିଦିନ ନୂତନ ସଂକ୍ରମିତ ନଜରକୁ ଆସଛନ୍ତି । ଦେଶରେ ସ୍ୱାସ୍ଥ୍ୟ ପରିସ୍ଥିତି ଏତେ … Read More

#OdishaFightsCovid: ଟେଲିଫୋନ୍‌ରେ ମିଳିବ ଡାକ୍ତରୀ ପରାମର୍ଶ, ୮ରୁ ଡାଏଲ୍‌ କରନ୍ତୁ ୧୪୪୧୦

ଭୁବନେଶ୍ଵର, (ଓଟି):  କୋଭିଡ୍‌୧୯ ସମ୍ପର୍କରେ ଲୋକଙ୍କ ଜାଣିବା ଆଗ୍ରହ ଏବଂ ଚିକିତ୍ସା ପାଇଁ ପରାମର୍ଶ ଅପେକ୍ଷାକୁ ଦେଖି ସରକାର ଏକ ସ୍ଵତନ୍ତ୍ର ସହାୟକ ନମ୍ବର ଘୋଷଣା କରିଛନ୍ତି। ଏହି ସହାୟକ ନମ୍ବର ହେଉଛି ୧୪୪୦। ଏଥିରେ କୌଣସି ବ୍ୟକ୍ତି ଡାକ୍ତରଙ୍କ ସହ … Read More