#IndiaFightsCorona: ମୃତ୍ୟୁଠୁ ସୁସ୍ଥ ହେଉଛନ୍ତି ଅଧିକ, ୬୦ ବର୍ଷ ବୃଦ୍ଧଙ୍କୁ ଅଧିକ ସତର୍କ

ଭୁବନେଶ୍ଵର, (ଓଟି): ନିର୍ଦିଷ୍ଟ କୌଣସି ଔଷଧ ବା ଟୀକା ବ୍ୟବସ୍ଥା ନଥାଇ ମଧ୍ୟ ଭାରତର ଚିକିତ୍ସା ବ୍ୟବସ୍ଥା ଏଯାଏ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଭଲ ଖବର ଦେଇ ଆସିଛି। ବିଶ୍ଵରେ ମୃତ୍ୟୁ ହାର ୧୨ ଟପିଥିବାବେଳେ ଭାରତରେ ତାହା ୨.୫ରେ … Read More

ଲକ୍‌ଡାଉନ୍‌କୁ ୧୬ଦିନ: ବସ୍ତିବାସିନ୍ଦାଙ୍କୁ ମିଳିନି ରାସନ୍‌

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଜନତା ର୍କଫ୍ୟୁଠାରୁ ଆରମ୍ଭ କରି ଭୁବନେଶ୍ଵରର ଲୋକେ ଲକ୍‌ଡାଉନ୍‌ ପରିସ୍ଥିତିରେ ରହିଛନ୍ତି। ଏଥିରେ ସବୁବର୍ଗର ଜନସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲେ ମଧ୍ୟ ଦିନମଜୁରିଆ  ବିଶେଷକରି ବସ୍ତି ବାସିନ୍ଦା ତାଙ୍କ ଜୀବୀକା ହରାଇଛନ୍ତି। ଏହାକୁ ପରିପୂରଣ କରିବା … Read More

#OdishaFightsCorona: କାଶ, ଛିଙ୍କ, ଜ୍ବର ହେଲେ ଫୋନ୍‌ କରନ୍ତୁ 14410, ସମ୍ପୂଣ୍ଣ ମାଗଣା

ଭୁବନେଶ୍ଵର, (ଓଟି): ଲୋକଙ୍କ ଭାଗିଦାରୀରେ କରୋନାକୁ ପରାସ୍ତ କରିବା ଲାଗି ଓଡ଼ିଶା ସରକାର ଆଉ ଏକ ପଦକ୍ଷେପ ଘୋଷଣା କରିଛନ୍ତି। 104 କରୋନା ହେଲ୍‌ପଲାଇନ୍‌ ସହ ସରକାର ଆଉ ଏକ ଟେଲିମେଡିସିନ୍‌ ହେଲ୍‌ପଲାଇନ୍‌ ଘୋଷଣା କରିଛନ୍ତି। ଏହି ହେଲ୍ପଲାଇନ୍‌ର ନମ୍ବର ରହିଛି … Read More

#OdishaFightsCorona: କେନ୍ଦ୍ରାପଡ଼ାର ଦୁବାଇ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ଵର, (ଓଟି): ଓଡ଼ିଶାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଛି। ସେ ନ୍ଦେ୍ରାପଡ଼ା ଜିଲ୍ଲା।ର ତାଙ୍କ ବୟସ ୩୨ ବର୍ଷ ହେବ। ମାର୍ଚ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ ବୋଲି ସ୍ଵାସ୍ଥ୍ୟ ବିଭାଗ କହିଛି। ଏହାଦ୍ଵାରା ଓଡ଼ିଶାରେ କରୋନା … Read More

#କୋଭିଡ୍-୧୯: ଭିଡ଼ ଦେଖି ବଦଳିଲା ନିୟମ

ଭଦ୍ରକ (ଓଟି): ମହାମାରୀ କରୋନା ପାଇଁ ଜନତାଙ୍କ ହିତ ଦୃଷ୍ଟିରୁ ରାଜ୍ୟର ୩ଟି ସହରରେ ଏକାସାଥୀରେ ଲାଗିଥିଲା କଟକଣା। ରାଜଧାନୀ ଭୁବନେଶ୍ଵର ଓ କଟକ ସମେତ ଭଦ୍ରକ ସହର ଗତ ଶୁକ୍ରବାର ରାତି ୮ଟାରୁ ସଟ୍‌ଡାଉନ୍‌ରେ ରହିଥିବାବେଳେ ରବିବାର ରାତି ୮ଟାରେ … Read More

#ଲକ୍‌ଡାଉନ୍‌ ଅବଧି ପରେ ବି ରହିବ ପ୍ରତିବନ୍ଧକ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶ ରହିଛି ୨୧ ଦିନିଅ ଲକ୍‌ଡାଉନ୍‌ରେ। ଫଳରେ ଅଧିକାଂଶ ସେବା ଆଉ ପ୍ରତିଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଛି। କେବଳ ଜରୁରୀ ସେବାକୁ ଯୋଗାଇ ଦେଉଛନ୍ତି ସରକାର ଏବଂ ସ୍ଥାନୀୟ ପ୍ରଶାସନ। ଇତିମଧ୍ୟରେ ଲକ୍‌ଡାଉନ୍‌କୁ … Read More

#OdishaFightsCorona: ୨୪ ଘଣ୍ଟାରେ ୪୨୭ ଗିରଫ

ଭୁବନେଶ୍ଵର, (ଓଟି): ରାଜ୍ୟ ସରକାର ଓ ପୁଲିସ ବାହିନୀର ବାରମ୍ବାର ଅନୁରୋଧ ସତ୍ବେ ଲୋକେ କୋଭିଡ୍‌୧୯ ନିୟମାବଳୀ ଉଲ୍ଲଙ୍ଘନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଗିରଫ କରିବାକୁ ପୁଲିସ ବାଧ୍ୟ ହେଉଛି। ସରକାରଙ୍କ ସୂଚନା ଅନୁସାରେ ଗି ୨୪ ଘଣ୍ଟା ମଧ୍ୟରେ … Read More

#କରୋନା ଆତଙ୍କ: ୨୬ ନର୍ସ ଆକ୍ରାନ୍ତ, ଓ୍ୱକହାର୍ଡ୍ ମେଡିକାଲ ସିଲ୍

ମୁମ୍ବାଇ(ଓଟି): ମହାମାରୀ କରୋନା ସଂକ୍ରମିତ କାରଣରୁ ମୁମ୍ବାଇ ସହରର ଆଗ୍ରିପଡ଼ା ସ୍ଥିତ ଓ୍ୱକହାର୍ଡ୍ ହସ୍ପିଟାଲକୁ ସିଲ୍ କରିଦିଆଯାଇଛି। ଉକ୍ତ ହସ୍ପିଟାଲର ୨୬ଜଣ ନର୍ସ କରୋନା ସଂକ୍ରମିତ ହେବା ପରେ ବାଧ୍ୟହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏଥିସହ ଏହି ହସ୍ପିଟାଲ ଠାରୁ ଦୂରରେ ରହିବାକୁ … Read More

#କରୋନା ଆତଙ୍କ: ଦେଶରୁ ନେଲାଣି ୧୦୯ ପ୍ରାଣ

ନୂଆଦିଲ୍ଲୀ(ଓଟି): ନାହିଁ ନାହିଁ କହୁ କହୁ ମାତିଗଲା ଆତଙ୍କ। ବ୍ୟାପିଗଲା କରୋନା ତଥା #କୋଭିଡ୍‌-୧୯। ଚାହୁଁଚାହୁଁ ସମ୍ପ୍ରତି ସଂକ୍ରମିତଙ୍କ ସଂଖ୍ୟା ଟପିଲାଣି ୪ ହଜାର। ସେହିଭଳି ୧୦୯ଜଣଙ୍କ ପ୍ରାଣ ନାଶ କରିଦେଲାଣି ମହାମାରୀ କରୋନା ଭୂତାଣୁ। ତେବେ ସାରାଦେଶରେ ବିହିତ ପଦକ୍ଷେପ … Read More

ବିଜେପିକୁ ୪୦ ବର୍ଷ ପୂରିଲା, ଦିନର ଗୋଟିଏ ଭୋଜନ ଗରିବଙ୍କ ନାଁରେ ଉତ୍ସର୍ଗ କଲେ ରାଜ୍ୟ କାର୍ଯ୍ୟକର୍ତ୍ତା

ଭୁବନେଶ୍ୱର,(ଓଟି): ଆଜି ବିଜେପିକୁ ୪୦ ବର୍ଷ ପୂରିଛି । ଏହି ଅବସରରେ ଦଳୀୟ ନେତୃବୃନ୍ଦ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିସର ଭିତରେ ଦଳୀୟ ପତାକା ଉତୋଳନ କରିବା ସହ ଶ୍ୟାମାପ୍ରସାଦ ମୁଖାର୍ଜୀ ଏବଂ ଦୀନଦୟାଲ ଉପାଧ୍ୟାୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ … Read More