#କରୋନା ଆତଙ୍କ: ପାଳନ ହେବନି ରାଜଧାନୀ ପ୍ରତିଷ୍ଠା ଦିବସ
ଭୁବନେଶ୍ୱର (ଓଟି): ମହାମାରୀ କରୋନାର ପ୍ରକୋପ ବ୍ୟାପୁଛି। ସଂକ୍ରମଣ ଭୟ ଲାଗି ରହିଛି। ଏହିଦୃଷ୍ଟିରୁ ଚଳିତ ବର୍ଷ ରାଜ୍ୟ ରାଜଧାନୀର ପ୍ରତିଷ୍ଠା ଦିବସ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ୧୯୪୮ ଏପ୍ରିଲ୍ ୧୩ରେ ଅନନ୍ୟ କିର୍ତ୍ତୀରାଜି ସମ୍ପନ୍ନ ମନ୍ଦିରମାଳିନୀ ସହର ଭୁବନେଶ୍ୱରକୁ … Read More











