#ଲକ୍ଡାଉନ୍: ଅଫର୍ ଦେଲା ବିଏସ୍ଏନ୍ଏଲ୍
ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ସେହିପରି କର୍ମଜୀବୀ ବ୍ୟକ୍ତିବିଶେଷ ଘରେ ବସି କାମ କରୁଛନ୍ତି। ଫଳରେ ଇଣ୍ଟର୍ନେଟ୍ର ବ୍ୟବହାର ବଢ଼ିଯାଇଛି। ଏଥିପାଇଁ ବିଭିନ୍ନ ଟେଲିକମ୍ କମ୍ପାନୀକୁ ସୁବିଧା … Read More











