କଂଗ୍ରେସ କ’ଣ ସତରେ ଏବେ ମୂର୍ଖମାନଙ୍କ ରାଜେନୈତିକ ଦଳ!

ନେହେରୁ ବିସିଜି ଟୀକାକରଣ ଆରମ୍ଭ କରିଥିଲେ କିନ୍ତୁ କଂଗ୍ରେସ ଶ୍ରେୟ ନେବାକୁ ଅସମର୍ଥ ବିସିଜି ଟୀକାକରଣ ହେତୁ ଆଜି କରୋନା କିଛି ମାତ୍ରାରେ ନିୟନ୍ତ୍ରଣରେ ଅଛି   ଭୁବନେଶ୍ଵର, (ଓଟି): ୨୦୧୪ ନିର୍ବାଚନ ପରଠାରୁ କିମ୍ବା ତା’ପୂର୍ବରୁ ମଧ୍ୟ, କଂଗ୍ରେସ ଅଭିଯାନ ସର୍ବଦା ପ୍ରଧାନମନ୍ତ୍ରୀ … Read More

କେନ୍ଦ୍ରମନ୍ତ୍ରୀ ଓ ଅଧିକାରୀଙ୍କ ଅଫିସରେ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ (ଓଟି): କେନ୍ଦ୍ରମନ୍ତ୍ରୀ ଓ ସମ୍ପୃକ୍ତ ଅଧିକାରୀବୃନ୍ଦ ଆଜିଠାରୁ ନିର୍ଦ୍ଦିଷ୍ଟ ମନ୍ତ୍ରଣାଳୟ କାର୍ଯ୍ୟାଳୟରେ କାମ ଆରମ୍ଭ କରିଛନ୍ତି। କରୋନା ସଂକ୍ରମଣ ରୋକିବା ପାଇଁ ଓ ଲକଡାଉନ୍‌ କାରଣରୁ ସମସ୍ତ ଅଧିକାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଉଥିଲା। ତେବେ ସୋମବାରଠାରୁ ଅଫିସ୍‌ରେ … Read More

କଟକଣାମୁକ୍ତ ହେଲା କଟକ ପଟ୍ଟାପୋଲ

କଟକ(ଓଟି): କଟକ ସହରର ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ପଟ୍ଟାପୋଲ ଅଞ୍ଚଳ କଟକଣାମୁକ୍ତ ହୋଇଛି। ଗତ ୪ ତାରିଖରେ ଉକ୍ତ ଅଞ୍ଚଳରେ କଟକଣା ଲାଗୁ କରାଯାଇଥିଲା। ତେବେ ସହରର ଅନ୍ୟ ଅଞ୍ଚଳ ସମେତ ସ୍ୱାଭାବିକ ଲକ୍‌ଡାଉନ୍‌ ନିୟମ ଜାରି ରହିଛି। … Read More

ଶ୍ରମିକଙ୍କୁ ଘରକୁ ଯିବାକୁ ଦିଆଯାଉ, ନହେଲେ ପୁଣି ଅଭାବନୀୟ ସ୍ଥିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କାମ ଧନ୍ଦା ପାଇଁ ବିଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ ଏବେ ଅତ୍ୟନ୍ତ ହତାଶା ପରିସ୍ଥିତିରେ ଗତି କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ୨୧ ଦନିନିଆ ଲକ୍‌ଡାଉନ୍‌ ସମୟ ଏପ୍ରିଲ୍‌ ୧୪ ତାରିଖ ପରେ ଆହୁରି ବଢ଼ିବା … Read More

ଭାରତୀୟ ମୁସଲମାନମାନେ ତବଲିଗି ବିରୁଦ୍ଧରେ କହି ହିନ୍ଦୁମାନଙ୍କୁ ଫାନ୍ଦରେ ପକାଇଲେ

ଭୁବନେଶ୍ଵର, (ଓଟି): ଅନେକ ସମୟରେ ମନରେ ଏକ ପ୍ରଶ୍ନ ଉଠେ, ଯଦି ମୂର୍ଖ ମୂର୍ଖ ଏବଂ ଗଧ ଗଧକୁ ଡାକେ, ତେବେ କ’ଣ ଖରାପ ହେବ ? ସମ୍ଭବତଃ କିଛି ନୁହେଁ, ଯଦି ଆପଣ ପଶ୍ଚିମ ଏସିଆର କୌଣସି ଏକ ଦେଶରେ ନାହାଁନ୍ତି … Read More

ଭାରତୀୟ କମ୍ପାନୀଗୁଡ଼ିକ ଉପରେ ଚୀନ୍‌ର ଘୃଣ୍ୟ ଆଖି, ଏଚଡ଼ିଏଫସି ପ୍ରଥମ ଶିକାର

କରୋନା ଆକ୍ରମଣ ପରେ ଚୀନ୍‌ର ଆର୍ଥିକ ଆକ୍ରମଣ ଭୁବନେଶ୍ଵର, (ଓଟି): କରୋନାରେ ସମଗ୍ର ବିଶ୍ୱ କମ୍ପାନୀଗୁଡ଼ିକୁ ଦୁର୍ବଳ କରିବା ପରେ ବର୍ତ୍ତମାନ ଚୀନ୍ ସେହି କମ୍ପାନୀଗୁଡ଼ିକ କିଣିବା ଆରମ୍ଭ କରିଛି ଯାହା ଦ୍ୱାରା ବିଶ୍ୱର ସମସ୍ତ ଦେଶରେ ଚୀନ୍‌ରର ପ୍ରଭାବ ବୃଦ୍ଧି … Read More

ଆସୁଛନ୍ତି ସମାଇରା…

ମୁମ୍ବାଇ(ଓଟି): ବଲିଉଡ୍‌ରେ ବିଗତ ଦିନର ସୁପର୍‌ ଷ୍ଟାର୍‌ମାନଙ୍କ କିଡ୍ ସମ୍ପ୍ରତି ରାଜ୍‌ କରୁଥିବା ନୂଆକଥା ନୁହେଁ। ଅନେକ ଅଭିନେତା ଓ ଅଭିନେତ୍ରୀଙ୍କ ପୁଅ-ଝିଅ ଫିଲ୍ମ ଲାଇନ୍‌କୁ ପ୍ରବେଶ କରିସାରିଲେଣି। ସେମାନଙ୍କ ମଧ୍ୟରେ କିଏ ପ୍ରଥମରୁ କମାଲ୍‌ କରି ଦେଖାଇଛନ୍ତି ତ ଆଉକିଏ … Read More

#OdishaFightsCorona: ଭୁବନେଶ୍ଵରରେ ଆପୋଲୋକୁ କୋଭିଡ୍‌-୧୯ ପରୀକ୍ଷା ଅନୁମୋଦନ

ଭୁବନେଶ୍ଵର, (ଓଟି): ରାଜ୍ୟରେ ଘଷରାଇ ସ୍ତରରେ କୋଭିଡ୍‌୧୯ ପରୀକ୍ଷା ପାଇଁ ପ୍ରଥମ ଅନୁମୋଦନ ଆପୋଲୋ ହସ୍‌ପିଟାଲ୍‌କୁ ମିଳିଛି। ଏନେଇ ଆଇସିଏମ୍‌ଆର୍‌ ସ୍ପଷ୍ଟ କରିଛନ୍ତି। ହସ୍‌ପିଟାଲ୍‌ର ଲ୍ୟାବ୍‌ ସର୍ଭିସେସ୍‌ ଡିପାର୍ଟମେଣ୍ଟରେ ଏହି ପରୀକ୍ଷଣ ହୋିପାରିବ ବୋଲି ଆଇସିଏମ୍‌ଆର୍‌ ତାଙ୍କ ଓ୍ବେବ୍‌ସାଇଟ୍‌ରେ ଦର୍ଶାଇଛନ୍ତି। ରବିବାର … Read More

#ଲକ୍‌ଡାଉନ୍: ଅଫର୍ ଦେଲା ବିଏସ୍‌ଏନ୍‌ଏଲ୍

ଭୁବନେଶ୍ଵର(ଓଟି): ମହାମାରୀ କରୋନା ଆତଙ୍କ ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଲୋକେ ଘରୁ ବାହାରୁ ନାହାନ୍ତି। ସେହିପରି କର୍ମଜୀବୀ ବ୍ୟକ୍ତିବିଶେଷ ଘରେ ବସି କାମ କରୁଛନ୍ତି। ଫଳରେ ଇଣ୍ଟର୍‌ନେଟ୍‌ର ବ୍ୟବହାର ବଢ଼ିଯାଇଛି। ଏଥିପାଇଁ ବିଭିନ୍ନ ଟେଲିକମ୍‌ କମ୍ପାନୀକୁ ସୁବିଧା … Read More

#IndiaFightsCorona: ଭାରତରେ ଦିନକୁ ୫୮୪ ଜଣ ସଂକ୍ରମିତ

ଭୁବନେଶ୍ଵର, (ଓଡ଼ିଶା ଟାଇମ): ଭାରତରେ ଦିନକୁ ହାରାହାରି୧୫୭୪୭ କରୋନା ନମୁନା ପରୀକ୍ଷଣ କରାଯାଉଛି। ସେଥିରୁ ୫୮୪ଟି ନମୁନା କରୋନା ପଜିଟିଭ୍‌ ମିଳୁଛି ବୋଲି କହିଛନ୍ତି ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍‌ଆର। ଭାରତରେ କରୋନା ସ୍ଥିତି ସମ୍ବନ୍ଧୀୟ ସରକାରଙ୍କ ପକ୍ଷରୁ ଦୈନ୍ଦିନ … Read More