ଆଇଆଇଏମସିରେ ଜାଲିଆନାୱାଲାବାଗ ସଂପର୍କିତ ମନୋଗ୍ରାଫ ଉନ୍ମୋଚିତ

ଢେଙ୍କାନାଳ: ଜାଲିଆନାୱାଲାବାଗ ଗଣହତ୍ୟା ସଂପର୍କିତ ଏକ ମନୋଗ୍ରାଫ୍‍ ଆଜି ଢେଙ୍କାନାଳଠାରେ ଥିବା ଭାରତୀୟ ଜନସଂଚାର ସଂସ୍ଥାନ (ଆଇଆଇଏମସି) ପରିସରରେ ଉନ୍ମୋଚିତ ହୋଇଯାଇଛି । ସାରା ଦେଶରେ ଲକଡାଉନ୍‍ ଚାଲିଥିବା ବେଳେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହାକୁ ଇ-ଉନ୍ମୋଚିତ … Read More

#କୋଭିଡ୍-୧୯: ୧୫ ରାଜ୍ୟର ୨୫ ଜିଲ୍ଲାରୁ ନାହିଁ କରୋନା ପଜିଟିଭ

ନୂଆଦିଲ୍ଲୀ (ଓଟି): ଲକ୍‌ଡାଉନ୍‌ ଓ ତାସହ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କରାଯିବା ଫଳରେ ଦେଶ ପାଇଁ ସକାରାତ୍ମକ ଫଳ ସାବ୍ୟସ୍ତ ହୋଇଛି। ଏଥିପାଇଁ ଗତ ୨ ସପ୍ତାହ ମଧ୍ୟରେ ପ୍ରାୟ ୧୫ ରାଜ୍ୟର ୨୫ଟି ଜିଲ୍ଲାରୁ କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାନ୍ତି। … Read More

ଭୁଲ୍‌ କଲା ପାସ୍‌ପୋର୍ଟ, ମାଡ଼ ଖାଉଛି ରାସନକାର୍ଡ!

ଭୁବନେଶ୍ୱର, (ବିମଳ ପ୍ରସାଦ) ଲକ୍‌ଡାଉନ୍‌କୁ କଡ଼ାକଡ଼ି ପାଳନ କରି ଓଡ଼ିଶା ବେଶ୍‌ ସଫଳତା ପାଇଥିବା ବେଳେ କୋଭିଡ୍‌-୧୯ ପ୍ରସଙ୍ଗରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ସାରା ରାଜ୍ୟକୁ ସ୍ତବ୍‌ଧ କରିଦେଇଛି।  ଯେଉଁ ସ୍ୱାସ୍ଥ୍ୟଜ୍ଞାନକୁ ୟୁରୋପୀୟ, ଆମେରିକୀୟ ରାଷ୍ଟ୍ର ବୁଝିପାରିନାହାନ୍ତି, ତାହାକୁ ଭାରତ ଭଳି ଏକ … Read More

ବମିଖାଲରୁ ପୁଣିଜଣେ କରୋନା ରୋଗୀ: ସମୁଦାୟ ସଂଖ୍ୟା ପହଞ୍ଚିଲା ୫୫

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳ ଦ୍ଵାରା ସିଲ୍‌ କରାଯାଇଥିବା ବମିଖାଲ୍‌ ତଥା ରାଜ୍ୟର ସବୁଠାରୁ ବଡ଼ କରୋନା ହଟ୍‌ସ୍ପଟ୍‌ ଭାବେ ଚିହ୍ନିତ ବମିଖାଲ ଅଞ୍ଚଳରୁ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୫ … Read More

ପୂର୍ବତନ ସାମରିକ ଅଧିକାରୀ କେପି ଧଳସାମନ୍ତଙ୍କ ଦେହାନ୍ତ

ଭୁବନେଶ୍ୱର (ଓଟି): ପୂର୍ବତନ ସାମରିକ ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେପି ଧଳସାମନ୍ତଙ୍କ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ମାସେ ହେଲା ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଥିଲେ। ତାଙ୍କ ବିୟୋଗରେ ସେନା ଶିବିର ସମେତ ବିଭିନ୍ନବର୍ଗର ବ୍ୟକ୍ତିବିଶେଷ ଗଭୀର … Read More

#OdishaFightsCorona: ସୁନ୍ଦରପଦା ଓ ଯଦୁପୁରରୁ ଉଠିଲା ଆବଦ୍ଧ ପ୍ରତିବନ୍ଧକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଭୁବନେଶ୍ଵର ମ୍ୟୁନିସିପାଲିଟି କର୍ପୋରେସନ୍‌ ପକ୍ଷରୁ କପିଳପ୍ରସାଦ ସୁନ୍ଦରପଦା ଓ ଯଦୁପୁର ଏବଂ ବେଗୁନିଆ ଅଞ୍ଚଳରେ ଲାଗୁ ହୋଇଥିବା ସ୍ଵତନ୍ତ୍ର ପ୍ରତିବନ୍ଧକ ଉଠାଇ ଦିଆଯାଇଛି। ଏପ୍ରିଲ୍‌ ୫ ତାରିଖରେ ଏଠାରେ ଜଣେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯିବା ପରେ … Read More

ପାକ୍ ଯୁଦ୍ଧ ବିମାନ ଦୁର୍ଘଟଣା: ୨ ପାଇଲଟ୍ ମୃତ

ନୂଆଦିଲ୍ଲୀ (ଓଟି): ପାକିସ୍ତାନ ପୂର୍ବ ପଞ୍ଜାବ ପ୍ରଦେଶର ଗୁଜରାଟ ଅଞ୍ଚଳରେ ସୋମବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଏଥିରେ ଥିବା ୨ ଜଣ ପାଇଲଟଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ପାକିସ୍ତାନ ବାୟୁସେନା (ପିଏଏଫ୍)ର ବୋଲି ଜଣାପଡ଼ିଛି। ସୂଚନା … Read More

କୋଭିଡ୍-୧୯ କବଳରୁ ମୁକୁଳିଲେ ଜୋଆ-ଶଜା

ମୁମ୍ବାଇ (ଓଟି): ମହମାରୀ କରୋନା କବଳରେ ପଡ଼ିଥିଲେ ବଲିଉଡ୍‌ର ଏକ ପରିବାର। ତେବେ ସେଥରୁ ସେମାନଙ୍କୁ ଆଶ୍ଵସ୍ତି ମିଳିଛି। ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସମେତ ତାଙ୍କ ଦୁଇ ଝିଅ ଜୋଆ ଓ ଶଜା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଥିଲେ। ତେବେ ଇତିମଧ୍ୟରେ … Read More

#IndiaFightsCorona: ରାଜ୍ୟ ଲକ୍‌ଡାଉନ୍‌ଠୁ କେନ୍ଦ୍ର ଲକ୍‌ଡାଉନ୍‌ଠୁ ଅଲଗା କେମିତି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁର ମୁକାବିଲାକରିବା ତଥା ଏହାର ସଂକ୍ରମଣକୁ ରୋକିବା ଲାଗି ରାଜ୍ର ଓ କେନ୍ଦ୍ର ସରକାର ଯେଉଁ ପ୍ରମୁଖ ପଦକ୍ଷେପ ନେଇଛନ୍ତି ସେଥିରୁ ବହୁ ଆଲୋଚିତ ପଦକ୍ଷେପଟି ହେଉଛି ଲକ୍‌ଡାଉନ୍‌। ୨୨ ମାର୍ଚ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର … Read More

ମହାବିଷୁବ ପର୍ବର ଅଭିନନ୍ଦନ ଜଣାଇଲେ ସ୍ଵରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର (ଓଟି): ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଚଳିତବର୍ଷ ଉତ୍ସାହଜନକ ଭାବେ କୋଉଠି ପାଳନ ହୋଇପାରିନି। ତେବେ ଓଡ଼ିଆ ଜନମାନସରେ ଏହି ମହାନପର୍ବ ଚିରାଚରିତ ଭାବେ ପାଳିତ ହୋଇଛି। ପରସ୍ପରକୁ ଶ୍ରଦ୍ଧା-ସ୍ନେହ-ପ୍ରେମର ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଭାଇ-ଭଉଣୀ। ସେହିପରି … Read More