ପ୍ରସ୍ତୁତ ହେଉଛି ଝାରସୁଗୁଡ଼ା #କୋଭିଡ୍ ହସ୍ପିଟାଲ୍

ଭୁବନେଶ୍ଵର,ଝାରସୁଗୁଡ଼ା(ଓଟି): ଖୁବ୍‌ଶୀଘ୍ର ରାଜ୍ୟରେ ଆଉ ଏକ କୋଭିଡ୍‌-୧୯ ହସ୍ପିଟାଲ୍‌ ସେବା ଯୋଗାଇବାକୁ ପ୍ରସ୍ତୁତ ହେଉଛି। ଆସନ୍ତା ୧୦ ଦିନ ଭିତରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି କୁହାଯାଉଛି। ତାହା ହେଉଛି ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲ। ମଙ୍ଗଳ ବଜାରଠାରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା … Read More

ଆମ୍ବେଦକରଙ୍କ ଜୟନ୍ତୀରେ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ (ଓଟି): ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୁଷ୍ପାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ମହାମାରୀ କରୋନା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିବାରୁ ସମସ୍ତ କାର୍ଯ୍ୟକ୍ରମ ନିରାଡ଼ମ୍ବର … Read More

#କରୋନା ଆକ୍ରାନ୍ତ ନଂ ୫୬: ଗସ୍ତ ବିବରଣୀ ପ୍ରକାଶିତ

ଭୁବନେଶ୍ୱର(ଓଟି): ରାଜ୍ୟରେ ଆଜି ଆଉଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂଖ୍ୟା ୫୬ରେ ପହଞ୍ଚିଛି। ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଯାଜପୁରର ବୋଲି ଜଣାପଡ଼ିଛି। ଏନେଇ ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସବିଶେଷ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ୬୬ … Read More

ସନାତନ ବିସିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ଭୁବନେଶ୍ୱର (ଓଟି): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ପ୍ରାକ୍ତନ ରାଜ୍ୟସଭା ସଦସ୍ୟ ତଥା ବର୍ଷିଆନ ରାଜନେତା ସନାତନ ବିସିଙ୍କର ମଙ୍ଗଳବାର ସକାଳେ ଦେହାନ୍ତ ହୋଇଯାଇଛି। ସନାତନଙ୍କ ବିୟୋଗରେ ରାଜନୀତିକ ଦଳ ସମେତ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ … Read More

#Lockdown: କୋଭିଡ୍‌ ସହ ଲଢ଼ିବାକୁ ମୋଦିଙ୍କ ସପ୍ତପଦୀ ମନ୍ତ୍ର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଯଦିଓ ଭାରତ କରୋନା ମୁକାବିଲାରେ ଯଥେଷ୍ଟ ଆଗୁଆ ରହିଛି ତଥାପି ସଂକ୍ରମଣର ଭୟ ଛାଡ଼ିନି। ଯଦି ସମାନ ସଂଯମ ଆଚରଣ ନାଗରିକ ପ୍ରଦର୍ଶନ କରନ୍ତି ତେବେ ଆମେ ଜିତିବା ଓ କରୋନା ହାରିବ। ଏହି ବାର୍ତ୍ତାକୁ ଜନସାଧାରଣଙ୍କ … Read More

#IndiaFightsCorona: ମେ’୩ ଯାଏ ବଢ଼ିଲା ଲକ୍‌ଡାଉନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ୩ ତାରିଖ ଯାଏ  ବଢ଼ିଛି ଲକ୍‌ଡାଉନ୍‌। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହା କହିଛନ୍ତି। ସକାଳ ୧୦ଟା ବେଳେ ସେ ଜାତୀୟ ପ୍ରସାରଣ ସେବାରେ ନିଜ ଉଦ୍‌ବୋଧନ ରଖିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କ … Read More

୪୦ ଡିଗ୍ରୀ+ରେ ସିଝିଲା ୧୨ ସହର

ଭୁବନେଶ୍ୱର (ଓଟି): ମହାମାରୀ କରୋନା ଭୟକୁ ଦାଉ ସାଧିଲାଣି ଅସହ୍ୟ ତାତି। ଏପ୍ରିଲ୍‌ ମାସରୁ ତତଲା ତାୱାରେ ସିଝିଲାଣି ରାଜ୍ୟର ଅନେକ ସହର। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଛୁଇଁଥିବା ଜଣାପଡ଼ିଛି। ଫଳରେ ଆଗକୁ ସ୍ଥିତି … Read More

#IndiaFightsCorona: ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଟେଲିମେଡିସିନ୍‌

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ସାମ୍ପ୍ରତିକ ପରିସ୍ଥିତିକୁ ଅଶଖିରେ ରଖି ଭୁବନେଶ୍ଵରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ( ଏମ୍ସ) ପକ୍ଷରୁ ଟେଲିମେଡିସିନ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ୯ଟି ଭିଭାଗରେ ଏହି ସୁବିଧା ଉପଲବ୍ଧ ରହିଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିଲାଗି … Read More

#କୋଭିଡ୍-୧୯: ରାଜ୍ୟରେ ୫ ମାସ ପାଇଁ ରହିଛି ଔଷଧ

ଭୁବନେଶ୍ୱର (ଓଟି): ମହାମରୀ କରୋନା ମୁକାବିଲା ପାଇଁ ରାଜ୍ୟରେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ଗଚ୍ଛିତ ଅଛି। ତେବେ ଅତିରିକ୍ତ ୪ ମାସର ଔଷଧ ମହଜୁଦ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେହି ଅନୁସାରେ ମେ ମାସ ସୁଦ୍ଧା … Read More

#ଲକ୍‌ଡାଉନ୍‌ରେ ଆକ୍ରମଣ: ଯୋଡ଼ାହେଲା ଏଏସ୍ଆଇଙ୍କ କଟା ହାତ

ନୂଆଦିଲ୍ଲୀ (ଓଡିଶା ଟାଇମ୍ସ): ଏକ ଦୁଃଖଦ ଆଉ ଅଭାବନୀୟ ଘଟଣାକ୍ରମେ ପଞ୍ଜାବର ପଟିୟାଲାରେ #ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ନିହାଙ୍ଗ ଗୋଷ୍ଠୀର କେତେକ ବ୍ୟକ୍ତି ଜଣେ ପୁଲିସ୍‌ ଅଫିସର୍‌ଙ୍କ ହାତ ହାଣି ଦେଇଥିଲେ। ରବିବାର ସକାଳେ ଏଭଳି ପ୍ରାଣାନ୍ତକ ଆକ୍ରମଣ କରାଯାଇଥିବା … Read More