ଡବ୍ଲ୍ୟୁଟିଓ ବିଫଳ : ଏବେ ସମସ୍ତଙ୍କ ନଜରରେ ଚୀନ୍‌

ଏବେ ପ୍ରଭାବଶାଳୀ ଦେଶମାନେ ବର୍ତ୍ତମାନ ବାଣିଜ୍ୟ ନିୟମ ଏବଂ ସର୍ତ୍ତ ସୃଷ୍ଟି କରିବେ, ଡବ୍ଲ୍ୟୁଟିଓ ନୁହେଁ ଭୁବନେଶ୍ୱର (ଓଟି) : ଆମେରିକାର ରାଷ୍ଟ୍ରପତି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଚୀନ୍ ଆମ ଦେଶ ତଥା ଅନ୍ୟ ଦେଶକାନଙ୍କରୁ ଲାଭ ଉଠାଇଛି । … Read More

#କୋଭିଡ୍-୧୯ କବଳରେ ସୁମୋ ରେସଲର୍

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ବିଶ୍ଵରେ ଭୟର ବାତାବରଣ ଖେଳି ଯାଇଛି। ସବୁଠି ସତର୍କ ଓ ସୁରକ୍ଷା ପାଇଁ ଚାଲିଛି ସକଳ ପ୍ରସ୍ତୁତି। ଏଭଳି ସ୍ଥିତିରେ ସାଧାରଣ ଭାବେ ସଂକ୍ରମଣରୁ ବର୍ତ୍ତିବା ପାଇଁ ଜଣଙ୍କ ଇମ୍ୟୁନିଟି ପାୱାର ବା ରୋଗ … Read More

ଯେଉଁଠାରେ ବିସିଜି ନାହିଁ, ସେଠାରେ ୧୦ଗୁଣା ଅଧିକ କରୋନା ମାମଲା

କରୋନା ବିରୋଧରେ ଲଢ଼େଇରେ ଭାରତ ଭାଗ୍ୟବାନ କିଏ ଜାଣିଥିଲା ​​ଯେଉଁ ଟୀକା ଟିବି ରୋଗ ପାଇଁ ନେଇଥିଲୁ ସେହି ଟୀକା ଆମକୁ କରୋନାରୁ ରକ୍ଷା କରିବ  ନୂଆଦିଲୀ : ୟୁରୋପ ଏବଂ ଆମେରିକାରେ କରୋନା ଯେଉଁଭଳି ଭାବରେ ବିସ୍ତାର କରିଛି, ସେହିଭଳି … Read More

୫ ଲକ୍ଷରୁ ଅଧିକ ପାକିସ୍ତାନୀ ୧୩୪ଟି ଦେଶରୁ ବିତାଡ଼ିତ

ନୂଆଦିଲ୍ଲୀ: ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ଖରାପ ହେଉଥିବା ଅର୍ଥନୀତି, କାଶ୍ମୀର୍‌ର ଆବେଗ ଏବଂ ଆତଙ୍କବାଦ ବିଷୟରେ ଆଲୋଚନା କରାଯାଇଥାଏ । କିନ୍ତୁ ଆଜିକାଲି ସାରା ବିଶ୍ୱରେ ପାକିସ୍ତାନ ଅନ୍ୟ କିଛି ପ୍ରସଙ୍ଗ ପାଇଁ ଲଜ୍ଜିତ ହେଉଛି । ଆମ ପଡ଼ୋଶୀ … Read More

ସଙ୍କଟ ସମୟରେ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଦେବା ପାଇଁ ଜିଓ ଫାଇବର୍‌ର ପଦକ୍ଷେପ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ଦେଶବ୍ୟାପୀ ଲକ୍‌ଡାଉନ୍ ଯୋଗୁଁ ସାଧାରଣ ଲୋକଙ୍କ ଡାଟା ବ୍ୟବହାର ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ୱାର୍କ ଫ୍ରମ୍ ହୋମ୍ ଘରୁ କାମ କରିବାରେ ନିୟୋଜିତ ଅଛନ୍ତି । ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍ ବା … Read More

#କରୋନା ଆତଙ୍କ: ୪୯ ଓ ୫୦ ନଂ ତଥ୍ୟ ପ୍ରକାଶିତ

ଭୁବନେଶ୍ୱର(ଓଟି): ଶୁକ୍ରବାର ରାତି ସୁଦ୍ଧା ରାଜ୍ୟରେ ଆଉ ଦୁଇଜଣ ‘କରୋନା’ ଆକ୍ରାନ୍ତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଥିଲା। ସମ୍ପୃକ୍ତ ମାମଲା ନଂ ୪୯ ଓ ୫୦ ରୋଗୀଙ୍କ ସମ୍ପର୍କରେ ଆଜି ତଥ୍ୟ ପ୍ରକାଶ କରିଛି ସୂଚନା ଓ ଲୋକ ସମ୍ପର୍କ … Read More

#କୋଭିଡ୍-୧୯: କୃଷିମନ୍ତ୍ରୀଙ୍କ ଚିନ୍ତା

ଭୁବନେଶ୍ୱର(ଓଟି): ମହାମାରୀ କରୋନା ଭୂତାଣୁ ପାଇଁ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। ସବୁକ୍ଷେତ୍ର ଗୁରୁତ୍ଵର ଭାବେ ହେଉଛି ପ୍ରଭାବିତ। ତେବେ ଚାଷ ଓ ଚାଷୀଙ୍କୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ। କୃଷି କ୍ଷେତ୍ର ସହ ସମ୍ପୃକ୍ତ ସମସ୍ତ … Read More

#କୋଭିଡ୍-୧୯ ଆତଙ୍କ: ୨୪ ଘଣ୍ଟାରେ ଗଲା ୪୦ ପ୍ରାଣ

ନୂଆଦିଲ୍ଲୀ (ଓଟି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ଜନିତ ସମୁଦାୟ ୨୩୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗତ ୨୪ଘଣ୍ଟାରେ ୪୦ଜଣଙ୍କ ପ୍ରାଣହାନୀ ଘଟିଛି। ସେହିପରି ଦେଶରେ ଏପର୍ଯ୍ୟନ୍ତ ୭୪୪୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କୋଭିଡ୍-୧୯ ତଥା କରୋନା ସମ୍ପର୍କିତ ସୂଚନା … Read More

#coronaworldupdates: ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର, ଆକ୍ରାନ୍ତଙ୍କ ସଂଖ୍ୟାରେ ୧ଲକ୍ଷ ବୃଦ୍ଧି

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵରେ କରୋନା ତାଣ୍ଡବ ଜାରି ରହିଛି। ଗତ ୨୪ ଘଣ୍ଟା ଭିତରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୧ ଲକ୍ଷ ବୃଦ୍ଧି ଘଟିଛି। ଆଜି ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ଲକ୍ଷ୮୭୦ରେ ପହଞ୍ଚିଛି। ଗତକାଲି ଏହି ସଂଖ୍ୟା ୧୬ ଲକ୍ଷ ୧୦ … Read More

ଜେଏନୟୁ ସଭାପତି ଆୟିଷି ଘୋଷଙ୍କ ଆହ୍ୱାନ –“ଆଶ୍ରୟ ପାଇଁ ଖୋଲା ରହିଛି ଜେଏନ୍‌ୟୁ ”

ଦେଶରେ ସାମାଜିକ ସଦ୍‌ଭାବ ରକ୍ଷା କରନ୍ତୁ, ରାଷ୍ଟ୍ର ପ୍ରାୟୋଜିତ ମୁସଲ୍‌ମାନ୍‌ ବିରୋଧୀ ହିଂସା ବିରୁଦ୍ଧରେ ଏକାଠି ହୁଅନ୍ତୁ !!  ଜେଏନୟୁ ଛାତ୍ର ସଂଘର ସଭାପତି ଆୟିଷି ଘୋଷ ଏହିପରି ଆହ୍ବାନ ଦେଇଛନ୍ତି।  ସେ କହିଛନ୍ତି ଯେ ମୁସଲମାନ ସାଥୀମାନେ ଚାହିଁଲେ ଜେଏନୟୁ … Read More